JIO ଦେଲା ସବୁଠୁ ବଡ ଖୁସି ଖବର,ଅଗଷ୍ଟ ୧୫ ରୁ ଏକ ବର୍ଷ ଯାଏଁ ରିଚାର୍ଜ ଫ୍ରି,ଜିଓ ସିମ ଥିଲେ କେବଳ ଏହି କାମ କରିବା ପାଇଁ ପଡିବ..

Spread the love

ନିଜ ବ୍ୟବହାର କାରୀଙ୍କୁ ମିଳିବ ଆଶ୍ୱସ୍ତି,କମ୍ପାନୀ ଆଣୁଛି ନୂଆ ରିଚାର୍ଜ ପ୍ଲାନ ଅଫର।ବର୍ଷେ ଯାଏଁ କରିବାକୁ ପଡିବନି ରିଚାର୍ଜ।ଟେଲି କମ୍ପାନୀ ଗୁଡ଼ିଏ ଅନେକ ସମୟରେ ଅନେକ ପ୍ରକାର ରିଚାର୍ଜ ଅଫର ନେଇ ଆସିଥାନ୍ତି,ଆଉ ଏହି ଅଫର ମାସିକ ଅଫର ଠାରୁ ଆରମ୍ଭ କରି ବାର୍ଷିକ ଅଫର ଯାଏ ସୀମିତ ରହିଥାଏ।ଯଦି ଆପଣ ବାରମ୍ବାର ରିଚାର୍ଜ କରି ବିରକ୍ତ ହେଇ ସାରିଲେଣି

କିମ୍ବା ରିଚାର୍ଜ କରିବା ପାଇଁ ଆପଣଙ୍କର ସବୁ ମାସରେ ଅଧିକ ପଇସା ଦେବାକୁ ପଡିଥାଏ ତେବେ ଆପଣ ଏହି ବାର୍ଷିକ ପ୍ଲାନକୁ ଆପଣେଇ ନିଅନ୍ତୁ।ଦର୍ଶକ ବନ୍ଧୁ ଜିଓ ପକ୍ଷରୁ ଆପଣଙ୍କ ପାଇଁ ୩ ଟି ବାର୍ଷିକ ଅଫର ମିଳୁଛି ଆପଣ ଏହି ୩ ଟି ମଧ୍ୟରୁ କୋଣସି ଅଫରକୁ ଆପଣେଇ ପାରିବେ।ଏଥିରୁ ୨ ତିବୋଲାନର ବୈଧତା

୩୬୫ ଦିନ ରହିଥିବାବେଳେ ଆଉ ଏକ ପ୍ଲାନ ର ବୈଧତା ୩୩୬ ଦିନ ରହିଛି।ଏହି ୩ ଟି ପ୍ଲାନର ଦର ଦାମ ରେ ବେସ ତାଳତମ ରହି ନାହିଁ ମାତ୍ର,ସୁବିଧାରେ କିଛି ପରିମାଣରେ ତାଳତମ ରହିଛି।ଦର୍ଶକ ବନ୍ଧୁ ଜିଓ ତାଲିକାରେ ସର୍ବ ପ୍ରଥମେ ଆପଣକୁ ନଜର ଆସିବ ୨୫୪୫ ଟଙ୍କାର ଯୋଜନା।ଏହି ୨୫୪୫ ଟଙ୍କାର

ଯୋଜନାରେ ଆପଣକୁ ୩୩୬ ଦିନ ବୈଧତା ମିଳିବ।ଆଉ ଏଥିରେ ଦୈନିକ ୧.୫ ଜିବି ଡାଟା ମିଳିବ।ସେହିପରି ଅନେକ ପ୍ଲାନ ରହିଛି ୨୮୭୯ ଟଙ୍କାରେ,ଏହି ପ୍ଲାନର ବୈଧତା ୩୬୫ ଦିନ ରହିଥିବା ବେଳେ ଦିନକୁ ୨ ଜିବି ଡାଟା ମିଳିବ।ସବୁଠାରୁ ଶେଷରେ ରହିଥିବା ପ୍ଲାନଟିର ଦର ୨୯୯୯ ଟଙ୍କା ରହିଥିବା ବେଳେ

ଦିନକୁ ୨.୫ ଜିବି ଡାଟା ମିଳିବ।ଦର୍ଶକ ବନ୍ଧୁ ସମସ୍ତ ପ୍ଲାନ ରେ ଆପଣକୁ ୧୦୦ ଏସ.ଏମ.ଏସ ମାଗଣାରେ ମିଳିବ।ତୃତୀୟ ପ୍ଲାନ ରେ ଆପଣକୁ ଡିଜନି+ ହୋଟଷ୍ଟାରରେ ସବସ୍କ୍ରିପ୍ସନ ମଧ୍ୟ ମିଳିବ।ସ୍ୱାଧୀନତା ଦିବସ ଅବସରରେ ଏହି ଦମଦାର ଅଫର ସାରା ଓଡ଼ିଶା ବାସୀଙ୍କ ପାଇଁ ଉପଲବ୍ଧ କରା ଯାଇଅଛି।

ଦେଶର ରହୁଥିବା ସମସ୍ତ ନାଗରିକ ଏହି ସେବାର ମଜା ନେଇ ପାରିବେ।ତେବେ ଅଗଷ୍ଟ ୧୫ ରେ ଆମ ପ୍ରିୟ ଭାରତର ସ୍ବାଧୀନତା ଦିବସ।ଏହା ଆମ ପାଇଁ ଏକ ବିଶେଷ ଦିନ ଅଟେ।ଅନେକ ସଂଘର୍ଷ କେତେ କ୍ରାନ୍ତିକାରୀଙ୍କ ତ୍ୟାଗ ବଳରେ ଏହି ସ୍ବାଧୀନତା ଆମେ ପାଇଥିଲେ।ସ୍ବାଧୀନତା ମାନବର ଜନ୍ମଗତ ଅଧିକାର,ଭଗବାନଙ୍କ ଦୟା, ଲଢ଼ୁଆ ବୀର ଯବାନ, କିଷାନ ଭାଇ ଓ ଭଉଣୀ ମାନେ,ବିଶିଷ୍ଟ କ୍ରାନ୍ତିକାରୀଙ୍କ ଅବଦାନ ବଳରେ ଆମ ଦେଶ ଉନ୍ନତି ପଥରେ ଆଗେଇ ଚାଲୁଛି ।

Leave a Reply

Your email address will not be published. Required fields are marked *