ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବର୍ଷା,ଏହି ଜିଲ୍ଲାରେ ଖାଲି ଢାଳିବ,ସତର୍କ ପାଇଁ ଏମାନଙ୍କୁ Inform କରାଗଲା…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆମେ ଯାଇ ଜାଣିବା ଓଡ଼ିଶାର ପାଣିପାଗ ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହା ଆପଣଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ ଅଟେ ଏହା ଜାଣିବାଦ୍ଵାରା ଆପଣ ନିଜେ ସତର୍କ ରହିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସତର୍କ ରଖିପାରିବେ।

ଏବଂ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ।ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର ପାଣିପାଗକୁ ନେଇ ଏକ ବହୁତ ବଡ଼ ସୂଚନା ଆସିଛି।ସେହି ଖବର ଅନୁସାରେ ଓଡିଶାକୁ ମାଡି ଆସୁଛି କାଳ ବୈଶାଖୀ।ତେବେ ଆଜି ରାତି ଠାରୁ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ଝଡ଼ ଆସିବ ଏବଂ ଏହା ସହିତ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ତେବେ ରାଜ୍ୟରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଏହି ସବୁ ଜିଲାରେ ହେବ ଝଡ଼।ତେବେ ଏହାକୁ ନେଇ ପାଣିପାଗ ବିଭାଗ ତରଫରୁ ହାଇ ଆଲର୍ଟ ଜାରି କରାଯାଇଛି।ପ୍ରବଳ ବର୍ଷା ହେବା ସହିତ ବିଜୁଳି ଏବଂ ଘଡ଼ଘଡି ହେବାର ମଧ୍ୟ ସମ୍ଭାବନା ରହିଛି।ତେବେ ସମଗ୍ର ଓଡିଶାକୁ ଭିଯାଇବ ବର୍ଷା।ତେବେ ଆପଣ ଭାବୁଥିବେ କେଉଁ ଜିଲାରେ ଅଧିକ ବର୍ଷା ହେବ

ଏବଂ କେଉଁ ଜିଲାରେ କମ ବର୍ଷା ହେବ।ଆମେ ସେହି ବିଷୟରେ ଚର୍ଚ୍ଚା କରିବା।ତେବେ ମିଳିଥିବା ସମୟ ଅନୁସାରେ ପ୍ରଚଣ୍ଡ ଖରା ମଧ୍ୟରେ ଅଦିନିଆ ବର୍ଷାର ସମ୍ଭାବନା ରହିଛି।ରାଜ୍ୟର କିଛି ଜିଲାରେ ଅଧିକ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।ମହାରାଷ୍ଟ୍ର ଅଞ୍ଚଳରୁ ତାହାର ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ଏକ ଘୁର୍ଣ୍ଣି ବଳୟ ସକ୍ରିୟ ରହିଛି।

ଫଳରେ ସମୁଦ୍ର ଆଡୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିଛି।ତେବେ ଉତ୍ତପ୍ତ ବାୟୁ ମିଶି ବର୍ଷା ସହିତ ଘଡଘଡି କିଛି ସ୍ଥାନରେ କରାଇବ ବୋଲି ସମ୍ଭାବନା ରହିଛି।ତେବେ ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ, ରାୟଗଡା ଏବଂ କୋରାଫୁଟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଫଳରେ ହେଉଥିବା ଅଧିକ ଗରମରୁ ସାମାନ୍ୟ ତ୍ରାହି ମିଳିବ।ଏହା ଫଳରେ ଅନ୍ୟ ସବୁ ସ୍ଥାନରେ ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ।ଏହାପରେ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ତିନିଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି କେନ୍ଦ୍ର।

Leave a Reply

Your email address will not be published. Required fields are marked *