୨୦୨୨ ଏପ୍ରିଲ ମାସରେ ମହାସଂଯୋଗ (MahaSanjoga) ୮ ରାଶିରେ ଧନ ଲାଭ କିନ୍ତୁ ଏହି ୪ ରାଶିରେ ଆସିବ ବଡ ଧାରଣ ର ସଙ୍କଟ

Spread the love

ଗ୍ରହ ନକ୍ଷତ୍ର ପ୍ରଭାବ ସିଧା ମାନବ ଜୀବନରେ ପଡ଼ିଥାଏ।ଶାସ୍ତ୍ର ବର୍ଣ୍ଣିତ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଥାଏ।ମେଷ ରାଶିର ବ୍ୟକ୍ତିଙ୍କ ଉପରେ କାର୍ଯ୍ୟ ଚାପ ବୃଦ୍ଧି ପାଇବ।ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ସଂପର୍କ ରହିବ।ବାଣିଜ୍ୟ ବ୍ୟବସାୟରେ ବିଶେଷ ଲାଭ ପ୍ରାପ୍ତି ହେବ। ଆପଣଙ୍କ ସଞ୍ଚିତ ଧନରେ ମଧ୍ୟ ବୃଦ୍ଧି ଘଟିବ।ନୂତନ କ୍ଷେତ୍ରରେ ନିବେଶ କରିବା ଲାଭଦାୟକ ସିଦ୍ଧ ହେବ।ବୃଷ ରାଶିର ବ୍ୟକ୍ତିଙ୍କ ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ହେବ।

ପୂର୍ବରୁ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି।ଆପଣଙ୍କ ଆୟରେ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ନିବେଶର ବୃଦ୍ଧି ହେବ।ଜୀବନ ସାଥିଙ୍କ ସହ ଉତ୍ତମ ସଂପର୍କ ରହିବ।ସ୍ବାସ୍ଥ୍ୟ ଅନୁକୂଳ ରହିବ।ମିଥୁନ ରାଶିର କ୍ୟାରିୟର କ୍ଷେତ୍ରରେ ହେଉଥିବା ଅବରୋଧ ଦୂର ହେବାକୁ ଲାଗିବ।

ସଫଳତାର ମାର୍ଗ ପ୍ରସସ୍ତ ହେବ।ଆର୍ଥିକ ସ୍ଥିତି ମଜଭୁତ ହେବାକୁ ଲାଗିବ।କର୍କଟ ରାଶିର ବ୍ୟକ୍ତି ମାନଙ୍କୁ ସଫଳତା ପ୍ରାପ୍ତ ହେବ।ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଆଶ୍ଵାସନା ପ୍ରାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ନିର୍ଣ୍ଣୟ ସଠିକ ସାବ୍ୟସ୍ତ ହେବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ମାର୍ଗ ପ୍ରସସ୍ତ ହେବ।

ପାରିବାରିକ ପରିବେଶ ସୁଖମୟ ରହିବ।ସ୍ବାସ୍ଥ୍ୟରେ ଅଳ୍ପ ସମସ୍ୟା ଦେଖା ଦେଇପାରେ। ସିଂହ ରାଶିର ବ୍ୟକ୍ତି ଚାକିରୀ କରୁଥିବା ବ୍ୟକ୍ତିଙ୍କ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଚାକିରୀରେ କିଛି ନୂଆ ଅବସର ପ୍ରାପ୍ତ ହେବ।କନ୍ୟା ରାଶିର ବ୍ୟକ୍ତି ମାନଙ୍କର ସହକର୍ମୀଙ୍କ ସହ ଅଯଥା ଯୁକ୍ତି ତର୍କ ହେବ। ବାଦ ବିବାଦରୁ ଆପଣ ଦୂରେଇ ରୁହନ୍ତୁ।

ତୁଳା ରାଶିରେ ସରକାରୀ କ୍ଷେତ୍ରର ବ୍ୟକ୍ତିଙ୍କ ପାଇଁ ସମୟ ଉତ୍ତମ ଅନୁକୂଳ ଅଛି। ପଦୋନ୍ନତିର ସମ୍ଭାବନା ରହିଛି।ଧନୁ ରାଶିରେ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତି ରୋଜଗାରର ଉତ୍ତମ ଅବସର ପ୍ରାପ୍ତ ହେବ।ରୋଜଗାରର ନୂଆ ମାର୍ଗ ଖୋଲିବ।ମକର ରାଶିର ବ୍ୟକ୍ତି ମାନଙ୍କୁ ନିଜ କ୍ୟାରିୟର କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ।

ପରିଶ୍ରମର ଉତ୍ତମ ପରିଣାମ ପ୍ରାପ୍ତ ହେବ। ସଚ୍ଚୋଟ ମାର୍ଗରେ ଯାଇ ଆପଣଙ୍କୁ ବଡ଼ ସଫଳତା ପ୍ରାପ୍ତ ହେବ।କିନ୍ତୁ ବିରୋଧୀ ଓ ଶତ୍ରୁଙ୍କ ଠାରୁ ଆପଣଙ୍କୁ ବେଶ ସାବଧାନ ରହିବାର ଅଛି।ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଆୟର ନୂଆ ମାର୍ଗ ପ୍ରଶସ୍ତ ହେବ।ପରିବାର ସଦସ୍ୟ ମଧ୍ୟରେ ଅଧିକ ସମୟ ବ୍ୟତୀତ କରିବେ।

କୁମ୍ଭ ରାଶିର ବ୍ୟକ୍ତି ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ଅବସର ପ୍ରାପ୍ତ ହେବ।ନୂଆ ରୋଜଗାରର ଅବସର ପ୍ରାପ୍ତ ହେବ। ମୀନ ରାଶିର ବ୍ୟକ୍ତି ମାନଙ୍କ ଚାକିରୀ କ୍ଷେତ୍ରରେ ଅବରୋଧ ପ୍ରାପ୍ତ ହେବ।ଆପଣଙ୍କ ବ୍ୟୟ ତୁଳନାରେ ଆୟ ବୃଦ୍ଧି ପାଇବ।ଆପଣଙ୍କ ସଞ୍ଚିତ ଧନରେ ମଧ୍ୟ ବୃଦ୍ଧି ଘଟିବ।ପରିବାର ସଦସ୍ୟଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ବାଦ ବିବାଦ ଦେଖା ଦେଇପାରେ।ପ୍ରେମ ଜୀବନ ମଧ୍ୟ ସାମାନ୍ୟ ସଂଘର୍ଷ ପୂର୍ଣ୍ଣ ରହିବ।

Leave a Reply

Your email address will not be published. Required fields are marked *