ମାଛ କଣ୍ଟା (Bone) ଆପଣଙ୍କ ତଣ୍ଟିରେ ଲାଗିଲେ ତୁରନ୍ତ କରନ୍ତୁ ଏହି ସବୁ ୫ ଟି କାମ,ସଂଗେ ସଂଗେ ଏହି କଷ୍ଟ ରୁ ମିଳିବ ମୁକ୍ତି…

Spread the love

ମାଛ ଅଧିକାଂଶ ବହୁତ ଆମିଷ ଖାଉଥିବା ଲୋକଙ୍କର ଘରେ ବନାହୋଇଥାଏ।ମାଛକୁ ଲୋକ ବହୁତ ଉତ୍ସାହର ସହ ଖାଇଥାନ୍ତି କାରଣ ଏଥିରେ ଭିଟାମିନ ପ୍ରୋଟିନ ଏବଂ ଓମେଗା ୩ ର ମାତ୍ରା ବହୁତ ଥାଏ । ମାଛ ଭିତରେ କଣ୍ଟା କିନ୍ତୁ ମାଛ ଭିତରେ କଣ୍ଟା ଥିବା କାରଣରୁ ଲୋକ ମାନେ ଖାଇବାକୁ ପସନ୍ଦ କରନ୍ତିନି।ବେଳେ ବେଳେ ଏମିତି ହୁଏ ମାଛ ର କଣ୍ଟା ଆପଣଙ୍କ ତଣ୍ଟିରେ ଅଟକି ଯାଏ। ପିଲାମାନେ ମଧ୍ୟ ଏହାକୁ ଖାଇବା ବେଳେ ବହୁତ ହଇରାଣ ହୁଅନ୍ତି। ଏବଂ ତଣ୍ଟି ରେ କଣ୍ଟା ଲାଗିବା ଦ୍ୱାରା ବହୁତ କଷ୍ଟ ହୋଇଥାଏ।

ଯଦି ଆପଣଙ୍କ ତଣ୍ଟିରେ ଏହି କଣ୍ଟା ଅଟକି ଯାଉଛି ତେବେ ବ୍ୟସ୍ତ ହେବାର କୌଣସି ଦରକାର ନାହିଁ।ଏଥିପାଇଁ ଉପାୟ ଗୁଡିକ ଜାଣନ୍ତୁ।ଆପଣ ରନ୍ଧା ହୋଇଥିବା ଭାତ କୁ ନେଇଯାଆନ୍ତୁ ଏବଂ ଏହାକୁ ଚକଟି କରି ଗୋଲି ବନାଇ ଦିଅନ୍ତୁ।ଏବଂ ଆପଣ ଏହି ଛୋଟ ଛୋଟ ଗୋଲିକୁ ନ ଚୋବାଇ ଧୀରେ ଧୀରେ କରି ଢ଼ୋକିଦିଅନ୍ତୁ।

ଏହା କରିବା ଦ୍ୱାରା ମାଛ କଣ୍ଟା ଆପଣଙ୍କ ପେଟକୁ ଚାଲିଯିବ।ଯଦି ଆପଣ ପାଖରେ ଭାତ ନଥିବ ତେବେ ଆପଣ ରୁଟି କୁ ମଧ୍ୟ ବ୍ୟବହାର କରିପାରିବେ।ଆପଣ ଶୁଖିଲା ରୁଟିକୁ ଟିକିଏ ଚୋବାଇ କରି ଢ଼ୋକି ଦିଅନ୍ତୁ।ଏହା ଦ୍ୱାରା ତଣ୍ଟିରେ ଲାଗିଥିବା ମାଛ ର କଣ୍ଟା ପେଟ ଭିତରକୁ ଚାଲିଜିବ।ଯଦି ଆପଣଙ୍କ ତଣ୍ଟିରେ ମାଛର କଣ୍ଟା ଲାଗିଯାଉଛି

ତେବେ ଆପଣ ପାଚିଲା କଦଳୀକୁ ଖାଆନ୍ତୁ।ଏହା ଦ୍ୱାରା କଣ୍ଟା ପେଟ ଭିତରକୁ ଚାଲିଜିବ।ଆପଣ ଚୁଡାକୁ ମଧ୍ୟ ବ୍ୟବହାର କରିପାରିବେ ଆପଣ ହାତ ରେ ଭିଜା ଯାଇଥିବା ଚୁଡାକୁ ହାତରେ ଚକଟି ଗୋଲି ବନାଇ କରି ଖାଇଦିଅନ୍ତୁ ଏହା ଦ୍ୱାରା କଣ୍ଟା ଆପଣଙ୍କ ପେଟକୁ ପଶିଯିବ।ଆପଣ ଅଲିଭ ତେଲକୁ ମଧ୍ୟ ପିଇଦିଅନ୍ତୁ।

ଏହା ଦ୍ୱାରା ଆପଣଙ୍କ ତଣ୍ଟିରୁ କଣ୍ଟା ପୁରା ଖସିଜିବ।ଏବଂ ଆପଣଙ୍କୁ ଆରାମ ମିଳିବ। ତେଣୁ ଯଦି ଆପଣଙ୍କର ଏହି ଅସୁବିଧା ଅଛି ତେବେ ଏହି ଉପାୟ ଗୁଡ଼ିକ ଅବଲମ୍ବନ କରନ୍ତୁ । ଯଦି ଅଧିକ ହଇରାଣ ହେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡ଼ାକ୍ତରଙ୍କ ପରାମର୍ଶ ବିନା କିଛି ବି ଔଷଧ ଖଆନ୍ତୁ ନାହିଁ।ତାଙ୍କ ଅନୁସାରେ କାର୍ଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *