୪୨୦ ବର ପିଲା,Balangir ବାହାଘର ରେ ୧୫୦ ବରଯାତ୍ରୀ ଆସିବା ପାଇଁ କହିଥିଲେ ହେଲେ ଆସିଲେ ୪ ଜଣ ଆଉ ଯେବେ ଅସଲ ସତ ଜଣ ପଡିଲା ଲୋକ ହେଇଗଲେ ତାଯୁବ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ବର୍ତ୍ତମାନ ସମୟରେ ଏକ ବିଶେଷ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିବା ଦ୍ୱାରା ଆପଣ ପ୍ରବଳ ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣ ଏହି ଘଟଣା ସମ୍ପର୍କରେ ଯାହାକୁ କହିବେ ସେ ମଧ୍ୟ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବ।

ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ସମ୍ପୂର୍ଣ୍ଣ ଘଟଣାଟି।ବାହାଘର କହିଲେ ସାଜସଜା ଜୋର ଏବଂ ଭୋଜିଭାତ ମଧ୍ୟ ସେହି ଭଳି ହୋଇଥାଏ।ଏପଟେ ବନ୍ଧୁବାନ୍ଧବଙ୍କ ସହିତ ସାହି ପଡୋଶୀଙ୍କ ଭିଡ଼ରେ କୋଳାହଳ ନେଇ ଘଟୁଛି ଘରର ପରିବେଶ।ବର ପକ୍ଷ ଆସିଲେ ବିବାହ ସମ୍ପର୍ଣ୍ଣ ହେବ।ଯେମିତି ସେମାନଙ୍କ ଚର୍ଚ୍ଚାରେ କିଛି କମ ନରୁହେ

ସେଥିପାଇଁ ଝିଅ ଘର ପୁରା ପ୍ରସ୍ତୁତ।ଖାଲି ଅପେକ୍ଷା ବର ପାଇଁ।ସମୟ ଗଡି ଚାଲିଲା କିନ୍ତୁ ବର ପକ୍ଷଙ୍କ ଦେଖା ମିଳିଲା ନାହିଁ।ଦେଢ଼ସହ ବରଯାତ୍ରୀ ଆସିବେ କହି ଅବିଳମ୍ବେ ଗୋଟିଏ ଗାଡ଼ିରେ ପହଁଚିଲେ ଖାଲି ବର ସହିତ ମାର୍କଣ୍ଡି ଏବଂ ଦୁଇ ଚାରିଜଣ ବାଜା ବାଲା।ବରର ଏଭଳି କାରନାମା ଦେଖି ସନ୍ଧେହ କରିଥିଲେ ପରିବାର ଲୋକେ।

ଏହା ଫଳରେ ବାହାଘର ନକରି ବରକୁ ଅଟକ ରଖିବା ସହିତ ପଚରା ଉଚରା କରୁଥିଲେ।ତେବେ ଜଣେ ମହିଳା କହିଥିଲେ ସେମାନେ ଆମକୁ କହିଥିଲେ ଯେ ମୁଁ ଚାକିରୀ କରିଛି ହେଡ ମାଷ୍ଟର ଅଛି ଏବଂ ମୁଁ ଏକ ଭଲ ପିଲା।ଆଉ ମୁଁ କିପରି ସାମାନ ଦେବୀ ଆମର ତ ଏବେ ଚାଲିଛି ସବୁ।ପଇସା ଦେବ ଏବଂ ଯାହା ମାଗିବ ତାହା ଦେବ ବୋଲି କହିଲା।

ଦୁଇଶହ ଲୋକ ଆସିବେ ବୋଲି କହିଥିଲେ କିନ୍ତୁ ମାତ୍ର ଦଶ ବାର ଜଣ ଲୋକ ଆସିଥିଲେ।ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଏକ ଗ୍ରାମରେ।ଏହି ଗ୍ରାମର ଚନ୍ଦନ ସାହୁଙ୍କ ଝିଅଙ୍କ ଗତ କାଲି ବାହାଘର ଥିଲା।ବର ପକ୍ଷରୁ ଦେଢ଼ଶହ ବରଯାତ୍ରୀ ଆସିବା କୁହାଯାଇଥିବା ବେଳେ ଗୋଟିଏ ଗାଡ଼ିରେ କିଛି ଲୋକ ଆସିବାରୁ କନ୍ୟା ପକ୍ଷ ସନ୍ଦେହ କରି ବରକୁ ଅଟକ କରିଥିଲେ।ଏନେଇ ଗାଁରେ ଉତେଜନା ପ୍ରକାଶ ପାଇଥିଲା ଫଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ବରଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *