ଗାଁ Jatraa ରେ ନଜର ଆସିଲେ ରୂପା ଓ ପିଣ୍ଟୁ,କଣ ଏଥର ଯାତ୍ରା ପାର୍ଟି ର ଯୋଗ ଦେବେ କି ଏହି ଦୁଇଜଣ,ଆସିଲା ଏହି ବଡ ଖୁସି ଖବର…ଦେଖନ୍ତୁ Video

Spread the love

ଅଭିନେତା ପିଣ୍ଟୁ ଓ ଅଭିନେତ୍ରୀ ରୂପାଙ୍କ ଯୋଡିକୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ ମଧ୍ୟ କରିଥାଏ।ତେବେ ନିଜର ଅଭିନୟ ପାଇଁ ସେ ବିଶେଷ ଭାବରେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ନିଜର ଅଭିନୟ ପାଇଁ ସେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜର ଏକ ସ୍ଵତ୍ତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ସେମାନେ ବିବାହ କରିବା ପୂର୍ବରୁ ଅଭିନୟ ଜଗତରେ ଏତେ ଅଧିକ ସକ୍ରିୟ ନଥିଲେ।ତେବେ ଏହା ପରେ ପରେ ସେମାନେ ବିବାହ କରିବା ପରେ ସେମାନେ ପ୍ରଥମେ ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରି ଦେଇଥିଲେ।ତେବେ ଅଭିନୟ ଦୁନିଆରେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିବା ପରେ

ସେମାନେ ବର୍ତ୍ତମାନ ସମସ୍ତଙ୍କର ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହୋଇ ଯାଇଛନ୍ତି।ଏହା ସହିତ ସେମାନଙ୍କର ଅଭିନୟ ମଧ୍ୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ ମଧ୍ୟ କରୁଛି।ତେବେ ଅଭିନୟ କରିବା ସହିତ ସେମାନେ ବର୍ତ୍ତମାନ ଅନେକ ଆଲବମ ମଧ୍ୟ କରୁଛନ୍ତି।ଯାହା ଫଳରେ ସେମାନେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜର ଏକ ବହୁତ ଭଲ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ଅଭିନୟ ଦୁନିଆରେ ନିଜର ଏକ ବହୁତ ଭଲ ପରିଚୟ ସୃଷ୍ଟି କରିବା ସହିତ ସେମାନେ ବର୍ତ୍ତମାନ ଅନେକ ଭାବରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ବର୍ତ୍ତମାନ ଅଭିନୟ ଜଗତରେ ସେମାନେ ଏକ ଆଗ ଧାଡ଼ିର ଅଭିନେତ୍ରୀ ଓ ଅଭିନେତା ଭାବରେ ପରିଚିତ ହୋଇ ପାରିଛନ୍ତି।

ତେବେ ନିକଟରେ ସେମାନେ ଏକ ଯାତ୍ରା ବୁଲିବା ପାଇଁ ଯାଇଥିଲେ।ଏହା ସହିତ ସେମାନେ ସେଠାରେ ବୁଲିବା ସହିତ ଏହାର ସମ୍ପୂର୍ଣ୍ଣ ଏକ ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଏହା ସହିତ ଏହାକୁ ଅନେକ ଲୋକ ଅନେକ ଭାବରେ ପସନ୍ଦ ମଧ୍ୟ କରିଛନ୍ତି।ଯାହା ଫଳରେ ସେମାନେ ବର୍ତ୍ତମାନ ଏହି ଭିଡିଓ ଦ୍ଵାରା

ମଧ୍ୟ ଅନେକ ଲୋକପ୍ରିୟତା ପାଇ ପାରିଛନ୍ତି।ତେବେ ଏହି ଭିଡିଓରେ ସେମାନେ ଯାତ୍ରା ଯିବା ପୂର୍ବରୁ ସଜବାଜ ହେବା ମଧ୍ୟ ଏଥିରେ ରହିଥିଲା।ଏହା ସହିତ ସମାନେ ଯାତ୍ରା ଯିବା ସହିତ ସେଠାରେ ବସି ଯାତ୍ରା ମଧ୍ୟ ଦେଖିଥିଲେ।ଏହା ସହିତ ଏହି ଭିଡିଓ ଦେଖିବା ପରେ ତାଙ୍କର ଲୋକପ୍ରିୟତା ମଧ୍ୟ ବଢ଼ି ବଢ଼ି ଚାଲିଛି।

ତେବେ ସେଠାକୁ ସେ ନିଜର ଝିଅକୁ ମଧ୍ୟ ନେଇ ଯାଇଥିଲେ।ଏହା ସହିତ ସେମାନେ ସେଠାରେ ଅନେକ ସମୟ ବୁଲିବା ପରେ ଯାତ୍ରା ଦେଖିଥିଲେ।ଏହା ସହିତ ଏହା ପରେ ସେମାନେ ଘରକୁ ଫେରି ଥିଲେ।ତେବେ ତାଙ୍କର ଝିଅ ଅନେକ ଜିନିଷ ମଧ୍ୟ କଣିଥିଲେ।ଏହା ସହିତ ଏହିପରି ଭାବରେ ସେମାନେ ଅନେକ ବୁଲିବା ପରେ ନିଜର ଘରକୁ ଫେରିଥିଲେ।

Leave a Reply

Your email address will not be published. Required fields are marked *