ଓଡ଼ିଶାରେ ୭ ତାରିଖରୁ ପୁଣି ବର୍ଷିବ,ଆଜିଠୁ Another ଲଘୁଚାପ ସୃଷ୍ଟି ହେବ ନେଇ ଆଶଙ୍କା,ସାରା ରାଜ୍ୟରେ କମିବ ଖରା ଓ ଆକାଶ ହେଇପାରେ ମେଘୁଆ,ଏହି ଜିଲ୍ଲାରେ ହେବ ପ୍ରବଳ ବର୍ଷା…ଦେଖନ୍ତୁ Video

Spread the love

ଓଡ଼ିଶାର ଉପକୂଳବର୍ତୀ ଅଞ୍ଚଳରେ ପ୍ରତି ବର୍ଷ ବାତ୍ୟାର ଉପଦ୍ରବ ଦେଖା ଯାଇଥାଏ।ବର୍ତ୍ତମାନ କିଛି ଦିନ ମଧ୍ୟରେ ଉପକୂଳ ଓଡିଶାରେ ପାଣିପାଗ ବଦଳି ପାରେ।ଗ୍ରୀଷ୍ମର ପ୍ରବାହ ଆରମ୍ଭ ହୋଇ ଯାଇଥିବା ବେଳେ ବାତ୍ୟାର ପ୍ରକୋପ ଆରମ୍ଭ ହେବାକୁ ଯାଉଛି।ଓଡ଼ିଶାର ଉପକୂଳବର୍ତୀ ଅଞ୍ଚଳରେ ପ୍ରତି ବର୍ଷ ବାତ୍ୟାର ଉପଦ୍ରବ ଦେଖା ଯାଇଥାଏ।ଆଗାମୀ ୭ ତାରିଖରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହେବ।ଅସହ୍ୟ ତାତିରୁ ରକ୍ଷା ମିଳିବାକୁ ଯାଉଛି।

ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଂଚଳର ଉପରି ଭାଗରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛ।ତେଣୁ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ- ପୂର୍ଵ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏଥିନେଇ ଟ୍ୱିଟ କରି ଜଣାଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର

ପାଣିପାଗ ଵିଜ୍ଞାନୀ ଡକ୍ଟର ଉମାଶଙ୍କର ଦାସ।ତେବେ ଏହା ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗର ।ବର୍ତ୍ତମାନ ଉପକୂଳଳ ବର୍ତୀ ଅଞ୍ଚଳରେ ପ୍ରବଳ ବର୍ଶା ହେବାର ସମ୍ଭାବନା ରହିଛ।ତାମିଲନାଡୁ ଏବଂ ସାଉଥ ଆଣ୍ଡାମାନ ନିକୋବରରେ ଏହା ସ୍ଥଳ ଭାଗ ଛୁଇଁବ।ଏହାର ପ୍ରକୋପରେ ଘୁର୍ଣ୍ଣି ବଳୟ ସୃଷ୍ଟି ହେବ।ରାଜ୍ୟର ପ୍ରାୟତଃ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତ୍ଵଂଉ ଆଗାମୀ କିଛି ଦିନ ମଧ୍ୟରେ ସାଇକ୍ଲୋନିକ ବର୍ଷା ସୃଷ୍ଟି ହୋଇପାରେ।ତେବେ ଏହି ସମୟରେ ତାହା ଅଵପାତ୍ରର ରୂପ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ମାତ୍ରରେ ବଢିବ। ଜଳୀୟ ବାଷ୍ପର ଘନୀଭୂତ ପାଇଁ ଏହି ଲଘୁଚାପ ଜନିତ ସମସ୍ୟା ସୃଷ୍ଟି ହେଉଛି।ଏହାର ମାତ୍ରା ଦକ୍ଷିଣ ଭାରତରେ ବର୍ଷା ସମ୍ଭାବନା ରହିଛି।

କିଛି ଦିନ ପରେ ଏହା ଦୁର୍ବଳ ହୋଇଯିବ।ଏହାର କାରଣ ରହିଛି ପ୍ରାକୃତିକ ପରିବର୍ତ୍ତନ।ପ୍ରଶାନ୍ତ ମହାସାଗରର ଗରମ ଜଳବାୟୁ ଏଥିପାଇଁ ମୁଖ୍ୟ କାରଣ ଅଟେ। ଲା ନିନୋ ପ୍ରଭବରେ ଗରମ ଜଳବାୟୁ ଯୋଗୁଁ ଏହି ମହାବାତ୍ୟା ସୃଷ୍ଟି ହେଉଛି।ଜଳୀୟ ବାଷ୍ପ ପୂର୍ଣ୍ଣ ପୂର୍ଵ ବାୟୁ ମଧ୍ୟ ଏହାକୁ ଗଢିବାରେ ସାହାଯ୍ୟ କରୁଛି।

ଏହି ଘୁର୍ଣ୍ଣିବଳୟ ବାରମ୍ବାର ବାରମ୍ବାର ସୃଷ୍ଟି ହେଉଛି ଯାହା ଦ୍ୱାରା ଏହା ଏହାର ଆଖପାଖ ଅଞ୍ଚଳକୁ ପ୍ରଭାବିତ କରୁଛି।ଏହା ପୂର୍ବରୁ ‘ଚାରଲୋଟ’ ମହାବାତ୍ୟା ଅଷ୍ଟ୍ରେଲିଆ ଉପକୂଳରେ ନିଜର ପ୍ରକୋପ ଦେଖେଇଥିଲା ଯାହାକି ଅଣ୍ଡାମାନରୁ ହିଁ ସୃଷ୍ଟି ହୋଇଥିଲା।ଏହା ଦ୍ୱାରା ଅଷ୍ଟ୍ରେଲିଆ ବାସୀ ଏବଂ ଅଷ୍ଟ୍ରେଲିଆ ସରକାର ଅନେକ କ୍ଷତିଗ୍ରସ୍ତ ସହିଥିଲେ।ଏହାପରେ ‘ଚାରଲୋଟ’ ପରେ ‘ହଲିମା’ ମଧ୍ୟ ମହାବାତ୍ୟାର ପ୍ରକୋପ ଦେଖାଇଥିଲା।

Leave a Reply

Your email address will not be published. Required fields are marked *