Kalahandi ର ଏକ ନମ୍ବର ଝିଅ କୀର୍ତ୍ତନ ହୁମାନ ସାଗର ଙ୍କ ଗୀତ ସ୍ୱର ରେ ଗେଲେ ସୁନ୍ଦର ଭଜନ,ଶୁଣିଲେ ଆପଣଙ୍କ ମନ ଖୁସି ହେଇଯିବ…ଦେଖନ୍ତୁ Video

Spread the love

ବର୍ତ୍ତମାନ ଆଧୁନିକ କୀର୍ତ୍ତନ ସାଧାରଣ ଭାବରେ ବହୁତ ଅଧିକ ଭାବରେ ପ୍ରସିଦ୍ଧି ପାଇ ପାରି ସାରିଲାଣି।ତେବେ ବିଶେଷ ଭାବରେ ଲୋକମାନେ ବର୍ତ୍ତମାନ କୀର୍ତ୍ତନକୁ ଆଧୁନିକ ଭଙ୍ଗୀରେ ଶୁଣିବା ପାଇଁ ଅଧିକ ପସନ୍ଦ କରୁଛନ୍ତି।ତେବେ ଏହି କୀର୍ତ୍ତନ ସମ୍ପର୍କରେ ବର୍ତ୍ତମାନ ଅନେକ ଭିଡିଓ ବାହାରକୁ ମଧ୍ୟ ଆସୁ ଅଛି।ଏହା ସହିତ ଅନେକ ଲୋକ ବର୍ତ୍ତମାନ ଏହି କୀର୍ତ୍ତନ ଦେଖିବା ପାଇଁ ମଧ୍ୟ ଅନେକ ଭାବରେ ପସନ୍ଦ କରୁଛନ୍ତି।ତେବେ ଏହି କୀର୍ତନ ବର୍ତ୍ତମାନ ଅନେକ ଲୋକଙ୍କର ପ୍ରିୟ ମଧ୍ୟ ହୋଇ ଯାଇଛି।

ତେବେ ଏହି କୀର୍ତ୍ତନ ସହିତ ଜଡିତ କିଛି କଥା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ବର୍ତ୍ତମାନ ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଲୋକମାନେ ଭଜନ ଗାଉ ଥିଲେ।ତେବେ ସେମାନେ ସେହି ଭଜନ ସାଧାରଣ ଭାବରେ ହ୍ୟୁମାନ ସାଗରଙ୍କ ସଙ୍ଗୀତ ସ୍ବରରେ ଗାଉ ଥିଲେ।

ଏହା ସହିତ ଏହାକୁ ଶୁଣିବା ପାଇଁ ଅନେକ ଲୋକ ମଧ୍ୟ ଅନେକ ଭାବରେ ପସନ୍ଦ କରୁଥିଲେ।ଏହା ସହିତ ଏହି କାରଣ ପାଇଁ ସେଠାରେ ଅନେକ ଲୋକ ମଧ୍ୟ ସେଠାରେ ଜମା ହୋଇ ଥିବାର ଦେଖା ଯାଇଥିଲା।ତେବେ ତାଙ୍କର ସଙ୍ଗୀତ ବାସ୍ତବରେ ବହୁତ ଭଲ ଲାଗୁଥିଲା ବୋଲି ସେଠାରେ ଥିବା ଲୋକମାନେ କହିଥିଲେ।

ଏହା ସହିତ ସେମାନଙ୍କ କହିବା ଅନୁସାରେ ବର୍ତ୍ତମାନ ଆଧୁନିକ ଭଜନ ଲୋକମାନଙ୍କୁ ଅଧିକ ପସନ୍ଦ ଆସୁଛି।ଏହା ସହିତ ଏହି କାରଣ ପାଇଁ ସେମାନେ ଆଧୁନିକ ଭଜନ କରିବା ପାଇଁ ଅଧିକ ପ୍ରୟାସ କରିଛନ୍ତି ଯାହା ଫଳରେ ଲୋକମାନେ ବର୍ତ୍ତମାନ ଏହି ଆଧୁନିକ ଭଜନ ଶୁଣିବା ପାଇଁ ମଧ୍ୟ ଅନେକ ପସନ୍ଦ କରିଛନ୍ତି।

ଏହା ସହିତ ସେମାନଙ୍କୁ ମଧ୍ୟ ଭଜନ କରିବା ପାଇଁ ଅନେକ ଲୋକ ବର୍ତ୍ତମାନ ଡାକୁଛନ୍ତି ବୋଲି ସେମାନେ କହି ଥିଲେ।ତେବେ ଏହି ଭଜନ ବର୍ତ୍ତମାନ ଲୋକଙ୍କ ପ୍ରିୟ ହୋଇ ଯାଇ ଥିବାରୁ ଅନେକ ଲୋକ ମଧ୍ୟ ଏହି ଭଜନ ଶୁଣିବା ପାଇଁ ଅଧିକ ଭାବରେ ପସନ୍ଦ କରୁ ଥିବାର ଦେଖା ଯାଇଛି।ତେବେ ଭଜନ ଶୁଣିବା ସହିତ ସେମାନଙ୍କ ଅଭିନୟ ଦେଖିବା ପାଇଁ ଅନେକ ଲୋକ ମଧ୍ୟ ପସନ୍ଦ କରୁଛନ୍ତି।

ଯାହା ଫଳରେ ବର୍ତ୍ତମାନ ସେମାନଙ୍କୁ ଅନେକ ଲୋକ ନିଜର ପୂଜା ପର୍ବରେ ଭଜନ ଶୁଣିବା ପାଇଁ ଡାକି ଥାଆନ୍ତି ଏହା ସହିତ ଅନେକ ଲୋକ ମଧ୍ୟ ଏହି ଭଜନ ଶୁଣିବା ସହିତ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି।ତେବେ ଏହି ଭଜନର ପ୍ରସିଦ୍ଧି ମଧ୍ୟ ବଢ଼ି ଯାଇ ଥିବାରୁ ବର୍ତ୍ତମାନ ସେମାନେ ମଧ୍ୟ ବହୁତ ଖୁସି ପ୍ରକାଶ କରୁଛନ୍ତି।

ଏହା ସହିତ ସେମାନଙ୍କ କହିବା ଅନୁସାରେ ବର୍ତ୍ତମାନ ଆଧୁନିକ ଉପାୟରେ ଭଜନ କରିବା ଫଳରେ ଏହାକୁ ଶୁଣିବା ପାଇଁ ଅଧିକ ଲୋକ ଆସୁଛନ୍ତି।ଏହା ସହିତ ସେମାନେ ସେଠାରେ ଭଜନ ଶୁଣିବା ସହିତ ସେମାନେ ଅଧିକ ଭାବରେ ଭଜନ କରିବା ପାଇଁ ସେମାନଙ୍କୁ ଅନେକ ସ୍ଥାନକୁ ଡାକୁଛନ୍ତି ବୋଲି ସେମାନେ କହି ଥିଲେ।

Leave a Reply

Your email address will not be published. Required fields are marked *