Manikeswar ମନ୍ଦିର ର ଚମତ୍କାର,ସବଳ ବାଜିବା ମାତ୍ରେ ଆସିଲା ସଁ ସଁ ଶବ୍ଦ ଆଉ କାରଣ ଜାଣିବା ପରେ ଆପଣ ଦ୍ଵନ୍ଦ ରେ ପଡିଯିବେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ମାଳିକା ଭବିଷ୍ୟତ ବଚନ ବିଷୟରେ କିଛି ବିଶେଷ ତଥ୍ୟ।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ମାଳିକା ବିଷୟରେ ଜାଣିଥିବେ ମାଳିକା ବିଷୟରେ।ଭବିଷ୍ୟତରେ କେଉଁ ସବୁ ଘଟଣା ଘଟିବ ସେହି ସମ୍ପର୍କରେ ମଳିକାରେ ବର୍ଣ୍ଣନା କରାଯାଇଛି।

ତେବେ ଆମେ ଏହି ସମ୍ପର୍କରେ କିଛି ବିଶେଷ ତଥ୍ୟ ଆଲୋଚନା କରିବା।ତେବେ ଏକ ସୁଡଙ୍ଗ ଖୋଳିବା ପାଇଁ ପ୍ରୟାସ କରୁଥିଲା ସରକାର।ସେହି ସମୟରେ ଏକ ସାପର ଗର୍ଜ୍ଜନ ହେଲା।ତେବେ ଆମେ କଥା ହେଉଛେ ମାଣିକେଶ୍ୱର ମନ୍ଦିର ବିଷୟରେ।କଳା ଏବଂ ସଂସ୍କୃତିର ରାଜ୍ୟ ହେଉଛି ଓଡିଶା।ଭକ୍ତ ଭଗବାନଙ୍କ ରାଜ୍ୟ ଓଡିଶା।

ଅନେକ କଥାବସ୍ତୁର ଜୀବନ୍ତ ଶାଖୀ ହେଉଛି ଓଡିଶା।ତେବେ ଗୋଟିଏ କିମ୍ବା ଦୁଇଟି ନୁହଁ ବରଂ ୧୩ ଖଣ୍ତ ଗ୍ରନ୍ଥ ପ୍ରମାଣ ଦିଏ ମାଳିକା ଏହି ପୀଠ ବିଷୟରେ ଯାହାର ନାଁ ହେଉଛି ମାନିକେଶ୍ୱର ପୀଠ।କଟକଜିଲ୍ଲାର ଶୁକ୍ଳସ୍ଵର ଗାଁରେ ଏହି ପୀଠଟି ଅବସ୍ଥିତ ଯାହାର ନାଁ ହେଉଛି ମାଣିକେଶ୍ୱର ପୀଠ।ସେହି ସମୟରେ କଳାପାହାଡ଼ର ଆକ୍ରମଣ ହୋଇଥିଲା

ସମଗ୍ର ହିନ୍ଦୁ ମନ୍ଦିର ଉପରେ।ଲକ୍ଷ ଥିଲା ଯେ ଯେତେସବୁ ହିନ୍ଦୁ ମନ୍ଦିର ଅଛି ସେହି ସବୁକୁ ବିଲୁପ୍ତ କରିବା।ସେଥିରୁ ବାଦ ପାଇନଥିଲା ଏହି ମନ୍ଦିର ଯାହାର ନାଁ ହେଉଛି ମାଣିକେଶ୍ୱର ମନ୍ଦିର।ମାଳିକା ପ୍ରମାଣ ଦେଉଛି ଏହା ହେଉଛି ସେହି ମନ୍ଦିର ଯାହାର ଅଗ୍ରଭାଗରେ ଠିଆ ହେଲେ ଦେଖାଯାଇଥାଏ ଶ୍ରୀକ୍ଷେତ୍ର।

ଏହି ଜାଗାରେ ଶ୍ରୀକ୍ଷେତ୍ର ହୋଇଥାନ୍ତା କିନ୍ତୁ କୌଣସି ମତେ ଏଠାରେ ଶ୍ରୀକ୍ଷେତ୍ର ହୋଇପାରିଲା ନାହିଁ।ଗୋଟେ ଭଗବାନ ଶିବଙ୍କ ମନ୍ଦିର ଉଣା ରହିଗଲା।ଏଠାରେ ଏକ ସୁଡ଼ଙ୍ଗ ଯେଉଁଥିରେ ପାତାଳକୁ ରାସ୍ତା ଅଛି।ଏହି ମନ୍ଦିରର ଭଗ୍ନାଂଶ ରହିଛି।କିମ୍ବଦନ୍ତୀ ଅନୁସାରେ ଚାରିପଟେ ଭଗବାନ ଶିବଙ୍କ ମନ୍ଦିର ଘେରି ହୋଇ ରହିଛି।

ଏହା ସହିତ ଏକ ବାମ୍ଫି ମଧ୍ୟ ରହିଛି।ବାମ୍ଫିରେ କୌଣସି ସମ୍ପର୍କ ରହିଛି ନା ନାହିଁ ତାହା କହିହେବ ନାହିଁ।ଆମ ବୟସ ଅନୁପାତରେ ଆମେ ତାହା ଦେଖିନାହୁଁ।ସନ୍ଦେହ କରାଯାଉଛି ଆଗେ ବଡ଼ ବଡ଼ ମାଛ ଥିଲେ।ବର୍ତ୍ତମାନ କ୍ରମଶଃ ପୋତି ହୋଇଗଲାଣି।ତେଣୁ ଆଉ ପାଣି ରହୁନାହିଁ କିମ୍ବା ଆଉ ମାଛ ରାହୁନାହାନ୍ତି।

ତେବେ ଓଡ଼ିଶାରେ ଅନେକ ଜିନିଷ ସମ୍ନାକୁ ଆସେ ଯାହା ବିଶ୍ୱାସ ନହେଲେ ମଧ୍ୟ ସତ।ଏଠାରେ ପଥର ଦେହରେ ସବୁ କଥା ଉଲେଖ ଥିଲା।ଏହି ଜାଗରେ ଶିଳା ସବୁ ଛିନ୍ନ ବିଛିନ୍ନ ହୋଇ ଚାରିଆଡେ ପଡିଛି।ଏଠାରେ ଭଗବାନ ଶିବଲିଙ୍ଗ ଥିଲା ଏବଂ ଏହା ହୀରା ନିଳା ମୋତି ମାଣିକରେ ଭରପୁର ମଧ୍ୟ ଥିଲା।

Leave a Reply

Your email address will not be published. Required fields are marked *