ମାତ୍ର 10 ଦିନରେ ୧୦ କିଲୋ ଓଜନ ବଢ଼ାନ୍ତୁ,ଦୁର୍ବଳ ପତଳା (Thin) ଶରୀରକୁ ଶୀଘ୍ର ମୋଟା ବନାନ୍ତୁ ଏହି ଘରୋଇ ଉପାୟ କରିବା ଦ୍ୱାରା…

Spread the love

ସାଧାରଣ ଭାବରେ ଅନେକ ଲୋକ ଆଜିକାଲି ନିଜର ଓଜନକୁ ନେଇ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି।ଏହା ସହିତ ଅନେକ ଲୋକଙ୍କ ଶରୀରର ଓଜନ ନ ବଢିବା କାରଣରୁ ସେମାନେ ଅନେକ ଦୁର୍ବଳ ଅନୁଭବ କରି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଏପରି କିଛି ଉପାୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ ବ୍ୟବହାର କରି ଆପଣ ନିଜର ଓଜନ ବଢାଇ ପାରିବେ ଏହା ସହିତ ଏହା ଏକ ଘରୋଇ ଉପଚାର ଓ ବହୁତ ପୁରାତନ ଉପଚାର ଅଟେ।

ତେବେ ଏହି ଉପଚାର ବ୍ୟବହାର କରି ଆପଣ ଅନେକ ସରଳ ଭାବରେ ନିଜର ଓଜନ ବଢାଇ ପାରିବେ।ଏହା ସହିତ ଏହି ଉପଚାର ଆପଣ ନିଜର ଘରେ ଅତି ସହଜରେ ପ୍ରସ୍ତୁତ କରି ପାରିବେ।ତେବେ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରଥମ ଉପାଦାନ ହେଉଛି ଚାଉଳ।

ତେବେ ଆମେ ଏହା ଭଲ ଭାବରେ ଜାଣୁ କି ଅନେକ ଲୋକ ପୂର୍ବ ସମୟରେ କେବଳ ଭାତ ଅଧିକ ଖାଉ ଥିଲେ।ଏହା ସହିତ ଏହା ପରେ ମଧ୍ୟ ସେମାନଙ୍କର ସ୍ଵାସ୍ଥ୍ୟ ବହୁତ ଭଲ ରହୁଥିଲା।ତେବେ ଏହା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା ଆରମ୍ଭ କରିବା।ତେବେ ଚାଉଳକୁ ବ୍ୟବହାର କରି ଆପଣ ଏହି ଉପଚାର ପ୍ରସ୍ତୁତ କରି ପାରିବା।

ଏହା ସହିତ ଆପଣ ପ୍ରଥମେ କିଛି ଚାଉଳ ନେଇ ଏହାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ।ଏହା ପରେ ଏହି ଚାଉଳ ଗୁଣ୍ଡ କୁ ନେଇ ଏକ ସ୍ଥାନରେ ରଖନ୍ତୁ।ଏହା ପରେ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ଦ୍ୱିତୀୟ ଉପାଦାନ ହେଉଛି ଜିରା।ଏହା ଆମର ଶରୀରର ଅନେକ ଆବଶ୍ୟକତାକୁ ପୂରଣ କରିଥାଏ।

ଯେପରିକି ଏହା ଆମର ଶରୀରର ପାଚନ ତନ୍ତ୍ରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ଅନେକ ଭାବରେ ସହାୟକ ହୋଇ ଥାଏ।ଆପଣ ପ୍ରଥମେ କିଛି ଜିରାକୁ ପାଣିରେ ପକାଇ କିଛି ସମୟ ଯାଏ ରଖି ଦିଅନ୍ତୁ।ଏହା ପରେ ଏହି ଜିରା ପାଣିକୁ ନେଇ କିଛି ସମୟ ଯାଏ ଫୁଟାଇ ଦିଅନ୍ତୁ।ଏହା ପରେ ଆପଣ ଏହି ଜିରାପାଣିକୁ ଛାଣି ଦିଅନ୍ତୁ

ଏହା ପରେ ଏହି ପାଣିରେ ଆପଣ ସେହି ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚାଉଳ ଗୁଣ୍ଡ ପକାଇ ଏହାକୁ କିଛି ସମୟ ଯାଏ ଗୋଳାଇ ଦିଅନ୍ତୁ ଏହା ପରେ ଆପଣ ଏଥିରେ ଅଳ୍ପ ଅସ୍ଵଗନ୍ଧା ଚୂର୍ଣ୍ଣ ମଧ୍ୟ ପକାଇ ଦିଅନ୍ତୁ।ତେବେ ଏହା ବର୍ତ୍ତମାନ ସେବନ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଗଲା।

ଏହା ସହିତ ଏହାକୁ ସେବନ କରିବା ଫଳରେ ଆପଣଙ୍କ ଓଜନ କିଛି ଦିନ ମଧ୍ୟରେ ବଢିବା ଆରମ୍ଭ ହୋଇ ଯିବ।ଏହା ସହିତ ଏହାକୁ ପ୍ରସ୍ତୁତ କରିବା ବହୁତ ସରଳ ଅଟେ।ଏହା ସହିତ ଏହା ସମ୍ପୂର୍ଣ୍ଣ ଭାବରେ ଏକ ଘରୋଇ ଉପଚାର ଅଟେ ଯାହାର କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଆପଣ କିଛି ଦିନ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ପାଇବେ।

Leave a Reply

Your email address will not be published. Required fields are marked *