ଗୋଲାପ (Rose) ଜଳ ଓ ଅତରରେ ଗାଧୋଉଥିଲେ ବାବୁ ନିରଞ୍ଜନ,ଏହାର ଅସଲ କାରଣ ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ କ୍ୟାମେରାମ୍ୟାନ ମାନସଙ୍କ ହତ୍ୟା ଘଟଣା ବିଷୟରେ ନିହାତି ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହି ଘଟଣା ସାରା ଓଡ଼ିଶାରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ଯେଉଁଠାରେ ଆପଣ ଦେଖିବେ ଏହି କଥାର ଚର୍ଚ୍ଚା।ତେବେ ବାସ୍ତବରେ କ୍ୟାମେରା ମ୍ୟାନ ମାନସଙ୍କ ମୃତ୍ୟୁ ଏକ ବହୁତ ବଡ଼ ଦୁଃଖର ବିଷୟ ଥିଲା।ତେବେ ଏହାକୁ ନେଇ ତାଙ୍କ ପରିବାର ମଧ୍ୟ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲା ଓ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗିପଡିଥିଲେ।ଏବେ ମଧ୍ୟ ତାଙ୍କ ପରିବାର ମାନସଙ୍କୁ ଝୁରୁଛି।

ତେବେ ଆଜି ଆମେ ଏହି ଘଟଣା ସମ୍ପର୍କରେ କିଛି ବିଶେଷ ତଥ୍ୟ ଜାଣିବା।ସରକାରୀ ଚାକିରିରୁ ଅବସର ନେଇଥିଲେ ବାବୁ ନିରଞ୍ଜନ।ଯେଉଁ ସମୟରେ ନିରଞ୍ଜନ ନିଜ ପରିବାର ସହିତ ସମୟ କାଟିବା କଥା ଓ ନିଜ ପରିବାର ସହିତ ତୀର୍ଥ ଯାତ୍ରା କରିବା କଥା ସେହି ସମୟରେ ବାବୁ ନିରଞ୍ଜନଙ୍କ ନିଶା ଥିଲା ଟିକେ ଅଲଗା।

ତାଙ୍କ ନିଶା ଥିଲା କବିତା ଲେଖିବା ଆଉ ସିନେମା କରିବା।ଯେଉଁଥିପାଇଁ ସେ ଅନେକ ପରିସା ମଧ୍ୟ ସାରିଥିଲା।ସବୁଠାରୁ ବଡ଼ କଥା ବାବୁ ନିରଞ୍ଜନ ଟିକେ ରସିକିଆ ଥିଲେ।ଏହି ଯେମିତି ସୁଟିଙ୍ଗକୁ ଯିବା ପୂର୍ବରୁ ଗୋଲାପ ଜଳରେ ଗାଧୋଉଥିଲେ ବାବୁ ନିରଞ୍ଜନ ଓ ଏହାପରେ ଦେହସାରା ଅତର ବୋଳି ହୋଇ ବାବୁ ବାହାରିଥିଲେ ସିନେମା ସୁଟିଙ୍ଗ ପାଇଁ।

ସୁଟିଙ୍ଗ ସେଟରେ ମହ ମହ ହୋଇ ବାସୁଥିଲେ ବାବୁ ନିରଞ୍ଜନ କାହିଁକି ନା ସେ ଜାଣିଥିଲେ ତାଙ୍କର ଆଜି ରେପ ସିନ ଅଛି ବୋଲି।ସେଥିପାଇଁ ବାବୁ ନିରଞ୍ଜନ ସୁଟିଙ୍ଗକୁ ଯିବା ପୂର୍ବରୁ ଗୋଲାପ ଜଳ ଲଗାଇ ଯାଉଥିବା କଥା ଏବେ ଚାରିଆଡେ ଚର୍ଚ୍ଚା।ବାବୁ ନିରଞ୍ଜନ କୌଣସି ପ୍ରକାର ନିଜର ହିରୋଇନକୁ ଅନୁଭବ କରିବାକୁ ଦେଉ ନଥିଲେ

ଯେ ତାଙ୍କ ବୟସ ଗଡିଯାଇଛି।ସେ ଆଜି ବି ଯବାନ ସେ ଆଜି ବି ତାଙ୍କ ହିରୋଇନ ପାଇଁ ହିରୋ ହୋଇ ଭିଲିଆନ ସାଙ୍ଗରେ ଲଢ଼ି ପାରିବେ।ଆଉ ଯେତେବେଳେ ସେ ରେପ ସିନ କରିବେ ଆଉ ଝାଳୁଆ ଝାଳୁଆ ଗନ୍ଧେଇବେ ନାହିଁ ବାବୁ ନିରଞ୍ଜନ।ଓ କ୍ୟାମେରା ସାମ୍ନାକୁ ଯିବା ପୂର୍ବରୁ ଏହି ସବୁ ଦିଗପାଇଁ ଯଥେଷ୍ଟ ଯତ୍ନବାନ ଥିଲେ ବାବୁ ନିରଞ୍ଜନ।

Leave a Reply

Your email address will not be published. Required fields are marked *