ହେ ପ୍ରଭୁ ସତ ହେଲା ମାଲିକ ଵଚନ,ଜଗନ୍ନାଥ dhama ରୁ ମିଳିଲା କଳିଯୁଗ ଅନ୍ତ ତଥା ପ୍ରଳୟ ର ସଂକେତ,ଜାଣିବା ପରେ ଆପଣ ମଧ୍ୟ କହିବେ ଶୁଣିଥିବା କଥା ଏବେ ସତ ହେବାକୁ ଯାଉଛି…

Spread the love

ବାଇଶି ପାହାଚରେ ମୀନ ଖେଳିବ।ତେବେ ପ୍ରାୟ ୬୦୦ ବର୍ଷ ପୂର୍ବେ ଓଡ଼ିଶାର ପାଞ୍ଚ ମହା ସନ୍ଥ ପଞ୍ଚସଖା ମାଳିକା ରଚନା ବେଳେ କହି ଥିଲେ କି ବଙ୍ଗୋପସାଗରରେ ଏପରି ଏକ ସମୟ ଆସିବ ଯେଉଁ ସମୟରେ ଏଥିରେ ଇତିହାସର ସବୁଠାରୁ ବଡ଼ ସୁନାମି ଆସିବ।ଏହା ଥରେ ନୁହେଁ ଦୁଇଥର।ପଞ୍ଚସଖା ମଧ୍ୟରେ ଶ୍ରେଷ୍ଠ ଗୁରୁ ଅଚ୍ୟୁତାନନ୍ଦ ବର୍ଣ୍ଣନା କରି କହିଛନ୍ତି କି

ବାଇଶି ପାହାଚରେ ଜଳମଗ୍ନ ହୋଇଯିବ।ତେବେ ଏହାର ଦ୍ୱିତୀୟ ସୁନାମି ପ୍ରଥମ ଠାରୁ ଅଧିକ ଭୟଙ୍କର ହେବ।ଏହା ବ୍ୟତୀତ ଏହା ଏହି ଯୁଗର ଶେଷ ଘଟଣା ହୋଇବ।ଏହା ପରେ ନୂତନ ଯୁଗର ଆରମ୍ଭ ହେବ।ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଅନେକ ବିକଶିତ ସହର ମଧ୍ୟ ପୂର୍ବରୁ ଏହିପରି ଭାବରେ

ସୁନାମି କାରଣରୁ ସମୁଦ୍ର ମଧ୍ୟରେ ଲୁପ୍ତ ହୋଇ ସାରିଛନ୍ତି।ଆମେ ସମସ୍ତେ ଆଟଲାଣ୍ଟିସ ସହର ସମ୍ପର୍କରେ ମଧ୍ୟ ଜାଣିଛୁ ତେବେ ଏହି ସହର ମଧ୍ୟ ଏହି ପରି ଭାବରେ ସୁନାମି କାରଣରୁ ସମୁଦ୍ର ମଧ୍ୟରେ ଲୁପ୍ତ ହୋଇଗଲା।ତେବେ ଆମେ ଦ୍ବାରିକା କଥା ମଧ୍ୟ କହିବା ଯଦି ସେ ମଧ୍ୟ ଏହିପରି ଭାବରେ ସୁନାମି କାରଣରୁ

ସମୁଦ୍ର ମଧ୍ୟରେ ଲୁପ୍ତ ହୋଇ ଯାଇ ଥିଲା।ଅର୍ଥାତ ମହା ପ୍ରଳୟ ଏହି ପରି ଭାବରେ ସମୁଦ୍ର ମଧ୍ୟରେ ସମୟ ସମୟରେ ହୋଇ ଆସୁଚି ତେବେ ଏହା ସହିତ ନୂଆ ନିର୍ମାଣ ମଧ୍ୟ ହୋଇ ଆସୁଚି।ତେବେ ଅଗଷ୍ଟ ୨୦୨୨ ଓଡ଼ିଶାର ପୁରୀ ସହରରେ ଏତେ ବର୍ଷା ହୋଇଥିଲା କି ଶ୍ରୀ ମନ୍ଦିରର ୨୨ ପାହାଚ ଉପରେ

ଜଳ ପ୍ରବାହିତ ହେବା ଆରମ୍ଭ ହୋଇ ଯାଇ ଥିଲା।ଏହାକୁ ଦେଖିବା ପରେ ଲୋକ ମାନଙ୍କ ମନରେ ଏକ ଭୟର ବାତାବରଣ ଖେଳି ଯାଇଛି ଯେପରି ମାଳିକା ବଚତ ସତ୍ୟ ହେବାକୁ ଯାଉଚି।ଏହା ସହିତ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରିବା ଆରମ୍ଭ କରି ଦେଇଛନ୍ତି।ତେବେ ହରିଙ୍କ ମାୟା ସେ ହିଁ ଜାଣନ୍ତି।

ତେବେ ଏହି ସଂସାରର ଅନ୍ତ କେବେ ହେବ ଏହା ମଧ୍ୟ ସେ ନିଶ୍ଚୟ କରି ସାରିଛନ୍ତି।ତେବେ ହେ ତୁଚ୍ଛ ମାନବ, କେବଳ ଭଗବାନ ହିଁ ସାହା, ଆଉ କେହି ନୁହେଁ ତାଙ୍କୁ ଡାକେ ରକ୍ଷା ପାଇଯିବୁ, ତାର ନାମ ଜପ କର ତୋତେ କେହି କିଛି କରିପାରିବେନି। ଭଗବାନଙ୍କ ନାମ ଜପ କର।ହେ ପ୍ରଭୁ ତୁମେ ହିଁ ଭରସା।ପ୍ରଭୁଙ୍କ ନାମ ଜପ ଦୁଃଖ ଦୂର ହୋଇଯିବ, ସୁଖ ମିଳିବ।

Leave a Reply

Your email address will not be published. Required fields are marked *