ଘରେ ମୂଷା (Mouse) ରହିବା ଶୁଭ ନା ଅଶୁଭ ସଂକେତ ଦେଇଥାଏ,ଏହି ସଂକେତ ନ ଜାଣିଲେ ପରେ ଅସୁବିଧା ରେ ପଡିବେ ଆପଣ…

Spread the love

ସାଧାରଣ ଭାବରେ ମୂଷା ଘରେ ରହିବା ଫଳରେ ଲୋକମାନଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଏହା ସହିତ ମୂଷା ମାନଙ୍କ କାରଣରୁ ଆପଣଙ୍କର ଅନେକ ଜିନିଷ ନଷ୍ଟ ମଧ୍ୟ ହୋଇ ଯାଇଥାଏ।ତେବେ ଆମେ ବର୍ତ୍ତମାନ ଏହି ମୂଷା ମାନଙ୍କ ସହିତ ଜଡିତ କିଛି କଥା ସମ୍ପର୍କରେ ଆଲୋଚନା କରିବା।ଏହା ସହିତ ମୂଷା ମାନେ ଘରେ ରହିବା ଫଳରେ କଣ ଅସୁବିଧା ହୋଇଥାଏ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।

ଏହା ସହିତ ମୂଷା ଘରେ ରହିବା ଫଳରେ ବିଶେଷ ଭାବରେ ଖାଦ୍ୟ ଦ୍ରବ୍ୟ ନଷ୍ଟ ହୋଇଥାଏ।ତେବେ ଆପଣ ଯଦି ଏପରି ଭାବରେ ମୂଷା ମାନଙ୍କ କାରଣରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ସେମାନଙ୍କ ସମ୍ପର୍କରେ କିଛି କଥା ଜାଣି ରଖିବା ଆବଶ୍ୟକ।ତେବେ ମୂଷା ଘରେ ରହିବା ଫଳରେ ଅନେକ ପ୍ରକାରର ସମସ୍ୟା ଦେଖା ଯାଇଥାଏ।

ଯେପରିକି ଏପରି କୁହା ଯାଇଥାଏ କି ଯଦି ଆପଣଙ୍କ ଘରେ ମୂଷା ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀ ନଷ୍ଟ କରି ଚାଲିଛି ତେବେ ଆପଣ ସତର୍କ ରହିବା ଆବଶ୍ୟକ।ଏହା ସହିତ ଆପଣ ଏହା ଜାଣିବା ଆବଶ୍ୟକ କି ଏପରି ହେବା ଫଳରେ ଆପଣଙ୍କ ପରିବାର ଲୋକଙ୍କ ଉପରେ ବିପଦ ଆସିବାର ମଧ୍ୟ ସମ୍ଭାବନା ରହିଛି।

ତେଣୁ ଆପଣ ସତର୍କ ରହିବା ଆବଶ୍ୟକ।ଏହା ସହିତ ଆପଣଙ୍କ ଘରେ ଯଦି ମୂଷା କାଠ ଜିନିଷ କାଟିବା ଆରମ୍ଭ କରି ଦେଇଥାଏ ତେବେ ଆପଣ ଏହା ଜାଣିବା ଆବଶ୍ୟକ କି ଆପଣଙ୍କ ଜୀବନରେ ଆଗାମୀ ସମୟରେ ଅନେକ କିଛି ପରିବର୍ତ୍ତନ ଆସିବାକୁ ଯାଉଛି।ବିଶେଷ ଭାବରେ ଆପଣଙ୍କ ଉପରେ କିଛି ବିପଦ ଆସିବାର ଅନେକ ସମ୍ଭାବନା ରହିଛି।

ଏହା ସହିତ ଆପଣ ସତର୍କ ରହିବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ଯଦି ଆପଣଙ୍କ ଘରେ କୌଣସି ଛୋଟ ପିଲାର ଦାନ୍ତ ଭାଙ୍ଗିବା ପରେ ଏହାକୁ ମୂଷା ନେଇ ଯାଇଥାଏ ତେବେ ଆପଣ ଏହା ଜାଣିବା ଆବଶ୍ୟକ କି ଆପଣଙ୍କ ସେହି ପିଲାର ଦାନ୍ତ ବହୁତ ଅଧିକ ଶକ୍ତ ହେବାକୁ ଯାଉଛି।ଏହା ସହିତ ସେହି ପିଲାର ଦାନ୍ତ ମୂଷା ନେବା ଫଳରେ ସେହି ପିଲାର ଦାନ୍ତ ବହୁତ ଶକ୍ତ ମଧ୍ୟ ହୋଇଥାଏ।

ତେବେ ମୂଷା ବ୍ୟତୀତ ପିମ୍ପୁଡ଼ି ମଧ୍ୟ ଅନେକ କଥାର ସୂଚନା ଦେଇ ଥାଏ।ଏହା ସହିତ ଯଦି ଆପଣଙ୍କ ଘରକୁ କଳା ପୁମ୍ପୁଡ଼ି ଆସିଥାଏ ତେବେ ଆପଣ ଏହା ଜାଣିବା ଆବଶ୍ୟକ କି ଆପଣଙ୍କ ଘରକୁ ଅନେକ ଶୁଭ ସମୟ ଆସିବାକୁ ଯାଉଛି ଏହା ସହିତ ଏହା କଳା ପିମ୍ପୁଡ଼ି ଠାରୁ ଆମକୁ ଜୀବନରେ ଅନେକ କିଛି ଶିକ୍ଷା କରିବାକୁ ମଧ୍ୟ ମିଳିଥାଏ।

ତେବେ ଜୀବନରେ ଯଦି ଆପଣ ସଫଳ ହେବାକୁ ଚାହୁଁଛନ୍ତି ତେବେ ଏହା ଠାରୁ ଶିକ୍ଷା କରିବା ଆବଶ୍ୟକ କି କିପରି ଭାବରେ ପରିଶ୍ରମ କରିବା।ଏହା ସହିତ ଯଦି ଆପଣଙ୍କ ଘରକୁ ନାଲି ପିମ୍ପୁଡ଼ି ଆସିଥାଏ ତେବେ ଏହା ଆପଣଙ୍କ ପାଇଁ କିଛି ଖରାପ ହେବାର ସୂଚନା ଦେଇଥାଏ।

Leave a Reply

Your email address will not be published. Required fields are marked *