ତେବେ ଏହି ଦୁନିଆରେ ଏପରି ଅନେକ ଘଟଣା ଘଟିଥାଏ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥାଏ।ତେବେ ଆମେ ବର୍ତ୍ତମାନ ଏପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଏହା ସହିତ ଆପଣ ଏହା ବିଶ୍ୱାସ କରି ପାରିବେ ନାହିଁ କି ବାସ୍ତବରେ ଏପରି ମଧ୍ୟ ହୋଇ ଥାଏ।ତେବେ ସାଧାରଣ ଭାବରେ ଆପଣ ଏହା ଜାଣି ଥିବେ କି ବିବାହ କରିବା ପାଇଁ ଆଜିକାଲି ଅନେକ ପୁଅ ଓ ଝିଅ ପରସ୍ପରକୁ ଭଲ ପାଇ ଘର ଛାଡି ଚାଲି ଯାଉଛନ୍ତି।
ତେବେ ଜଣେ ପୁଅ ଜଣେ ଝିଅ ସହିତ ଫେରାର ହୋଇଯିବା ଏକ ସାଧାରଣ କଥା।ତେବେ ଆମେ ବର୍ତ୍ତମାନ ଆପଣଙ୍କୁ ଏପରି କିଛି କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଏହା ସହିତ ଆପଣ ଏହା ବିଶ୍ୱାସ କରି ପାରିବେ ନାହିଁ କି ଏପରି ମଧ୍ୟ ଏହି ଦୁନିଆରେ ହୋଇଥାଏ।
ତେବେ ଜଣେ ବ୍ୟକ୍ତି ନିଜର ପ୍ରେମିକାଙ୍କ ମାଆଙ୍କ ସହିତ ଫେରାର ହୋଇ ଯାଇଛନ୍ତି ତେବେ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଭଳି ଲାଗୁଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା ଅଟେ।ତେବେ ସେହି ଯୁବକ ପ୍ରଥମେ ନିଜର ପ୍ରେମିକାଙ୍କ ସହିତ ରହୁଥିଲେ।ତେବେ ତାଙ୍କର ପ୍ରେମିକା ତାଙ୍କର ମାଆ ଓ ସେ ଏକାଠି ରହୁଥିଲେ।
ତେବେ ସେଠାରେ କିଛି ଦିନ ରହିବା ପରେ ହୁଏତ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା।ଏହା ସହିତ ଏହା ପରେ ସେମାନେ ପରସ୍ପରକୁ ବିବାହ କରିବା ପାଇଁ ମଧ୍ୟ ନିଷ୍ପତି ନେଇ ଯାଇଥିଲେ।ତେବେ ଏହା ଶୁଣିବାକୁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟର କଥା ଅଟେ।ତେବେ ଏହା ପରେ ମଧ୍ୟ ଏପରି ବାସ୍ତବରେ ହୋଇଛି।
ତେବେ ସେହି ବ୍ୟକ୍ତି ଜଣଙ୍କ ଯେତେବେଳେ ନିଜର ପ୍ରେମିକାଙ୍କ ମାଆଙ୍କ ସହିତ ଫେରାର ହୋଇ ଯାଇଥିଲେ ଏହା ସମସ୍ତଙ୍କୁ ଚକିତ କରି ଦେଇଥିଲା।ଏହା ସହିତ ଏପରି ହେବା ପରେ ଅନେକ ଲୋକ ଏହାକୁ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ।ଏହା ସହିତ ଏହି ଘଟଣା ପରେ ଏହାକୁ ନେଇ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କରି ଦେଇଥିଲେ।
ଏହା ପରେ ମଧ୍ୟ ଯାହା ହୋଇଥିଲା ଏହାକୁ ଶୁଣିବା ପରେ ମଧ୍ୟ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ସେହି ବ୍ୟକ୍ତିଙ୍କ ପିତାଙ୍କ ସହିତ ତାଙ୍କର ପ୍ରେମିକା ମଧ୍ୟ ବିବାହ କରି ଦେଇଥିଲେ।ଏହା ସହିତ ଏହିପରି ଭାବରେ ସମ୍ପୂର୍ଣ୍ଣ ଭାବରେ କଥା ଓଲଟା ହୋଇ ଯାଇଥିଲା।ଏହା ସହିତ ଏହା ସେହି ଅଞ୍ଚଳର ଲୋକଙ୍କୁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ କରି ଦେଇଥିଲା।
ଏହା ସହିତ ଏପରି କିପରି ହୋଇ ପାରିବ ବୋଲି ଅନେକ ଲୋକ ମନେ ମନେ ନିଶ୍ଚୟ ଭାବରେ ଚିନ୍ତା କରୁଥିବେ।ତେବେ ଏହା ପରେ ମଧ୍ୟ ଏପରି ବାସ୍ତବରେ ହେଉଛି।ଏହା ସହିତ ଏହା ସମସ୍ତଙ୍କୁ ଚକିତ ମଧ୍ୟ କରି ଦେଇଥିଲା।ଏହା ସହିତ ଏହି ଘଟଣା ଶୁଣିବା ପରେ ଯେ କୌଣସି ବ୍ୟକ୍ତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ।