ମୁଁ କାଳେ 10,000ଟଙ୍କା ଲେଖାଏଁ ନିଏ ଓ ତାଙ୍କ ସହ ୨୪ ଥର ଶୋଇଛି,ହିରୋଇନ କହିଲେ ଏଭଳି କଥା ଯେ…

Spread the love

ଦେଖନ୍ତୁ ମୁଁ ପରଦା ସାମ୍ନାରେ ଅଭିନୟ କରି ପାରେ। ମୁଁ ଗୋଟିଏ ଝିଅ ମତେ ସମାଜରେ ଟିକିଏ ଇଜ୍ଜତ ଦରକାର। ମତେ ସେ ଡାଇରେକ୍ଟ କହିଲେ ମୋର ବାହାଘର କରେଇ ଦେବେ ନାହିଁ ବୋଲି।ମିଛରେ ଗୋଟିଏ ଥର ଶୋଇବା କଥା ଏହି କଥାକୁ ନେଇ ସେ କହିଛନ୍ତି ତୁ ମୋ ସହ ଶହେ ଥର ଶୋଇଛୁ।

ଆଉ ଗୋଟିଏ ଜାଗାରେ କହିଛନ୍ତି ମୁଁ ତାଙ୍କ ନାମ ନେଇ ପାରିବି ନାହିଁ। ସେ ତ ଡାଇରେକ୍ଟ କହିଲା ଆପଣ ଏହା ବୁଝି ପାରୁ ଥିବେ। ଆଉ ଆପଣଙ୍କୁ ତା ବିଷୟରେ କଣ କହିବି। ସେ ମୋ ପରିଚୟ ବହୁତ ଭଲ ଭାବେ ଦେଲେ। ତାଙ୍କ ବିଷୟରେ ମୁଁ କହୁ ନାହିଁ କଣ କଲେ କଣ ନାହିଁ।ଏତେ ସେ ଯେଉଁ ପଇସା ଖର୍ଚ୍ଚ କଲେ

ଏହା ଭିତରେ ସେ ମତେ ବ୍ରେସଲେଟ ଦେଲେ ଫୋନ ଦେଲେ କଣ କଣ କହିଲେ ସାର ସବୁ ଭିତରେ ଶୁଣିଲେ। ସେ ଆପଣଙ୍କୁ ଦେଖି ୧୦ଟା କଥା କହୁଛନ୍ତି।କେତେବେଳେ କହୁଛନ୍ତି ୨ ଲକ୍ଷ କେତେବେଳେ ପୁଣି ୪ ଲକ୍ଷ। ଏ ସବୁ କଣ। ମୋ ପାଖରେ ମେସେଜ ଅଛି ଅଲଗା ଅଲଗା କଳାକାରଙ୍କ।

ସେ ମତେ ବହୁତ ମାନସିକ ନି- ର୍ଯା- ତ- ନା ଦେଇଛି। ଏମିତି କିଛି ସେ ଝିଅ କହିଥିଲେ।

Leave a Reply

Your email address will not be published. Required fields are marked *