ଯେବେ ଯୌତୁକରେ ମିଳି ଥିଲା ଟ୍ରେନ (Train) ସବୁ କଥା ଜାଣିବା ପରେ ଆପଣଙ୍କ ମୁଣ୍ଡ ଘୁରେଇ ଦବ,କହିବେ ବାପ ରେ ଏଭଳି ଲୋକ ମଧ୍ୟ ଅଛନ୍ତି…

Spread the love

ତେବେ ଏହି ଦୁନିଆରେ ଅନେକ ଅଦ୍ଭୁତ ଘଟଣା ଘଟିବା ସମ୍ପର୍କରେ ଆମେ ସମସ୍ତେ ଦେଖି ଥିବା ତେବେ ଆମେ ବର୍ତ୍ତମାନ ଏପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ଆଚାର୍ଯ୍ୟ ହୋଇଯିବେ।ତେବେ ସୂଚନା ଅନୁସାରେ ଜଣେ ବ୍ୟକ୍ତି ଏପରି କହୁ ଥିବାର ଦେଖା ଯାଇଛି କି ତାଙ୍କୁ ତାଙ୍କର ଶ୍ୱଶୁର ଘର ଲୋକ ଏକ ଟ୍ରେନ ଯୌତୁକରେ ପ୍ରଦାନ କରିଥିଲେ।ତେବେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଏକ ସ୍ବାଭାବିକ ଘଟଣା।

କାରଣ ସାଧାରଣ ଭାବରେ ଯଦି କୌଣସି ବ୍ୟକ୍ତି ନିଜର ଝିଅକୁ ଯୌତୁକ ଦେଇ ଥାଆନ୍ତି ତେବେ ଏହା ସାଧାରଣ ଭାବରେ ଏକ କାର କିମ୍ବା ଏକ ବାଇକ ହୋଇଥାଏ।ତେବେ ଆପଣ କେବେ ଏପରି ଭାବରେ କୌଣସି ବ୍ୟକ୍ତିଙ୍କୁ ଟ୍ରେନ ଯୌତୁକରେ ମିଳିଥିବା କଥା କେବେ ମଧ୍ୟ ଶୁଣି ନଥିବେ।କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ଏପରି କହି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ଏହା ସହିତ ସେ ବର୍ତ୍ତମାନ ଅନେକ ଲୋକଙ୍କ ପାଖରେ ନିଜର ଏହି କଥା ପାଇଁ ନିଜକୁ ପରିଚିତ କରି ଦେଇଛନ୍ତି।ତେବେ ସେ କହିଛନ୍ତି କି ତାଙ୍କର ବିବାହ ସମୟରେ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କୁ ଏକ ଟ୍ରେନ ଯୌତୁକରେ ପ୍ରଦାନ କରିଥିଲେ।କିନ୍ତୁ ଏହା ପରେ ମଧ୍ୟ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କୁ ଏହାକୁ ନେବା ପାଇଁ କହିଥିଲେ।

କିନ୍ତୁ ସେ ଏହାକୁ ଆଣି ନଥିଲେ।ଏହା ସହିତ ସେ କାହିଁକି ଆଣିଲେ ନାହିଁ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ସେହି ସମୟରେ ସେ କହିଥିଲେ କି ତାଙ୍କୁ ଚଳାଇବା ଜଣା ନଥିଲା ସେହି କାରଣ ପାଇଁ ସେ ଏହାକୁ ଆଣି ନଥିଲେ।ତେବେ ଏହା ଶୁଣିବା ପାଇଁ ବହୁତ ମଜାଦାର ହୋଇ ଥିବାରୁ ବର୍ତ୍ତମାନ ଏହାକୁ ବର୍ତ୍ତମାନ ଅନେକ ଲୋକ ବହୁତ ପସନ୍ଦ କରୁଛନ୍ତି।

ଏହା ସହିତ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଏହା ସହିତ ଏହାକୁ ବର୍ତ୍ତମାନ ଅନେକ ଲୋକ ପସନ୍ଦ ମଧ୍ୟ କରୁଛନ୍ତି।ତେବେ ଯେପରି ଭାବରେ ସେ ଏହାକୁ କହୁଥିଲେ।ଏହା ଶୁଣିବା ପାଇଁ ମଧ୍ୟ ବହୁତ ଭଲ ଲାଗୁଥିଲା।ସେହି କାରଣରୁ ବର୍ତ୍ତମାନ ଅନେକ ଲୋକ ଏହାକୁ ପସନ୍ଦ କରିବା ସହିତ ଏହାକୁ ବର୍ତ୍ତମାନ ଅନେକ ସେୟାର ମଧ୍ୟ କରୁଛନ୍ତି।

ଏହା ସହିତ ସେ ଏପରି ଭାବରେ କହି ବର୍ତ୍ତମାନ ଅନେକ ଚର୍ଚ୍ଚିତ ହୋଇ ଯାଇଛନ୍ତି।ଏହା ସହିତ ତାଙ୍କର ଏପରି କଥାକୁ ବର୍ତ୍ତମାନ ବହୁତ ଲୋକ ଦେଖିବା ସହିତ ଏହାକୁ ଦେଖିବା ପରେ ବହୁତ ହସୁଛନ୍ତି ମଧ୍ୟ।କାରଣ ସେହି ବ୍ୟକ୍ତି ଜଣଙ୍କ ଏକ ନିଆଁରା ଢଙ୍ଗରେ ଏହି ସମସ୍ତ କଥା କହିଥିଲେ।ଯାହା ସମସ୍ତଙ୍କୁ ବହୁତ ଅଧିକ ଆକର୍ଷିତ ମଧ୍ୟ କରିଥିଲା।ଏହା ସହିତ ଏହାକୁ ଦେଖିବା ପାରେ ବର୍ତ୍ତମାନ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।କାରଣ ଜଣେ ବ୍ୟକ୍ତି ଏପରି ଭାବରେ ଟ୍ରେନ ଯୌତୁକରେ ମିଳିବା କଥା କିପରି ଭାବରେ କହି ପାରିବେ।ଏହା ଏକ ଅସମ୍ଭବ କଥା ମଧ୍ୟ ଅଟେ।

Leave a Reply

Your email address will not be published. Required fields are marked *