ଆସିଲା ସାଙ୍ଘାତିକ କଥା ଏବେ,Humanee ଙ୍କ ଖାଦ୍ୟ ନଳୀ ନଷ୍ଟ ହୋଇ ଯାଇ…

ନଷ୍ଟ ହୋଇ ଯାଇଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଖାଦ୍ୟ ନଳୀ। ମଦ ପିଇ ପିଇ ତାଙ୍କର ଦେହ ଖରାପ ହୋଇ ଗଲାଣି। ତାଙ୍କର କୋଲୋନୋସ ମଧ୍ୟ କରା ଯାଇଛି। ହ୍ୟୁମାନଙ୍କ ପୂର୍ବ ଫଟୋରେ ସେ ବହୁତ ହେଲଦି ଓ ସୁସ୍ଥ ସବଳ ଥିବା ଦେଖା ଯାଉଛନ୍ତି।କିନ୍ତୁ ଏବେର ଫଟୋରେ ସେ ବହୁତ ଝଡି ଯାଇଛନ୍ତି।

ଅସୁସ୍ଥ ଥିବା ଭଳି ମଧ୍ୟ ଦେଖା ଯାଉଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି କି ହ୍ୟୁମାନଙ୍କ ଦେହ ଏବେ ଅସୁସ୍ଥ ହେବାରେ ଲାଗିଛି। ତେବେ ସେ ନିଜେ ମଧ୍ୟ ପୋଲିସ ପାଖରେ ଷ୍ଟେଟମେଣ୍ଟ ଦେଇଥିଲେ କି ତାଙ୍କ ଖାଦ୍ୟ ନଳୀ ନଷ୍ଟ ହୋଇ ଯାଇଥବା ବେଳେ ତାଙ୍କର କୋଲୋନୋସ ମଧ୍ୟ କରା ଯାଉଛି।

ଯେଉଁଥି ପାଇଁ ସେ ଏବେ ଝଡି ଯାଇଛନ୍ତି ବୋଲି କୁହା ଯାଉଛି।ଏହି କଥା ମଧ୍ୟ ଗଣ ମାଧ୍ୟମରେ ହ୍ୟୁମାନଙ୍କ ସ୍ତ୍ରୀ ମଧ୍ୟ କହିଛନ୍ତି।ହ୍ୟୁମାନ ସାଗର ପିଉଥିଲେ ଅତ୍ୟଧିକ ମଦ।କହିଲେ ଶୁଣୁ ନଥିଲେ କାହା କଥା।ଅଧିକ ମନା କଲେ ମାରୁଥିଲେ ବୋଲି କହିଥିଲେ ପତ୍ନୀ ଶ୍ରୀୟା। ଅଧିକ ମଦ ପିଇବା କାରଣରୁ ଏମିତି

ସବୁ ହୋଇଛି ବୋଲି ସେ କହିଛନ୍ତି।ତାଙ୍କ ଫଟୋରୁ ମଧ୍ୟ ଏହି ସବୁ କଥା ଭାବେ ଜଣା ପଡ଼ୁଛି।ତେବେ ୫ ମାସ ହେବ ସେ ହ୍ୟୁମାନଙ୍କ ଠାରୁ ଦୂରରେ ରହୁଛନ୍ତି।ସେଥି ପାଇଁ ଏବେ ତାଙ୍କ ଦେହ କେମିତି ରହିଛି ସେ ଜାଣି ନାହାନ୍ତି।ଯେତେବେଳେ ସେ ହ୍ୟୁମାନଙ୍କ ପାଖରେ ଥିଲେ ସେ ତାଙ୍କର ଯତ୍ନ ନେଉଥିଲେ।

ଏବେ ତାଙ୍କ ଦେହ କେମିତି ଅଛି ବୋଲି ଶ୍ରେୟା ମଧ୍ୟ ଜାଣି ନାହାନ୍ତି। ଏମିତି ସବୁ ଗୁମର ସାମ୍ନାକୁ ଆସିଥିଲା ଯେତେବେଳେ ଶ୍ରୀୟା ଅଭିଯୋଗ କରିଥିଲେ କି ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି।ଏହି ସବୁ କଥା ସେ କଟକ ଡିସିପିଙ୍କ ପାଖରେ ଅଭିଯୋଗ କରିଥିଲେ।ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *