୨୪ ଘଣ୍ଟାରେ ବାତ୍ୟାର ସମ୍ଭାବନା,Cyclonic ର ହେଇଗଲା ଆରମ୍ଭ,ଏହି ଜାଗାରେ ହେବ ସବୁଠୁ ଅଧିକ ବର୍ଷା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନଙ୍କୁ ଏହି ସବୁ ତଥ୍ୟ ବିଷୟରେ ଜାଣିବା ନିହାତି ଆବଶ୍ୟକ।ତେବେ ଆମେ ଜାଣିବାକୁ ଯାଉଛେ ଓଡିଶାର ପାଣିପାଗକୁ ନେଇ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ଜାଣିବା ଦ୍ୱାରା ଆପଣ ଆଗପାଇଁ ନିଜକୁ ଭଲ ଭାବରେ ପ୍ରସ୍ତୁତ କରିପାରିବେ।

ଏହା ସହିତ ଆପଣ ଏହାକୁ ନେଇ ନିଜେ ସତର୍କ ରହିବା ସହିତ ଅନ୍ୟକୁ ମଧ୍ୟ ସତର୍କ ରଖିପାରିବେ।ବର୍ତ୍ତମାନ ସମୟରେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା ଅସାନି।ଏବେ ଡିପ୍ରେସନ ଅଧିକ ଘନୀଭୂତ ହେଉଛି।

ଆସନ୍ତା ୧୨ ଘଣ୍ଟାରେ ଗଭୀର ଅଵପାଦ ବା ଡିପ ଡିପ୍ରେସନ ହେବ।ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୧୨ ଘଣ୍ଟାରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେବ।ତେବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଡିପ୍ରେସନ।ଏହାର ପ୍ରଭାବରେ ଉତ୍ତର ଅଣ୍ଡାମାନ ଦ୍ବୀପର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଏହା ସହିତ ଆଉ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।୨୩ ତାରିଖରେ ବାତ୍ୟା ଅସାନି ବାଂଲାଦେଶଜ଼ ମିଆଁମାର ଅତିକ୍ରମ କରିବାର ସମ୍ଭାବନା ରହିଛି।ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର।ଭାରତୀୟ କତ୍ତୃପକ୍ଷ ବାହିନୀ ଏହାକୁ ନ3ଇ ମାଛ ଧରାଳି ମାନଙ୍କୁ ସତର୍କ କରିଛି ଏହା ସହିତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସଜୀବୀ ମାନଙ୍କୁ ବାରଣ କରାଯାଇଛି।

ତେବେ ନୂତନ ଖବର ଅନୁସାରେ ବଙ୍ଗୋପସାଗରରେ ୫.୩୦ରେ ଯେଉଁ ଡିପ୍ରେସନ ବନିଥିଲା ତାହା ୧୨ କିଲୋମିଟର ପ୍ରତି ଘଣ୍ଟାରେ ଚାଲୁଛି।ତାହା ଉତ୍ତର ଦିଗରେ ଚାଲୁଛି ଏବଂ ବର୍ତ୍ତମାନ ସମୟରେ ଉତ୍ତର ଦିଗରେ ମୁଭ ହେଉଛି।ଯେଉଁ ପୋର୍ଟ ବ୍ଲେୟର ରହିଛି ତାହାର ଦକ୍ଷିଣରେ ୧୦୦ କିଲୋମିଟର ଦୂରରେ ରହିଛି।ଏହା ସହିତ ଯେଉଁ କାର ନିକୋବର ରହିଛି ତାହାର ୨୦୦ କିଲୋମିଟର ଉତ୍ତରରେ ରହିଛି।କାଲି ପର୍ଯ୍ୟନ୍ତ ଏହା ଡିପ ଡିପ୍ରେସନ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *