ଯାତ୍ରା ଫାତ୍ରା ମାର ଗୁଲି ମୁଁ ବାହାଘର କେମିତି ହେବି ସେଇକଥା ଆଗେ ଚିନ୍ତା କର। ସାରା ଓଡ଼ିଶାବାସୀ ଦେଖିବ ସେଦିନ ଜଉ ଦିନ ରାନୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ଦେଖା କରିବାକୁ ଯିବ, ଏମିତି କିଛି ରାନୀ ପଣ୍ଡା କହିଥିଲେ।ରାନୀ ଆପଣ କୁହନ୍ତୁ ଯେ ୨୦୨୨ ମସିହାରେ ରାନୀ ବହୁତ ଚର୍ଚ୍ଚାରେ ଥିଲେ ଆଉ ଏଇ ୨୦୨୩ ରେ ରାନୀ
ପୁଣି ଚର୍ଚ୍ଚାରେ ରହିବେ? ରାନୀ ପଣ୍ଡା କହିଲେ କି ରାନୀ ପଣ୍ଡାଙ୍କୁ ସିନା ଓଡ଼ିଶାରେ ଅଧା ଲୋକ ଜାଣି ପାରୁ ନାହାଁନ୍ତି।ଓଡ଼ିଶାରେ ଯେତେ ଝିଅ ଅଛନ୍ତି ସମସ୍ତଙ୍କ ଠାରୁ ରାନୀ ପଣ୍ଡା ଟିକେ ନିଆରା। ହଁ ରାଣୀ ପଣ୍ଡା ଭାଷା କହୁ ଥାଇ ପାରେ। ସେ କାହିଁକି ଏମିତି ଭାଷା କହୁଛି..? ରାନୀ ପଣ୍ଡାଙ୍କୁ ସେତିକି କଷ୍ଟ ହଉଛି
ରାନୀ ପଣ୍ଡାକୁ ସେତିକି ବାଧୁଛି ବୋଲି ରାନୀ ପଣ୍ଡା ବାଧ୍ୟ ହେଇକି ଭାଷା କହୁଛି ଆଉ ମୁଁ ତ ଛାତିରେ ହାତ ଦେଇକି କହି ପାରିବେ ଯେ ରାନୀ ପଣ୍ଡା ଠାରୁ ଭଲ ଝିଅ ଏଇ ଦୁନିଆରେ କେହି ନଥିବେ। ଆଉ ଆପଣ ଏହି ନୂଆ ବର୍ଷରେ କଣ ସବୁ ପ୍ଲାନିଂ ରଖିଛନ୍ତି? ରାନୀ ପଣ୍ଡା କହୁଛନ୍ତି ସେମିତି କିଛି ମୁଁ ପ୍ଲାନିଂ ରଖି ନାହିଁ।
ହଁ ଓଡ଼ିଶାର ଗରିବ ଲୋକ ମାନଙ୍କ ଆଡ଼କୁ ସାହାଯ୍ୟ ସହଯୋଗର ହାତ ବଢେ଼ଇବାଟା ମୁଁ କେବେ ଛାଡି ପାରିବି ନାହିଁ ଏଇଟା ମୋର ନିହାତି ଭାବରେ ରହିବ। ଆପଣ ସୋସିଆଲ ମିଡିଆରେ ଗୋଟେ ଫୋଟ ପୋଷ୍ଟ କରିଥିଲେ ଆଉ କହିଥିଲେ ଯେ ଏଇଟା ଚଳିବ ତ ? ତାକୁ ନେଇକି ଆପଣ କଣ କହିବେ?
ରାନୀ କହୁଛନ୍ତି କଉ ଫୋଟ?ଆପଣ ଗୋଟେ ଫଟୋ ଛାଡ଼ିଥିଲେ କିଛି ଦିନ ପୂର୍ବରୁ ସେଥିରେ କହିଥିଲେ। ରାନୀ କହୁଛନ୍ତି ମୁଁ ଖାଲିଟାରେ କହି ଦେଇଥିଲି ସେଇଟା ଏତେ ଭାଇରାଲ ଆଉ ଯଦି ମୁଁ ସତରେ କହି ଦେବି ତାହେଲେ କଣ ନ ହେବ। ଏମିତି କିଛି ସେ କହିଥିଲେ।