ଜେଜେମା ଏମିତି ବନାନ୍ତି ସୋୟାବିନ (Soybean) ବଡି ତରକାରୀ,ଆପଣ ହାତ ଚାଟି ଖାଇବେ ପୁରା ମାଂସ ଭଳିଆ ସ୍ୱାଦ ଲାଗିବ ଖାଇଲେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଶ୍ୱରର।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଏଜି ଆମେ ଜାଣିବା ଜେଜେ ମାଆଙ୍କର ହାତ ତିଆରି ସୋୟାବିନ ବଡି ତରକାରୀ ବିଷୟରେ ଏବଂ ଏହାକୁ ଆପଣ କିପରି ତିଆରି କରବେ ଓ ଏଥିପାଇଁ ଆପଣଙ୍କୁ କେଉଁ ସବୁ ସାମଗ୍ରୀର ଆବଶ୍ୟକତା ପଡିବ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଦରକାର ଏକ ସୋୟାବିନ ବଡି।ଆପଣ ଅବଶ୍ୟକ ମାତ୍ରାରେ ସୋୟାବିନ ବଡି ନିଅନ୍ତୁ ଏବଂ ଏକ ପାତ୍ରରେ ରଖି ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ।ଏହାପରେ ଆପଣଙ୍କୁ ଦରକାର ହେବ ଆଳୁ।ଆପଣ ଆଳୁକୁ ଭଲ ଭାବରର ଧୋଇ ତାହାର ଚୋପା ବାହାର କରି ତାହାକୁ ପନିକି ସାହାଯ୍ୟରେ କାଟି ଦିଅନ୍ତୁ।

ଆଳୁ କାଟିସାରିବା ପରେ ରସୁଣ ନିଅନ୍ତୁ ଏବଂ ତାହାର କୋଲା ଭଲ ଭାବରେ ପନିକି ସାହାଯ୍ୟରେ ଛଡାଇଦିଅନ୍ତୁ ଏବଂ ଏକ ପାତ୍ରରର ରଖନ୍ତୁ।ଏହା ସହିତ ଅଦା ମଧ୍ୟ ଭଲ ଭାବରେ କାଟି ସେହି ପାତ୍ରରେ ରଖନ୍ତୁ।ଏହା କରିସାରିବା ପରେ ଆପଣ ଆବଶ୍ୟକ ମାତ୍ରାରେ ପିଆଜ ଆଣି ତାକୁ ଭଲ ଭାବରେ ଚୋପା ଛଡେଇବା ପରେ

ତାକୁ ମଧ୍ୟ ଛୋଟ ଛୋଟ ଖଣ୍ଡରେ କାଟି ଏକ ପାତ୍ର ମଧ୍ୟରେ ରଖନ୍ତୁ।ଏହାପରେ ନେଇଥିବା ଅଦା ଏବଂ ରସୁଣକୁ ନେଇ ତାହାକୁ ଛେଚି ଗୁଣ୍ଡ କରନ୍ତୁ।ଓ ତାହାର ଏକ ପେଷ୍ଟ ବନାନ୍ତୁ।ବର୍ତ୍ତମାନ ଏକ କଡେଇକୁ ଗରମ କରି ସେଥିରେ ତେଲ ପକାନ୍ତୁ।ତେଲ ଗରମ ହେବାପରେ ସେଥିରେ ନେଇଥିବା ସୋୟାବିନ ପକାନ୍ତୁ।ଓ ତାହାକୁ ଭଲ ଭାବାରେ ଘାଣ୍ଟି ଗରମ କରନ୍ତୁ।

ବର୍ତ୍ତମାନ ଅନ୍ୟ ଏକ କଡେଇରେ ତେଲ ନେଇ ତାହାକୁ ଗେମ କରନ୍ତୁ ଏବଂ ସେଥିରେ କଟା ହୋଇଥିବା ପିଆଜ ପକାଇ ତାହାକୁ ଘାଣ୍ଟନ୍ତୁ।ଏହାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପେଷ୍ଟ ପକାନ୍ତୁ।ଏହାପରେ ତାକୁ ଭଲ ଭାବରେ ଗୋଳାନ୍ତୁ ଓ ସେଥିରେ ଲଙ୍କାଗୁଣ୍ଡ ପକାନ୍ତୁ।ହଳଦୀ ଗୁଣ୍ଡ ଏବଂ ଅନ୍ୟ ମସଲା ପକାନ୍ତୁ

ଏଠାପରେ ସେଥିରେ ଆଳୁ ପକାନ୍ତୁ ଏବଂ ବର୍ତ୍ତମାନ ସେଥିରେ ସୋୟାବିନକୁ ପକାନ୍ତୁ।କିଛି ସମୟ ଘାଣ୍ଟିବାପରେ ସେଥିରେ ଅଳ୍ପ ପାଣି ପକାନ୍ତୁ।କିଛି ସମୟ ତାହାକୁ ଏପରି ଘାଣ୍ଟିବା ପରେ ଏହାକୁ ଚୁଲିରୁ କାଢିଦିଅନ୍ତୁ।ବର୍ତ୍ତମାନ ପ୍ରସ୍ତୁତ ହୋଇଯିବ ଜେଜେମାଙ୍କ ହାତ ତିଆରି ସୋୟାବିନ ତରକାରୀ।ଏହାକୁ ଆପଣ ନିଶ୍ଚିତ ପ୍ରସ୍ତୁତ କରି ଦେଖନ୍ତୁ।

Leave a Reply

Your email address will not be published. Required fields are marked *