ପାଖେଇ ଆସୁଛି ବାତ୍ୟା ଆସାନି,ପ୍ରଭାବ ରେ ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା,Calculate କଲେ ପାଣିପାଗ ବିଭାଗ…ଦେଖନ୍ତୁ Video

Spread the love

ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ବାତ୍ୟାର ରୂପ ନେଉଛି।ଏହା ସହିତ ଏହା ବର୍ତ୍ତମାନ ବାତ୍ୟାର ରୂପ ନେବାର ମଧ୍ୟ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।ଏହା ସହିତ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବାତ୍ୟା ବର୍ତ୍ତମାନ ଧିରେ ଧିରେ ସକ୍ରିୟ ହେବା ଆରମ୍ଭ କରିଛି।ଏହା ସହିତ ଏହା ପ୍ରଭାବରେ ବର୍ତ୍ତମାନ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଅଳ୍ପ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।

ତେବେ ଏହି ବାତ୍ୟା ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳର ମଧ୍ୟ ବର୍ଷା ହେବାର ଅନେକ ଭାବରେ ସମ୍ଭାବନା ରହିଛି।ଏହା ସହିତ ବାତ୍ୟା ହେବା ସହିତ ଏହି ଅଞ୍ଚଳରେ କିଛି ପବନର ବେଗ ମଧ୍ୟ ବଢିବାର ସମ୍ଭାବନା ରହିଛି।ତେଣୁ ଲୋକମାନଙ୍କୁ ସତର୍କ ରହିବା ପାଇଁ ମଧ୍ୟ କୁହା ଯାଇଛି।ଏହା ସହିତ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ଓଡ଼ିଶା ଉପରେ ଅଧିକ ପ୍ରଭାବ ପକାଇବ ନାହିଁ।

ତେଣୁ ଲୋକମାନଙ୍କୁ ଅଧିକ ଭୟଭୀତ ହେବାର କୌଣସି ମଧ୍ୟ କାରଣ ନାହିଁ।ଏହା ସହିତ ଏହା କେବଳ ଉପକୂଳ ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା କରିବାର ସମ୍ଭାବନା ରହିଛି ଏହା ସହିତ ଆଭ୍ୟନ୍ତରୀଣ ଓଡିଶାରେ ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।

ଏହା ସହିତ ଏହା ଓଡ଼ିଶା ଆଡ଼କୁ ବର୍ତ୍ତମାନ ଯାଏ ମଧ୍ୟ ଆସୁ ନାହିଁ ବୋଲି ମଧ୍ୟ କୁହା ଯାଇଛି।ଏହା ସହିତ ଏହି ବାତ୍ୟା ବାଂଲାଦେଶ ଓ ମିଆଁମାର ଉପକୂଳ ଆଡକୁ ଯାଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇ ଥିଲା।ଯାହା ଫଳରେ ଅଧିକ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପାଣିପାଗ ବିଭାଗ କହିଛି

ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆ ଯାଇଥିଲା କି ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ।ଏହା ସହିତ ଯେଉଁ ମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବା ପାଇଁ କୁହାଯାଇଛି।ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବାତ୍ୟାର ନାମ ଆସାନୀ ରଖା ଯାଇଛି।

ଏହା ସହିତ ଏହା ଅଧିକ ପ୍ରଭାବଶାଳୀ ମଧ୍ୟ ନୁହେଁ।ତେବେ ଏହା ଓଡ଼ିଶା ଉପରେ କୌଣସି ବିଶେଷ ପ୍ରଭାବ ମଧ୍ୟ ପକାଇବ ନାହିଁ।ଏହା ସହିତ ଏହା କେବଳ ଓଡ଼ିଶାର ଉପକୂଳ ଅଂଚଳରେ ବିଶେଷ ଭାବରେ ବର୍ଷା କରିବାର ସମ୍ଭାବନା ରହିଛି।ତେଣୁ ସମସ୍ତଙ୍କୁ ଅଳ୍ପ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।

ଏହା ସହିତ ପାଣିପାଗ ବିଭାଗ କହିଛି ଏହା ପ୍ରଭାବରେ ବର୍ତ୍ତମାନ ଆଣ୍ଡମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅନେକ ସ୍ଥାନରେ ବର୍ଷା ସହିତ ସ୍ୱଳ୍ପ ପବନ ହେବାର ମଧ୍ୟ ଦେଖା ଯାଇଛି।ଏହା ସହିତ ଏହା ଯଦିଓ ବିଶେଷ ପ୍ରଭାବ ପକାଇ ନଥିଲା ଏହା ପରେ ମଧ୍ୟ ସତର୍କତା ଅନୁସରଣ କରା ଯାଇଥିଲା।ଏହା ସହିତ ଏହା ବର୍ତ୍ତମାନ ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରୁଛି ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *