ଓଡିଶା ରେ ଯାତ୍ରା ହିରୋଇନ ମାନେ କେଉଁ ଗାଡି ରଖିଛନ୍ତି ଓ ଯାତ୍ରା Camp କୁ କିପରି ଯାଇଥାନ୍ତି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ,ଅସଲ ଦୁଃଖ ଆପଣ ଜାଣି ପାରିବେ…ଦେଖନ୍ତୁ Video

Spread the love

ଓଡ଼ିଶାରେ ଯାତ୍ରାର ଚାହିଦା ବହୁତ ଅଧିକ। ଯାତ୍ରା ଏବଂ ଗଣନାଟ୍ୟର ଉତ୍ପତ୍ତି ବୋଲି କୁହାଯାଉଥିବା ଏହି ଓଡିଶା ମାଟିର ରହିଛନ୍ତି ଅନେକ କଳାକାର। ଏହି କଳାକାର ମାନଙ୍କୁ ନେଇ ଗଢି ଉଠିଛି ଅନେକ ଗଣନାଟ୍ୟ। ସେହି ଗଣନାଟ୍ୟରୁ ଉତ୍ପତ୍ତି ହୋଇଛି ଅନେକ ସୁନାମଧନ୍ୟ କଳାକାରମାନେ। ଏହି ଯାତ୍ରା ଜଗତର ଏକ ସୁନାମଧନ୍ୟ ଗଣନାଟ୍ୟ ହେଉଛି କୋଣାର୍କ ଗଣନାଟ୍ୟ। ଅନେକ କଳାକାରମାନେ ଏହି ଗଣନାଟ୍ୟରୁ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ବର୍ତ୍ତମାନ ନିକଟରେ କୋଣାର୍କ ଗଣନାଟ୍ୟର ନାଟକ ପରିବେଷଣ କେନ୍ଦ୍ରାପଡା ଜିଲ୍ଲାର କାଠପଙ୍ଗରା ଗ୍ରାମରେ ରହିଛି। ସେଥିପାଇଁ ସମସ୍ତ କଳାକାରମାନେ ସେଠାକୁ ଯାଇଛନ୍ତି। ଦୀର୍ଘ ଦିନ ଧରି ଏହି ଯାତ୍ରା ଚାଲିବ ଏବଂ ସେଠାରେ କୋଣାର୍କ ଗଣନାଟ୍ୟକୁ ଛାଡି ଅନ୍ୟ ଦୁଇଟି ଯାତ୍ରା ପାର୍ଟି ମଧ୍ୟ ଆସିବ। ସେଥିପାଇଁ କୋଣାର୍କ ଗଣନାଟ୍ୟ ନିଜର ଶ୍ରେଷ୍ଠ ଦେବାକୁ ଆଶା ରଖିଛି।

ନିଜର କମେଡିଆନ, ହିରୋ, ହିରୋଇନ, ଭଳିୟାନ ଏବଂ ସହଯୋଗୀ କଳାକାରଙ୍କୁ ନେଇ କୋଣାର୍କ ଗଣନାଟ୍ୟ କେନ୍ଦ୍ରାପଡାରେ ପହଂଚିଛି। ଏହା ବ୍ୟତୀତ ଅନ୍ୟ କିଛି ଯାତ୍ରା ପାର୍ଟି ମଧ୍ୟ ଏହା ପ୍ରତିଯୋଗିତା କରିଛନ୍ତି ଏବଂ ଏହା ବ୍ୟତୀତ ରାଜ ମହଲରେ ଦୁଇଟି ଯାତ୍ରା ପାର୍ଟି ମଧ୍ୟ ପଡିଛି।କେନ୍ଦ୍ରାପଡା ଲୋକଙ୍କ

ଯାତ୍ରା ପ୍ରତି ଅନେକ ସ୍ନେହ ,ଶ୍ରଦ୍ଧା ଏବଂ ଭଲ ପାଇବା ରହିଛି। ସେଥିପାଇଁ ଆଗୁଆ ୭୦ ପ୍ରତିଶତ ଟିକେଟ ବୁକିଙ୍ଗ ସରିଗଲାଣି। କମେଡିଆନ ମୁନା ଭାଇ ଏହି ନାଟକ ପ୍ରତି ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ସେ ନିଜ ସାଥି ମାନଙ୍କୁ ରହିବା ପାଇଁ ନିଜ ଘର ଦେଇଥିଲେ। ଏହି ଗଣନାଟ୍ୟର ହିରୋ ହିରୋଇନମାନେ ମଧ୍ୟ ନିଜ ଅଭିନୟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

ସେମାନେ ସବୁଠାରୁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ଅଭିନୀତ ହେବାକୁ ଯାଉଥିବା ନାଟକର ନାଁ ହେଉଛି-” ଆଖି ଅବୁଝାକୁ , ଲୁହ ଅବୁଝା “। ବର୍ତ୍ତମାନ ସାରା ଓଡ଼ିଶାରେ ଏହି ଗଣନାଟ୍ୟ ନିଜର କମାଲ ଦେଖାଉଛି। ତେଣୁ ଅନେକ ସ୍ଥାନରେ ଏହାକୁ ଯାତ୍ରା ପାର୍ଟି ପଡି ଯାତ୍ରା ପରିବେଷଣ କରୁଛନ୍ତି। ଅନ୍ୟ ପାର୍ଟି ଥିଲେ ମଧ୍ୟ ଏହି ପାର୍ଟିର ଚାହିଦ ବହୁତ ଅଧିକ ରହିଛି।

ତେବେ ଯାତ୍ରା ପାର୍ଟି ର କଳାକାର ମାନେ ଭିର୍ଣ୍ଣ ଭିର୍ଣ୍ଣ ବାଟ ରେ ଯାତ୍ରା ପଡିଥିବା କ୍ୟାମ୍ପ କୁ ଯାଇଥାନ୍ତି,ଯେତେବେଳେ ସହ କଳାକାର ମାନେ ବାସ ରେ ଯାଇଥାନ୍ତି ଓ କିଛି ବଡ ବଡ ଯାତ୍ରା ଅଭିନେତା ମାନେ ଓ ହିରୋଇନ ମାନେ ମଧ୍ୟ ମାଲିକ ଦେଇଥିବା ଗାଡ଼ିରେ ଯଥାନ୍ତି କିନ୍ତୁ ଯେଉଁମାନେ ମୁଖ୍ୟ ନାୟକ କିମ୍ବା ନାୟିକା ଅଟନ୍ତି ସେମାନେ ନିଜ ପର୍ଶନଲ ଗାଡି ରେ ଯାଇଥାନ୍ତି

କିନ୍ତୁ ଯେଉଁ ସାଥି କଳାକାର ମାନେ ବାସ ରେ ଅତି ଗରମ ରେ ମଧ୍ୟ ଯାଇଥାନ୍ତି ଓ ସେମନକୁ ପର୍ଶନଲ ଘର ମଧ୍ୟ ମିଳେନାହିଁ ସେମାନେ ଅଧିକ ଦୁଃଖ ରେ ରହୁଥିଲେ ମଧ୍ୟ ଯାତ୍ରା କୁ ଭଲ ପାଉଥିବା ଓ ଦର୍ଶକ ଙ୍କ ଭଲ ପାଇବା ପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ ଅନେକ ଥର କହିବାର ଦେଖିବାକୁ ମିଲିଛୁ,ତେବେ ଆପଣଙ୍କ ପ୍ରିୟ ଯାତ୍ରା ପାର୍ଟି କିଏ ନିଶ୍ଚୟ ଜଣେଇବେ

Leave a Reply

Your email address will not be published. Required fields are marked *