ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ବିଶେଷ ଖବର ବିଷୟରେ ଆଲୋଚନା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଜ୍ୟୋତିପ୍ରକାଶଙ୍କ ସାନ ଭାଇ ହେଉଛନ୍ତି ସ୍ରୋୟଂ ପ୍ରକାଶ।ସେ ଏବେ ଜଣେ ଛୋଟ ଛୁଆ ଏବଂ ତାଙ୍କୁ ମାତ୍ର ଚାରି ବର୍ଷ ବୟସ।ଆପଣତ ଜାଣିଥିବେ ତାର ବଡ଼ ଭାଇର ଏହି କିଛି ଦିନ ତଳେ ମୃତ୍ୟୁ ହୋଇଥିଲା ବୋଲି।
ଏହି କଥାରେ ତାଙ୍କର ପାରିବାର ବ୍ୟକ୍ତି ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ପଡ଼ିଥିଲେ।ତାହାର ସାନ ଭାଇ ସହିତ ରିପୋର୍ଟର ଜଣେ କଥା ହେଉଛନ୍ତି।ସେହି ରିପୋର୍ଟର ଜଣଙ୍କ ତାକୁ ଅନେକ ଛୋଟ ଛୋଟ ପ୍ରଶ୍ନ ପଚାରୁଛନ୍ତି ଓ ସେ ତାହାର ଉତ୍ତର ମଧ୍ୟ ଦେଉଛି କଅଁଳ କଥାରେ।ଆପଣମାନେ ତ ଛୋଟ ପିଲା ମାନଙ୍କ କଥା ଜାଣିଥିବେ ସେମାନଙ୍କ ଦୁନିଆ ଏବଂ ସମାଜ ବିଷୟରେ କୌଣସି ପ୍ରକାର ଜ୍ଞାନ ନଥାଏ
ସେମାନେ ନିଜର ଏକ ଦୁନିଆରେ ରହିଥାନ୍ତି।ଏହି ପିଲାଟି ମଧ୍ୟ ସେହିଭଳି ଭାବରେ ସବୁ ପ୍ରଶ୍ନର ଉତ୍ତର ଦେଉଥିଲା।ତାକୁ ଯେତେବେଳେ ଭାଇ କୁଆଡେ ଯାଇଛି ବୋଲି ପଚାରାଯାଇଥିଲା ସେ କେତେବେଳେ କହୁଛି ଭାଇ ପାଣିରେ ଭାସିଯାଇଛି ତ କେତେବେଳେ ଭାଇ ହଷ୍ଟେଲ ଯାଇଛି ବୋଲି କହୁଛି।କିନ୍ତୁ ଛୁଆଟି ଏହା କହିପାରୁନି ଯେ ଭାଇ ଆଉ ଏ ଦୁନିଆରେ ନାହିଁ ବୋଲି।
ଯାହାକି ସେ ଠିକ ଭାବରେ କିଛି କହି ମଧ୍ୟ ପାରୁନାହିଁ।ଏହି ଛୁଆର ଭବିଷ୍ୟତକୁ ନେଇ ଏବେ ଏହି ପରିବାର ଚିନ୍ତାରେ।ଏହି ଛୁଆର ଭବିଷ୍ୟତକୁ ନେଇ ମଧ୍ୟ ପ୍ରତିଶୃତି ଦେଇଛନ୍ତି ସାଂସଦ।ଏହା ମଧ୍ୟରେ ତାକୁ ରିପୋର୍ଟର ଜଣଙ୍କ ଏହି କଥା ଆଉ ନ ପଚାରି ତାହାର ଖେଳ କଥା ପଢ଼ା କଥା ଓ ଏହିପାରି ଅନ୍ୟ କଥା ସବୁ ପଚାରିଥିଲେ।ଯାହାର ଉତ୍ତର ମଧ୍ୟ ସେହି ଛୁଆଟି ଖୁବ ସୁନ୍ଦର ଭାବରେ ଦେଇଥିଲା।
ସେ ସେହି ରିପୋର୍ଟର ଜଣଙ୍କ ସହିତ ଭଲେ ମିଶୁଥିଲା ଓ ସବୁ କଥା ଭଲ ଭାବରେ ଜଣାଉଥିଲା।ଚାରି ବର୍ଷର ଶିଶୁ ଖନେଇ ଖନେଇ ସବୁ କଥା କହୁଥିଲେ।ଓ ଆଗକୁ ଲକ୍ଷ ପଚାରିଲେ ପୋଲିସ ଚାକିରୀଟିଏ କରିବି ବୋଲି ମଧ୍ୟ କହୁଛନ୍ତି ସେହି ଛୋଟ ଛୁଆ ଜଣଙ୍କ।ଏହି ଛୁଆର ଭବିଷ୍ୟତକୁ ନେଇ ଏବେ ଏହି ପରିବାର ଆଗକୁ ବଢିବ।ଜ୍ୟୋତି ପ୍ରକାଶଙ୍କ ପରେ ସ୍ରୋୟଂ ପ୍ରକାଶହିଁ ରହିବ ଏହି ପରିବାରର ଆଗାମୀ ଭବିଷ୍ୟତ।