ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଯାତ୍ରା ଜଗତ ବିଷୟରେ ବେଶ ପରିଚିତ ଥିବେ।ଯାତ୍ରା ଜଗତର ଏପରି ଏକ ଯୋଡି ବିଷୟରେ ଜାଣିବା ଯେଉଁମାନେ ନିଜ ଯାତ୍ରା ଅଭିନୟ ଦ୍ୱାରା ନିଜକୁ ହଜାଇ ଦେଇଛନ୍ତି।
ତେବେ ସେ ହେଉଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଏବଂ ସଫଳ ଯୋଡି।ତେବେ ଆପଣମାନେ ଶୁଣିଥିବେ ଶ୍ରୀଧର ସରୋଜିନୀଙ୍କ ଯୋଡି ଏକ ଅପୂର୍ବ ଯୋଡି।ତେବେ ତାଙ୍କର ଏକ ଅତି ସୁନ୍ଦର ଘର ମଧ୍ୟ ରହିଛି।ଆମେ ସେହି ଘର ବିଷୟରେ ମଧ୍ୟ ଜାଣିବା।ତାଙ୍କର ଘରକୁ ପ୍ରବେଶ କଲା ପରେ ଯେଉଁ ପ୍ରଥମ ରୁମ ରହିଛି ତାହା ଖୁବ ସୁନ୍ଦର ରହିଛି।
ଆପଣଙ୍କ ଭଲ ପାଇବା ଏବଂ ସ୍ନେହ ଶ୍ରଦ୍ଧା ପାଇଁ ସେ ଯେଉଁ ମାନପତ୍ର ପାଇଛନ୍ତି ତାହାକୁ ସେ ତାଙ୍କ ଘରେ ସଜାଇ ରଖିଛନ୍ତି।ସେ ସବୁଜ କ୍ଲବ ତରଫରୁ ସ୍ନମାନ ପତ୍ର ପାଇଥିଲେ।ତେବେ ତାଙ୍କ ବେଡ଼ ରୁମ ମଧ୍ୟ ଖୁବ ସୁନ୍ଦର ରହିଛି।ଏହାକୁ ସେ ବହୁତ ଭଲ ଭାବରେ ସଜାଇ ରଖିଛନ୍ତି।ତେବେ ସେମାନଙ୍କ ସ୍ପେଶାଲ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି
ଯାହାକୁ ଲୋକମାନେ ଖୁବ ପସନ୍ଦ କରିବା ସହିତ ଅନେକ ଭଲ ପାଇବା ମଧ୍ୟ ଦେଉଛନ୍ତି।ତେବେ ମିଡ଼ିଆ ଭାଇ ତାଙ୍କ ଘରେ ପ୍ରବେଶ କରିବା ସମୟୀ ମିଟୁନା ଅପା ତାଙ୍କ ଘରେ ଥିବା ଠାକୁରଙ୍କ ପାଖରେ ଅତ୍ୟନ୍ତ ଭକ୍ତି ଏବଂ ଶ୍ରଦ୍ଧାର ସହିତ ପୂଜା କରୁଥିଲେ।ତେବେ ମୁନା ଭାଇ ମଧ୍ୟ ନିଜ କମେଡି ମାଧ୍ୟମରେ ଅନେକ ଦର୍ଶକ ମାନଙ୍କ ହୃଦୟ ଜିତିପାରିଛନ୍ତି।
ନିଜ କମେଡି ଦ୍ୱାରା ସେ ଖୁବ ପ୍ରସିଦ୍ଧି ଲାଭ କରିପାରିଛନ୍ତି।ତେବେ ସେ ମଧ୍ୟ ଯାତ୍ରା ଜଗତର ଚର୍ଚ୍ଚିତ ଯୋଡ଼ିଙ୍କ ବାସ ଭବନକୁ ବୁଲିବାକୁ ଆସିଛନ୍ତି।ତାଙ୍କ କହିବା ଅନୁସାରେ ଏହାଠାରୁ ଆଉ ଆନନ୍ଦର କଥା ତାଙ୍କ ପାଇଁ ଆଉ କିଛି ନାହିଁ।ସେଥିପାଇଁ ଏକ ଖୁସିର ମହଲ ଏଠାରେ ତିଆରି ହୋଇଛି।ଏହା ସହିତ ସେ ସେଠାରେ ଅନେକ କମେଡି ମଧ୍ୟ କରିବାର ନଜର ଆସିଥିଲେ।ତେବେ ସେହି ଘରେ ତାଙ୍କ ପୁଅଙ୍କ ପାଠ ପଢା ରୁମ ମଧ୍ୟ ରହିଛି।ସେଠାରେ ତାଙ୍କର ଷ୍ଟାଇଲିସ ବାଇକ ମଧ୍ୟ ରହିଛି।