ଶାଶୁଙ୍କ କଥା ମାନି ଏଥର ଶାଢ଼ୀ ନ ପିନ୍ଧି Dreess ପିନ୍ଧିବେ ରୂପା,ଅସଲ କାରଣ ଜାଣିଲେ ଆପଣ କହିବେ ଓଡ଼ିଆ ଘର ବୋହୁ ହେବ ତ ଏମିତି ନହେଲେ…ଦେଖନ୍ତୁ Video

Spread the love

ଆପଣ ତ ପ୍ରାୟ ରୂପା ପିଣ୍ଟୁଙ୍କୁ ଭଲ ଭାବେ ଜାଣିଥିବେ।ସେ ସାରା ଓଡିଶାରେ ବହୁତ ଚର୍ଚ୍ଚାରେ ଅଛନ୍ତି।ସେ ନିଜ ୟୁଟ୍ୟୁବରେ ଅନେକ ଭିଡିଓ ଅପଲୋଡ଼ କରିଛନ୍ତି।ସାଙ୍ଗମାନେ ଆପଣ ଯଦି ୟୁଟୁବ ଦେଖୁଛନ୍ତି ତେବେ ରୂପା ପିଣ୍ଟୁଙ୍କ ଭିଡିଓ ତ ଆପଣ ଦେଖିଥିବେ।ତେବେ ଆପଣମାନେ ତ ପ୍ରସିଦ୍ଧ ୟୁଟ୍ୟୁବର ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସଙ୍କ ବିଷୟରେ ତ ନିହାତି ଭାବରେ ଜାଣିଥିବେ।ତେବେ ସେ ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଅନେକ ପ୍ରସିଦ୍ଧ ହୋଇଛନ୍ତି

ତେବେ ସେ ଆଜି ଅନେକ ସଫଳତା ହାସଲ କରିଛନ୍ତି।ତାଙ୍କ ପ୍ରକୃତ ଘର ହେଉଛି ଭଦ୍ରକ ଜିଲ୍ଲାରେ।ରୂପା ହେଉଛନ୍ତି ତାଙ୍କ ସ୍ତ୍ରୀ।ଦୁହେଁ ଦୁହିଁଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ।ଏବେ ସେ ଓଡିଶାରେ ବହୁତ ଚର୍ଚ୍ଚିତ ଅଛନ୍ତି।ଓଡିଶାର ସବୁ ଲୋକ ତାଙ୍କ ଭିଡିଓକୁ ପସନ୍ଦ କରୁଛନ୍ତି।ତାଙ୍କର ମଧ୍ୟ ଗୋଟିଏ ଛୋଟ ଝିଅ ଅଛି ଯାହାର ନାମ ଖୁସି।

ସାଙ୍ଗମାନେ ଏବେ ଗଣ ମାଧ୍ୟମରେ ଅନେକ ଖବର ଚର୍ଚ୍ଚାରେ ରହିଛି।ଆପଣ ମାନେ ତ ଅନେକ ଖବର ଦେଖିବାକୁ ଓ ଶୁଣିବାକୁ ପାଉଥିବେ।ଆଜି ଆମେ ଜଣେ ୟୁଟ୍ୟୁବର ପିଣ୍ଟୁଙ୍କ ବିଷୟରେ ଜାଣିବା।ଆସନ୍ତୁ ଜାଣିବା ଏହି ତଥ୍ୟ ବିଷୟରେ।ଅନେକ ଲୋକ ତାଙ୍କ ଭିଡିଓକୁ ଦେଖୁଛନ୍ତି ଓ ପସନ୍ଦ ମଧ୍ୟ କରୁଛନ୍ତି।

ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ପ୍ରତି ଦିନର ଜୀବନଶୈଳୀ ବିଷୟରେ ପୋଷ୍ଟ କରନ୍ତି।ଏହା ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ।ଆପଣ ମାନେ ତ ଓଡ଼ିଆ ସିରିଏଲ ଦେଖୁଥିବେ।ଏହା ସହ ଶୁଣିବାକୁ ମିଳୁଛି କି ଦୁଇ ଜଣ ଏବେ ସିରିଏଲରେ ଅଭିନୟ କରିବେ।ଆପଣ ମାନେ ତ ତାଙ୍କୁ ୟୁଟ୍ୟୁବରେ ଦେଖିଥିବେ।

ଏବେ ତାଙ୍କୁ ଆପଣ ସିରିଏଲରେ ଦେଖିବାକୁ ପାଇବେ।ଏହା ସହ ସେ ବହୁତ ଭଲ ଅଭିନୟ ମଧ୍ୟ କରନ୍ତି।ତେବେ ସେ ଡ୍ରେସ ପିନ୍ଧିବା ପାଇଁ କାହିଁକି ରାଜି ହେଉ ନଥିଲେ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ,ତାଙ୍କୁ ଡ୍ରେସ ପିନ୍ଧିବା ପାଇଁ ଲାଜ ଲାଗୁଥିଲା ଓ ସେ ଓଡ଼ିଆ ଘର ଝିଅ ହେଇଥିବାରୁ ବାହାଘର ପରେ କେବଳ ଶାଢ଼ୀ ପିନ୍ଧିବା ପାଇଁ ଇଚ୍ଛା କରୁଥିଲେ

ହେଲେ ତାଙ୍କ ଶାଶୁ ତାଙ୍କୁ କହିଥିଲେ କି ଆଜିକାଲି ମଦରନ ଯୁଗରେ ଏ ସବୁ ଚାଲିଲାଣି ସେଥିପାଇଁ ତମେ ଡ୍ରେସ ପିନ୍ଧା ଓ ଅନେକ ସମୟ ରେ ଆଲବମ କରିବା ବେଳେ ରୂପ ଶାଢ଼ୀ ନୁହଁ ଏବେ ଡ୍ରାଏସ୍ରେ ପିନ୍ଧିବା ଆରମ୍ଭ କରିଛନ୍ତି ଓ ସେ ଏକଥା ମଧ୍ୟ କହିଥିଲେ ଯେତେ ଯାହା ହେଲେ ମଧ୍ୟ ସେ କେବେ ଜିନ୍ସ ପିନ୍ଧିବେ ନାହିଁ,ତେବେ ଏଥିରେ ଆପଣଙ୍କ ମତ କଣ ରହିଛି ନିଶ୍ଚୟ ଜଣେଇବେ

Leave a Reply

Your email address will not be published. Required fields are marked *