Salepur ଗାଁ ରେ ଏପରି ଜାଗାରେ ଲୁଚିକି ରହିଥିଲା ଭୟାନକ Attacking ଗୋଖର ସାପ,ଦେଖିବା ପରେ ଗାଁ ଲୋକ ହେଇଗଲେ ଛାନିଆ,ତୁରନ୍ତ କରିଦେଲେ ଏହି କାମ ଦେଖନ୍ତୁ ଭିଡ଼ିଓ

Spread the love

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଏକ ନାଗ ସାପ ଉଦ୍ଧାର କରାଯାଇଛି।ତେବେ ଏହି ସାପଟି ଏକ ବିରାଟ ଗଛର ଗଣ୍ଡି ମଧ୍ୟରେ ଲୁଚି ରହିଥିଲା।ତେବେ ସେହି ସ୍ଥାନରେ କିଛି ଲୋକ ଏହାକୁ ଦେଖିବା ପରେ ପ୍ରଥମେ ସେମାନେ ଏହାକୁ ଘଉଡ଼ାଇବା ପାଇଁ ପ୍ରୟାସ କରିଥାଏ।କିନ୍ତୁ ସେହି ସାପଟି ଅଧିକ ବିଷାକ୍ତ ଥିବାରୁ ସେ ସେହି ଲୋକମାନଙ୍କ ଉପରେ ପାଲଟା ଆକ୍ରମଣ କରିଦେଲା।

ଏହା ଦେଖିବା ପରେ ସେଠାରେ ଥିବା ଲୋକମାନେ ଭୟଭୀତ ହୋଇ ଯାଇଥିଲେ।ଏହା ଦେଖିବା ପରେ ସେମାନେ ଏହା ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ।ତେବେ ବନ ବିଭାଗର କର୍ମଚାରୀ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ସେମାନେ ତୁରନ୍ତ ଆସି ସେହି ସ୍ଥାନରେ ପହଞ୍ଚି ଯାଇଥିଲେ।

ଏହାପରେ ସେମାନେ ସେହି ସାପକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।ତେବେ ସେହି ସାପଟି ଏକ ଗଛର ଚେର ଭିତରେ ଛନ୍ଦି ହୋଇ ରହି ଥିବାରୁ ତାକୁ ବାହାର କରିବା ପାଇଁ ସେହି ବନ ବିଭାଗର କର୍ମଚାରୀ ମାନଙ୍କୁ ସେହି ସାପକୁ ବାହାର କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା।ଏହାପରେ ସେମାନେ ସେହି ସାପକୁ ଧରିବା ପାଇଁ ଅନେକ ପ୍ରୟାସ କରିଥିଲେ।

ତେବେ କିଛି ସମୟ ପରେ ସେମାନେ ସେହି ସାପକୁ ଧରିବାରେ ସଫଳ ହୋଇଥିଲେ।ଏହା ସହିତ ସେହି ସାପ ସେଠାରେ ଅନେକ ସମୟ ପର୍ଯ୍ୟନ୍ତ ସେଠାରେ ଲୋକମାନଙ୍କୁ ହଇରାଣ କରିଥିଲା।ଏହା ସହିତ ସେହି ସାପକୁ ଦେଖିବା ପାଇଁ ସେଠାରେ ଅନେକ ଲୋକ ଜମା ହୋଇ ଯାଇଥିଲେ।ତେବେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରିବା ପରେ ତାକୁ ନେଇ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ିଦେବେ ବୋଲି କହିଥିଲେ।

ଏହା ସହିତ ସେମାନେ ସେହି ସାପକୁ ଏକ ଅଖା ଭିତରେ ପୁରାଇ ସେହି ସ୍ଥାନରୁ ନେଇ ଯାଇଥିଲେ।ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ ସେହି ସାପ ଏକ ବହୁତ ବିଷାକ୍ତ ପ୍ରଜାତିର ସାପ।ଯାହା ଯଦି କୌଣସି ବ୍ୟକ୍ତିଙ୍କୁ କାମୁଡି ଦେଇ ଥାଆନ୍ତା ତେବେ ଏହି ବ୍ୟକ୍ତିର ମୃତ୍ୟୁ କିଛି ସମୟ ମଧ୍ୟରେ ହୋଇ ଯାଇଥାନ୍ତା ବୋଲି କହିଥିଲେ ବନ ବିଭାଗର କର୍ମଚାରୀ।

ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ ଯଦି ଏହି ସାପ କାମୁଡି ଦେଇଥାଏ ତେବେ ତୁରନ୍ତ ଚିକିତ୍ସା କରିବା ପାଇଁ ଚିକିତ୍ସାଳୟ ନେଇ ଯିବା ଆବଶ୍ୟକ।ଏହା ସହିତ ଅନେକ ଲୋକ ଏପରି ନ କରି ଅନ୍ଧବିଶ୍ୱାସର ଶିକାର ହୋଇ ମୃତ୍ୟୁ ବରଣ କରିଥାନ୍ତି।ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ

ଏହି ସାପ ମାନଙ୍କୁ ଦେଖିବା ପରେ ଅନେକ ଲୋକ ସେମାନଙ୍କୁ ମାରି ଦେଇଥାନ୍ତି ଯାହା ଫଳରେ ସେମାନଙ୍କ ସଂଖ୍ୟା ବର୍ତ୍ତମାନ ଧୀରେ ଧୀରେ କମିବାରେ ଲାଗିଚି।ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ ଏହି ସାପ ମାନଙ୍କୁ ଦେଖିବା ପରେ ସେମାନଙ୍କୁ ନ ମାରି ତୁରନ୍ତ ବନ ବିଭାଗକୁ ଖବର ଦେବା ଫଳରେ ସେମାନେ ଆସି ସେହି ସାପ ମାନଙ୍କୁ ସେହି ସ୍ଥାନରୁ ନେଇ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ିଦେବେ।ଏହା ସହିତ ବନ ବିଭାଗର କର୍ମଚାରୀ ସେହି ଲୋକମାନେ ଏହି ସାପ ବିଷୟରେ ଖବର ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *