ଓଡ଼ିଶାର ସ୍ୱର ମଞ୍ଚ ରୁ Eliminate ହେଲେ ଶାନ୍ତନୁ,କଣ ଏହି କଥାର ଅସଲ ସତ୍ୟ ଜାଣିବା ପରେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ…ଦେଖନ୍ତୁ Video

Spread the love

ସିଦ୍ଧାର୍ଥ ଟିଭିରେ ଓଡ଼ିଶାର ସ୍ୱର ମଞ୍ଚରେ ଆଉ ଦେଖିବାକୁ ମିଳିବନି ଶାନ୍ତନୁଙ୍କୁ। ଓଡ଼ିଆମାନଙ୍କର ଭାଇରାଲ ବଏ ଭାବରେ ପରିଚିତ ଶାନ୍ତନୁ ଗଲା ରାଉଣ୍ଡରୁ ହିଁ ବିଦାୟ ନେଇଛନ୍ତି। ତାଙ୍କୁ ଜଜ ମାନେ ପରବର୍ତ୍ତୀ ରାଉଣ୍ଡକୁ ନେଇ ନଥିଲେ। ସେ ଗଲା ରାଉଣ୍ଡରେ “ମାୟାବିନୀ” ଗୀତ ଗାଇଥିଲେ ଯାହାକି ଜଜ ମାନଙ୍କୁ ବିଶେଷ ପସନ୍ଦ ଆସି ନଥିଲା। ସେଥିପାଇଁ ସେ ସେମି ଫାଇନାଲ ରାଉଣ୍ଡକୁ ବଛା ଯାଇ ନଥିଲେ।

ସୂଚନାଯୋଗ୍ୟ ଯେ, ଶାନ୍ତନୁ ବର୍ତ୍ତମାନ ସାରା ସୋସିଆଲ ମିଡିଆ ଭାଇରାଲ। ତାଙ୍କର ଗୀତ ସହିତ ଅଭିନୟ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଓଡ଼ିଶାର ଘରେ ଘରେ କୁନି ବାବୁସାନ ନାମରେ ପରିଚିତ ହୋଇଥିବା ସିଙ୍ଗର ଶାନ୍ତନୁ ବର୍ତ୍ତମାନ ଷ୍ଟେଜ ସୋରେ ବ୍ୟସ୍ତ। ଲୋକମାନେ ତାଙ୍କୁ ଓଡ଼ିଶାରେ ଭାଇରଲ ବଏ ନାମରେ ଜାଣିଛନ୍ତି।

ତାଙ୍କ ସ୍ୱର, କଣ୍ଠ, ତାଳ ଏବଂ ଲୟ ଦ୍ୱାରା ଲୋକମାନଙ୍କୁ ନିଜର କରିଥିବା ଶାନ୍ତନୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି।ଭାଇରାଲ ବଏ ଶାନ୍ତନୁ ମହାନ୍ତି ଅନେକ ଗୀତରେ ଗୀତ ଗାଇବା ସହିତ ନିଜେ ଅଭିନୟ ମଧ୍ୟ କରିଛନ୍ତି। ଏହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କର ଅନେକ ଗୀତ ୟୁଟୁବରେ ରିଲିଜ ହୋଇ ସାରିଛି।

ଏଥିମଧ୍ୟରୁ “ବାଜିବ ଲୋ ଯୋଡି ମହୁରୀ” ହିଟ ହୋଇଛି। ଏହିପରି ଅନେକ କିଛି ଗୀତ ବର୍ତ୍ତମାନ ରିଲିଜ ହେବାକୁ ବାକି ରହିଛି। ତାଙ୍କର ଏହି ଭିଡ଼ିଓ ବହୁଳ ମାତ୍ରାରେ ସୋସିଆଲ ମିଡ଼ିଆ ଅର୍ଥାତ ଫେସବୁକ, ଇନଷ୍ଟାଗ୍ରାମ ଆଦିରେ ତାଙ୍କ ଲୋକପ୍ରିୟତା ଦେଖିବାକୁ ମିଳୁଛି।ତେବେ ଏହା ପରେ ମଧ୍ୟ ସେ ଅନେକ ଗୁଡିଏ ଗୀତ ବର୍ତମାନ ଗାଇବାରେ ଲାଗିଛନ୍ତି

ଓ ଲୋକ କହୁଛନ୍ତି କି ଏ ଆଗାମୀ ଦିନ ର ସତ୍ୟଜିତ ହେବେ କାରଣ ସତ୍ୟଜିତ ମଧ୍ୟ ଆଗରୁ ଏପରି ପିଲା ବେଳେ ନାମ କରି ବର୍ତମାନ ସମୟ ରେ ବହୁତ ଉପରେ ଅଛନ୍ତି ଓ ସାରା ଦେଶର ଲୋକଙ୍କ ଭଲ ପାଇବା ପାଉଛନ୍ତି ସେ ଏବେ,ତେବେ ସମୟ କହିବି ଶାନ୍ତନୁ କେତେ ଆଗକୁ ଯିବେ ନ ନାହିଁ ନ ଏହି ଓଡିଶା ରେ ତାଙ୍କ କ୍ୟାରିୟର ସରିବ ତାହା ସମୟ କହିବା

ଓଡ଼ିଆରେ ତାଙ୍କ ପ୍ରିୟ ଗାୟକ ହେଉଛନ୍ତି ହ୍ୟୁମାନ ସାଗର ଏବଂ ବାବୁସାନ ମହାନ୍ତି ଏଥିସହିତ ହିନ୍ଦୀରେ ତାଙ୍କ ପ୍ରିୟ ଗାୟକ ହେଉଛନ୍ତି କିଶୋର କୁମାର ଏବଂ ଅରିଜିତ ସିଂ। ସେ ଓଡ଼ିଶାର ସେହି ଟିଭି ସୋରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇ ଏଲିମିନେଟ ହୋଇଥିଲେ ମଧ୍ୟ ଓଡ଼ିଶାର ଘରେ ଘରେ ସେ ମନୋରଞ୍ଜନ କରୁଛନ୍ତି।

ତାଙ୍କୁ ଯେତେବେଳେ ୩ ବର୍ଷ ବୟସ ହୋଇଥିଲା , ସେବେ ଠାରୁ ସେ ଗୀତ ଗାଉଛନ୍ତି ଏବଂ ୪ ବର୍ଷ ବୟସରୁ ଗୀତ ମଧ୍ୟ ଶିଖୁଛନ୍ତି। ତାଙ୍କ ମନ ପସନ୍ଦର ଗୀତ ହେଉଛି – “କାଚ ଆଇନା ଟେ ଭାବି ଭାଙ୍ଗି ଦେଲ ମନ ମୋର।”ତେବେ ସେ ବର୍ତମାନ ଅନେକ ଅରଜିନାଲ ଗୀତ ମଧ୍ୟ ଗାଏ ସାରିଲେଣି ଓ ଆଗକୁ ଅନେକ ଗୀତ ଗାଇବା ଅପେକ୍ଷା ରେ ରହିଛନ୍ତି ସେ

Leave a Reply

Your email address will not be published. Required fields are marked *