ViralBoy ସାନ୍ତନୁ ଇଣ୍ଟରଭିୟୁ ସମୟ ରେ କହିଲେ ମୁଁ ଅଳିଆ ରୁ ପଡି ଗଜା,ପ୍ରଥମଥର କ୍ୟାମେରା ସାମ୍ନାକୁ ଆସିଲେ ଶାନ୍ତନୁ ଙ୍କ ମା ଆଉ କହିଲେ ଏତେ ବଡ କଥା ତାଙ୍କ ବିଷୟରେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆମେ ଆଜି ଜାଣିବା ଭାଇରାଲ ବଏ ସାନ୍ତନୁଙ୍କ ସହିତ ହୋଇଥିବା ଏକ ଛୋଟ ଇଣ୍ଟରଭିଉ ବିଷୟରେ।ତେବେ ସେ ପ୍ରଥମେ କହିଥିଲେ ଆସୁ ଆଜି ସେ ଟୋକା।ଏଡ଼େ ବଦମାସ ଟୋକା।

ମୁଁ ତାକୁ କହିଲି ତୁ ଗୀତ ଶିଖିବୁ ବୋଲି କିନ୍ତୁ ସେ ଯାଇ ବୁଲୁଛି।ରାସ୍ତାରେ ବୁଲୁଛି।ଆଜି ଆସୁ ତା ଗୋଡ଼କୁ ଉପରକୁ ଟଙ୍ଗେଇକରି ତା ପାଟିରେ ମୁଁ ଆଜି ପେଷ୍ଟ ପୁରେଇ ଦେବୀ।ଏହାପରେ ତାକୁ ଡାକିଥିଲେ।ଏହା ପରେ ସାନ୍ତନୁ ମଜା କରି କରି ତାଙ୍କ ପାଖକୁ ଆସିଥିଲା।ସାନ୍ତନୁକୁ ସେ କହିଥିଲେ ତତେ ତ ଯାହା କହିଲୁ ଆଣିକରି ଦେଲି।

କହିଲୁ ନାଳିଆ ଗଞ୍ଜି ପିନ୍ଧିବୁ ଆଣିକରି ଦେଲି।ଜୋତା ପିନ୍ଧିଲୁ ସବୁ ପିନ୍ଧିଲୁ।ତୁ ବୁଲିବାକୁ କୁଆଡେ ଯାଇଥିଲୁ।ସାନ୍ତନୁ ଏହାପରେ ମଜାରେ କହିଥିଲା ମୁଁ ଯାଇଥିଲି ଗଛରୁ ପେଡା ତୋଳିବା ପାଇଁ।ତତେ କଣ ଦରକାର କହ ବୋଲି ସେ ପଚାରିଥିଲେ ଓ ସାନ୍ତନୁ କହିଥିଲ ମତେ ଦୁଇଟା ଚକି ଚକି ଦରକାର।

ଏହାପରେ ସେ ପଚାରିଥିଲେ ବଡ଼ ହେଲେ କଣ ହବୁ।ସେ କହିଥିଲା ଗୀତ ଗାଇବି।ଓ ଏକ ଗୀତ ମଧ୍ୟ ଗାଇଥିଲା।ମଜା ଲାଗିବା ଭଳି ସେହି ଗୀତଟି ଥିଲା।ଏହାପରେ ସେ ମଜାରେ କହିଥିଲା ମୁଁ ପରା ଜ୍ଞାନୀ।ମୋ ମାଆ ପରା ମତେ ଭାକୁଡ଼ ମୁଣ୍ଡ ଖାଇ ଜନ୍ମ କରିଥିଲା।ସେ କହିଥିଲେ ଏହି ଟୋକା ବହୁତ ବଦମାସ ହେଲାଣି ତତେ ମୁଁ ନେଇ ବାଲେଶ୍ଵରରେ ଛାଡ଼ିବି।

ଏହାପରେ ସେ କହିଥିଲେ ମୁଁ କେତେ ଦିନରୁ କହୁଛି ମୋର ବାହାଘର କରିଦିଅ।ଏହାକହି ସେ କାନ୍ଦିବା ଆରମ୍ଭ କରିଥିଲା।ସେ କହିଥିଲେ ବାହା ହେବା ପାଇଁ ଏକ ବୟସ ଦରକାର ତୁ ଏତେ ଛୋଟ ପିଲା କଣ ବାହା ହେବୁ।ସେ କହିଥିଲା ମୋର ୬ ବର୍ଷ ହୋଇଗଲାଣି ଏତେ ବଡ଼ ହେଲେଣି ମୁଁ ବାହା ହେବି।ସେ କହିଥିଲେ ତୁ ବାହା ହେବା ପରେ ମୋର ନାତି କିମ୍ବା ନାତୁଣୀ ହେବ ତାହାର ଝାଡା ପରିସ୍ରା କିଏ ପୋଛିବ।

ସାନ୍ତନୁ କହିଥିଲ ତୁମେ ପୋଛିବ।ସେ ଏହାପରେ ପଚାରିଥିଲେ ଗୀତ ଶିଖୁଛ ଏବଂ ଅଭିନୟ ପ୍ରତି ମଧ୍ୟ ଦୁର୍ବଳତା ରହିଛି।ସାନ୍ତନୁ କହିଥିଲ ଦୁଇଟା ଯାକ ଇଚ୍ଛା ଅଛି ଏବଂ କହିଥିଲା ଯେ ଖାଣ୍ଟି ଓଡ଼ିଆ କହିଲେ ମୁଁ ବୁଝିପାରୁନାହିଁ।ଏହାପରେ ତାକୁ ସ୍କୁଲ ଏବଂ ଅନ୍ୟ କିଛି ତଥ୍ୟ ଉପରେ ପଚାରିଥିଲେ ଏବଂ ସାନ୍ତନୁ ତାହାର ଉତ୍ତର ଦେଇଥିଲା।

Leave a Reply

Your email address will not be published. Required fields are marked *