ଯେବେ ଷ୍ଟେଜ ଉପରେ ହଟାତ ଶାନ୍ତନୁ ଗୀତ Lyrics ଭୁଲିଗଲେ ଆଉ ତାପରେ ସବୁ ଲୋକ ଯାହା କହିଲେ ହଟହଟା ହେବାକୁ ପଡିଲା…ଦେଖନ୍ତୁ Video

Spread the love

ଆପଣ ମାନେ ତ ଶାନ୍ତନୁଙ୍କୁ ଜାଣିଥିବେ।ସେ ଏବେ ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି।ତାଙ୍କର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି।ସେ ଓଡିଶାର ଏକ ଲୋକପ୍ରିୟ ରିଆଲିଟି ଶୋରୁ ଅନେକ ଲୋକପ୍ରିୟତା ହାସଲ କରିଥିଲେ।ଏବେ ସେ ଅନେକ ଗୀତ ମଧ୍ୟ ଗାଉଛନ୍ତି।ଲୋକମାନେ ତାଙ୍କ ଗୀତକୁ ବହୁତ ପସନ୍ଦ କରୁଛନ୍ତି।ସେ ଏବେ ଷ୍ଟୁଡିଓରେ ଗୀତ ଗାଉଛନ୍ତି।ତାଙ୍କ ଗୀତ ଲୋକଙ୍କ ମନ ଜିଣି ନେଇଛି।

ତେବେ ଆପଣମାନେ ଜାଣିଥିବେ ସାନ୍ତନୁଙ୍କ ପାଞ୍ଚ ଛଅଟି ଆଲବମ ଗୀତ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।ତେବେ ଅନେକ କଳାକାର ତାଙ୍କର ପ୍ରଶଂସା କରିଛନ୍ତି।ବୟସରେ ସେ ଛୋଟ ହେଲେ ମଧ୍ୟ ସେ ବହୁତ ଭଲ ଗୀତ ଗାଇଛନ୍ତି।ଅନେକ ରିଆଲିଟି ଶୋରେ ସେ ବହୁତ ଭଲ ଗୀତ ଗାଇ ଜଜ ମାନଙ୍କ ମନ ଜିତି ନେଇଥିଲେ

ଅନେକ ଲୋକ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି।ପିଲା ଦିନରୁ ତାଙ୍କର ସଙ୍ଗୀତ ପ୍ରତି ରହିଛି ଦୁର୍ବଳତା।ତେବେ ସେ ଓଡିଶାର ନୂଆସୁର ନାମର ଏକ ମଞ୍ଚରେ ନିଜର ସଙ୍ଗୀତ ପ୍ରଦର୍ଶନ କରୁଥିଲେ।ଏହା ମାଧ୍ୟମରେ ହିଁ ସେ ଭାଇରାଲ ହୋଇପାରିଥିଲେ।ଏହା ପୂର୍ବରୁ ଏ ଏକ ହିନ୍ଦୀ ରିୟାଲିଟି ସୋରେ ମଧ୍ୟ ଗୀତ ଗାଇଥିଲେ

ତେବେ ସାନ୍ତନୁ କୁମାର ମହାନ୍ତିଙ୍କ ଗୀତ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ତାଙ୍କର କମେଡି ସାଙ୍ଗକୁ ତାଙ୍କର ଆକ୍ସନ ମଧ୍ୟ ସଭିଙ୍କ ପସନ୍ଦ ଥିଲା।ତାଙ୍କ ବିଷୟରେ ବର୍ତ୍ତମାନ ଏକ ଖବର ବହୁତ ଚର୍ଚ୍ଚାରେ ଅଛି।କିଛି ଦିନ ତଳେ ଏକ ମହୋତ୍ସବରେ ଶାନ୍ତନୁ ଗୀତ ଗାଉଥିଲେ।

ସେ ପପୁ ପମ ପମଙ୍କ ଏକ ଗୀତ ଗାଉଥିଲେ।ଗୀତ ଗାଇବା ବେଳେ ତାଙ୍କର ଗୀତ ମାନେ ପଡ଼ି ନଥିଲା।ସେ ଅଳ୍ପ ଗାଇବା ପରେ ଆଉ ଗାଇ ନଥିଲେ।ତେବେ ଲୋକମାନେ ଚାହିଁ ବସିଥାନ୍ତି ସାନ୍ତନୁଙ୍କ ଗୀତ ଶୁଣିବା ପାଇଁ।ତେବେ ଶାନ୍ତନୁ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛନ୍ତି ଓ ତାଙ୍କୁ ଓଡିଶା ଲୋକ ବହୁତ ଭଲ ପାଇବା ଦେଉଛନ୍ତି

କିନ୍ତୁ ମୁଖ୍ୟ କଥା ହେଲା କେତେ ଦିନ ଯାଏ ଏହି ସଫଳତା କୁ ରଖି ପାରିବେ ଏହି କୁନି ଗାୟକ ତାହା ଦେଖିବା ପାଇଁ ରହିଲା କାରଣ ଆଗରୁ ଏପରି ଅନେକ କଳାକାର ରାତାରାତି ଷ୍ଟାର ହେବ ପରେ ସଫଳତା କୁ ବଜେଇ ରଖି ପରି ନଥିଲେ ଓ ପରବର୍ତୀ ସମୟ ରେ ଲୋକ ତାଙ୍କୁ ମନରୁ ଭୁଲି ଯାଇଥିଲେ ତେବେ ଶାନ୍ତନୁ ଙ୍କ କ୍ଷେତ୍ର ରେ କଣ ଘଟିବ ଆତ୍ମହ ସମୟ କହିବ

Leave a Reply

Your email address will not be published. Required fields are marked *