ଯଦି ତାଙ୍କ Bathrooms କୁ ଡାକିଛନ୍ତି ତାହେଲେ ଦେଖ,ସେ ତା ଭିତରେ ଯେକି କଣ ସବୁ…

Spread the love

ମୁଁ ତ ତାଙ୍କର ଗାଧୁଆ ଘର କଥା କହି ପାରିବି ନାହିଁ ହେଲେ ଯେହେତୁ ସେ ତାଙ୍କ ଗାଧୁଆ ଘରକୁ ଯାଇ ଦେଖିବା ପାଇଁ କହିଛନ୍ତି ତେଣୁକରି କେତେବେଳେ ଯଦି କଉ ମିଡିଆ ଭାଇ ତାଙ୍କ ଘରକୁ ଯାଆନ୍ତି ତାହେଲେ ଆପଣ ତାଙ୍କ ଗାଧୁଆ ଘରକୁ ଯାଇ ଦେଖି ପାରିବେ।ସେ ଜଉ ଜିନିଷ କହିଲେ ମୁଁ ତାଙ୍କର ଦୁଇଟି ୩ ଟି ଜିନିଷ ଦେଖି ସାରିଲିଣି

ସେ ପ୍ରଥମତଃ ଧର୍ମ ପରିବର୍ତ୍ତନ କରିବାର ତଣ୍ଟି ଚିପି ଦେବାର ଯାହା ବି ହେଲା ହେଲେ ଯଦି ବି ଏଇ ଜିନିଷ ହେଲା ତାହେଲେ କେତେ ଦିନ ହେଲା ଏଇଟା ହେଲା?ଯଦି ହ୍ୟୁମାନ ସାଗର ଧର୍ମ ପରିବର୍ତ୍ତନ କରିବାର ଥାଆନ୍ତା ତାହେଲେ ତାଙ୍କର ପିଲା ହେବାର ପୂର୍ବରୁ ସେ ଧର୍ମ ବଦଳାଇ ଦେଇଥାନ୍ତା

ତାଙ୍କର ଗୋଟେ ଝିଅ ଅଛି।ସେତେବେଳେ ମଧ୍ୟ ମୁଁ ଆପଣଙ୍କୁ କହିଛି ଯେ ଏଇ ଜଉ ତାଙ୍କର ସମ୍ପର୍କଟା ରହିଛି ଏଇଟା ଏଇ କେତେ ଦିନ ହେବ ତୁଟିଛି ଆଉ ଲୋକମାନେ ମଧ୍ୟ ଏବେ ଏବେ ଏକଥା ଜାଣିବାକୁ ପାଇଲେ ହେଲେ ଆଗରୁ ଶ୍ରୀୟା ହ୍ୟୁମାନ ସାଗରଙ୍କ ସହିତ ବହୁତ ଖୁସିରେ ଥିଲେ ଏକଥା ସମସ୍ତେ ଜାଣିଛନ୍ତି

ଆଉ ହ୍ୟୁମାନ ସାଗର ଜଣେ ବହୁତ ଭଲ ସିଙ୍ଗର ସିଏ ଆମ ଓଡ଼ିଶାରେ ଥିବା ଲୋକ ମାନଙ୍କୁ କେବଳ ନୁହଁ ଆମ ଓଡ଼ିଶା ବାହାରେ ଥିବା ତାଙ୍କର ଫ୍ୟାନ ମାନଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି।ତ ମୋର କହିବା କଥା ହେଲା ଯେ ଆମେ ଏଇ କଥାକୁ ଅଧିକ ବଡ଼ କରିବାଟା ଠିକ ହେବ ନାହିଁ ଆମେ ଚାହିଁବା

ସବୁ କିଛି ଠିକ ହେଇଯାଉ ଆଉ ଆମେ ଏବେ ମଧ୍ୟ ନିଉଜ ଦେଖିଛୁ ଯେ ହ୍ୟୁମାନ ତାଙ୍କର ଝିଅକୁ ବହୁତ ମନେ ପକାଉଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ସେ ମନେ ପକାଉଛନ୍ତି।ଆଉ ମୁଁ ଏଇଟା ରିଅଲରେ କହିବି ଯେ ଯେତେବେଳେ ହ୍ୟୁମାନ ସାଗରଙ୍କୁ ମୁଁ ମୋର ଗୀତ ଦେଇଥିଲି ଆଉ ସେ ଗାଇବା ପାଇଁ ଆସିଥିଲେ ହେଲେ

ସେ କହିଥିଲେ ଯେ ପ୍ଲିଜ ଭାଇ ଆଜି ମୁଁ ଗୀତ ଗାଇ ପାରିବି ନାହିଁ କାଲି ଗାଇଦେବି ତାପରେ ମୁଁ ତାଙ୍କୁ କହିଥିଲି ଯେ ଆରେ ଭାଇ ପ୍ଲିଜ ଗାଇ ଦିଅ ମୁଁ ଏତେ କଷ୍ଟ କରି ଆସିଛି ତାପରେ ସେ କହିଲେ ଆରେ ଭାଇ ମୁଁ ଟିକେ ମୋ ସ୍ତ୍ରୀକୁ ନେଇକି ସପିଂରେ ଯିବାର ଅଛି।ତାହେଲେ ଆପଣ ଏଠାରେ ଦେଖନ୍ତୁ ସେ ତାଙ୍କ

ସ୍ତ୍ରୀକୁ କେତେ ଭଲ ପାଉଛନ୍ତି କାରଣ ସେ ନିଜ ପ୍ରଫେସନକୁ ଛାଡ଼ି ନିଜ ସ୍ତ୍ରୀ କଥା ଚିନ୍ତା କରୁଛନ୍ତି।ତେଣୁକରି ହ୍ୟୁମାନ ସାଗରଙ୍କ ନାଁରେ କିମ୍ବା ତାଙ୍କ ସ୍ବାମୀଙ୍କ ନାମରେ ଭଲ ପାଇବାକୁ ନେଇ ଶ୍ରୀୟା ଜଉଁ ଗୋଟେ ଦୋଷ ଲଦି ଦେଉଛନ୍ତି ଏଇଟା ପୁରା ନିନ୍ଦନୀୟ। ଏମିତି କିଛି ଜଣେ କହିଥିଲେ।

Leave a Reply

Your email address will not be published. Required fields are marked *