ଉଚ୍ଚ ରକ୍ତଚାପ କିପରି ନିୟନ୍ତ୍ରିତ କରିବେ,ଉଚ୍ଚ ରକ୍ତଚାପର କାରଣ କ’ଣ,ଏହାକୁ ଚିହ୍ନିବେ କେମିତି ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର – Srikanta Kumar Dhar

Spread the love

ସାଧାରଣ ଭାବରେ ଆଜିକାଲି ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇ ଗଲାଣି।ଆଜିକାଲି ଅନେକ ଲୋକଙ୍କ ଶରୀରରେ ଏହି ସମସ୍ୟା ଦେଖା ଯାଉଛି।ଏହା ସହିତ ଏହି ସମସ୍ୟା ଦେଖାଯିବା ଫଳରେ ଅନେକ ଲୋକ ଅନେକ ପ୍ରକାରର ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି।ଏହା ସହିତ ଏହା ଦେଖା ଯିବାର ବିଭିନ୍ନ ପ୍ରକାରର କାରଣ ରହିଛି।ଏହା ସହିତ ଏହା ଦେଖାଯିବା ଫଳରେ ସେହି ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୋଇ ଯାଇ ଥାଏ।

ସେହି କାରଣରୁ ସମସ୍ତେ ଏହା ଆଶା କରି ଥାଆନ୍ତି କି ସେମାନଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ଜୀବନ ମଧ୍ୟରେ ଏହା ହୋଇ ନଥାଉ।ଏହା ସହିତ ଏହା ହେବାର କାରଣ ଓ ଏହା ହେବା ଫଳରେ ଏହାକୁ କିପରି ଭାବରେ ଆପଣ ନିୟନ୍ତ୍ରଣରେ ରଖି ପାରିବେ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ବିସ୍ତାର ଭାବରେ ଆଲୋଚନା କରିବା।

ତେବେ ଏହା ଦେଖା ଯିବାର ବିଭିନ୍ନ ପ୍ରକାରର କାରଣ ରହିଛି ସେଥି ମଧ୍ୟରୁ ଏକ ହେଉଛି ବୟସ।ଯଦି କୌଣସି ବ୍ୟକ୍ତିଙ୍କ ବୟସ ୬୫ ରୁ ଅଧିକ ହୋଇ ଯାଇଥାଏ ତେବେ ତାଙ୍କ ଶରୀରରେ ଉଚ୍ଚ ରକ୍ତଚାପ ଦେଖା ଯିବାର ସମ୍ଭାବନା ରହିଛି।ଏହା ସହିତ ଏହାର କୌଣସି ନିବାରଣ କରି ହେବ ନାହିଁ।

ଏହା ବୟସ ବଢିବା ସହିତ ସେମାନଙ୍କ ଶରୀରରେ ଦେଖା ଯିବାର ଅନେକ ସମ୍ଭାବନା ରହିଥାଏ।ଏହା ସହିତ ଏହି ରୋଗ ଦେଖା ଯିବାର ଆଉ କିଛି କାରଣ ମଧ୍ୟ ରହିଛି।ଯେପରିକି ଯଦି ଆପଣ କୌଣସି ପ୍ରକାରର ରୋଗରେ ପୀଡ଼ିତ ଅଛନ୍ତି ଯେପରିକି ମଧୁମେହ କିମ୍ବା ଅନ୍ୟ କୌଣସି ଭୟଙ୍କର ରୋଗ ତେବେ ମଧ୍ୟ ଆପଣ ଏହି ରୋଗର ଶିକାର ହେବାର ଅନେକ ସମ୍ଭାବନା ରହିଥାଏ।

ତେବେ ଏହା ସହିତ ଆଉ କିଛି ସମସ୍ୟା ମଧ୍ୟ ଦେଖା ଯାଇଥାଏ।ଯେପରିକି ଯଦି ଆପଣ ଅଧିକ ପରିମାଣରେ ନିଶା ସାମଗ୍ରୀର ସେବନ କରୁଛନ୍ତି ତେବେ ମଧ୍ୟ ଆପଣଙ୍କ ଶରୀରରେ ଏହି ସମସ୍ୟା ଦେଖା ଯିବାର ଅନେକ ସମ୍ଭାବନା ରହିଛି।ଏହା ସହିତ ଏହି ସମସ୍ୟା ଦେଖା ଯିବା ଫଳରେ ଆପଣ ଅନେକ ପ୍ରକାରର ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇ ଥାଆନ୍ତି

ତେବେ ଏହା ଠାରୁ ଦୂରେଇ ରହିବା ପାଇଁ ଆପଣ ପ୍ରୟାସ କରିବା ଆବଶ୍ୟକ।ତେବେ ଯଦି ଆପଣଙ୍କ ଶରୀରରେ ରକ୍ତଚାପ ସାଧାରଣ ଠାରୁ ଅଧିକ ରହୁଛି ତେବେ ଆପଣ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡ଼ିତ ଅଛନ୍ତି।ଏହା ସହିତ ଏହାର ସମାଧାନ ପାଇଁ ଆପଣ ବିଶେଷ ଭାବରେ ଚିକିତ୍ସକଙ୍କ ସହିତ ସମ୍ପର୍କ କରିବା ଆବଶ୍ୟକ।

ଏହା ସହିତ ଆପଣ ଯଦି ଏହି ରୋଗରେ ପୀଡିତ ଅଛନ୍ତି ତେବେ ଏହାର ଚିକିତ୍ସା ସଠିକ ଭାବେ କରିବା ନିହାତି ଆବଶ୍ୟକ।ଏହା ସହିତ ରକ୍ତଚାପ ସଠିକ ଭାବରେ ପରୀକ୍ଷା କରିବା ସହିତ ସେହି ଅନୁସାରେ ଔଷଧ ଖାଇବା ଆବଶ୍ୟକ।ଏହା ସହିତ ମାନସିକ ଚାପ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିବା ଆବଶ୍ୟକ।ଯାହା ଫଳରେ ଆପଣ ଏହି ସମସ୍ୟାରୁ କିଛି ମାତ୍ରାରେ ମୁକ୍ତି ପାଇ ପାରିବେ।

Leave a Reply

Your email address will not be published. Required fields are marked *