ସଂସାରର ସବୁ ସୁଖ ମିଳିବ ପାଇଁ ଆଜି ନିଜ ଘରେ ଏହି ୩ଟି ଫଟୋ Lagei ଦିଅନ୍ତୁ,ତାପରେ ଦେଖନ୍ତୁ ଚମତ୍କାର…

Spread the love

ଅନେକ ଲୋକଙ୍କ ଘରେ ବାସ୍ତୁ ଦୋଷ ଦେଖା ଯାଇଥାଏ।ତେବେ ଏହି ଦୋଷ ସାଧାରଣ ଭାବରେ ବିଭିନ୍ନ କାରଣ ପ୍ରଭାବରେ ଦେଖା ଯାଇ ଥାଏ।ଏହା ବ୍ୟତୀତ ଏହାର ନିରାକାର ପାଇଁ ଅନେକ ପ୍ରକାରର ପ୍ରୟାସ ମଧ୍ୟ ଅନେକ ଲୋକ କରି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଏପରି କିଛି ଉପାୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ ଆପଣ ନିଜର ଘରେ ଲଗାଇବା ଫଳରେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ।

ତେବେ ପ୍ରଥମେ ହେଉଛି ଭଗବାନ ଶ୍ରୀଗଣେଶଙ୍କ ଫଟୋ।ତେବେ ଆପଣ ଭଗବାନ ଶ୍ରୀଗଣେଶଙ୍କ ଫଟୋ ଆଣି ଏହାକୁ ନିଜର ଘରର ମୁଖ୍ୟ ଦ୍ଵାରରେ ଟଙ୍ଗାଇ ଦିଅନ୍ତୁ।ଏପରି କରିବା ଫଳରେ ଆପଣଙ୍କ ଘର ଉପରେ କୌଣସି ପ୍ରକାରର ଖରାପ ପ୍ରଭାବ ପଡ଼ିବ ନାହିଁ।କିଛି କୋପ ଦୃଷ୍ଟି ପଡିବନି।

ବିଶେଷ ଭାବରେ ଆପଣ ଯଦି ବାହାରକୁ କୌଣସି କାମରେ ଯାଇ ଥାଆନ୍ତି ସେହି ସମୟରେ ଏହି ଫଟୋ ପାଖରେ ପ୍ରଣାମ କରି ଯିବା ଫଳରେ ଆପଣଙ୍କ କୌଣସି ସନଦ୍ୟା ରହିବ ନାହିଁ।ଏହା ସହିତ ଆପଣ ଯେଉଁ କାର୍ଯ୍ୟ କରିବା ପାଇଁ ନିଜର ଘରୁ ବାହାରି ଯାଇ ଥିବେ ସେହି କାର୍ଯ୍ୟ ନିଶ୍ଚୟ ଭାବରେ ପୂର୍ଣ୍ଣ ହେବ।

ଏହା ବ୍ୟତୀତ ଆପଣ ନିଜର ଘରର ମୁଖ୍ୟ ଦ୍ଵାରର ପଛ ପଟେ ମାନେ ଆପଣଙ୍କର ଘରର ଭିତର ପଟରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଭକ୍ତ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇ ଦିଅନ୍ତୁ।ଏହା କରିବା ଫଳରେ ଆପଣଙ୍କ ଘର ମଧ୍ୟକୁ କୌଣସି ପ୍ରକାରର ନକରାତ୍ମକ ଉର୍ଜା ପ୍ରବେଶ କରି ପାରିବ ନାହିଁ।

ଏହା ବ୍ୟତୀତ ଏପରି କରିବା ଫଳରେ ଆପଣଙ୍କ ଘର ଉପରେ ଅନେକ ଭଲ ପ୍ରଭାବ ମଧ୍ୟ ପଡ଼ିଥାଏ।ତେଣୁ ଆପଣ ଏହାକୁ ନିଜର ଘର ଭିତରେ ମୁଖ୍ୟ ଦ୍ୱାରର ପଛ ପଟେ ଲଗାଇ ରଖିବା ଆବଶ୍ୟକ ଅଟେ।ଏହା ବ୍ୟତୀତ ଆପଣ ନିଜର ଘରର ଡାଇନିଂ ରେ ଆପଣ ଖେଳୁ ଥିବା ମାଛର ଫଟୋ ଲଗାଇ ରଖନ୍ତୁ

ଏହା ଏକ ମାଛ ହେଲେ ଚଳିବ କିମ୍ବା ଦୁଇଟି ମାଛ ହେଲେ ମଧ୍ୟ ଚଳିବ।ଏହାକୁ ଆପଣ ନିଜର ଘରେ ଲଗାଇ ରଖିବା ଫଳରେ ଆପଣଙ୍କ ଘରେ କୌଣସି ପ୍ରକାରର ସମସ୍ୟା ଦେଖା ଯିବ ନାହିଁ।ଏହା ବ୍ୟତୀତ ଏହା ଆପଣଙ୍କ ପାଇଁ ଅନେକ ଭାବରେ ଶୁଭ ସମାଚାର ମଧ୍ୟ ନେଇ ଆସିବ।ଆପଣଙ୍କ ଘରେ ଯଦି

କୌଣସି ସମସ୍ୟା ଲାଗି ରହିଥାଏ ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ। ଘରେ ଭଗବାନଙ୍କ ପୂଜା ଅର୍ଚ୍ଚନା କର, ତାଙ୍କ ନାମ ଜପ କର ଖୁସିରେ ରହିବେ ।

Leave a Reply

Your email address will not be published. Required fields are marked *