ଅଭିନେତା Boby ମିଶ୍ର ପିଣ୍ଟୁ ନନ୍ଦ ଙ୍କୁ ନେଇ କହିଲେ ଏମିତି,ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…

Spread the love

ପିଣ୍ଟୁ ସହିତ ପହର ଦିନ ମୁଁ ଦେଖା କରିକି ଆସିଛି ଆଉ ଆପଣ ମାନେ ଜଉ କହୁଛନ୍ତି ଟ୍ରାଂସପ୍ଲାଣ୍ଟ ହେବ ସେଇଟା ଏବେ ଯାଏ ଠିକ ହେଇନି, ଡାକ୍ତର ଦେଖନ୍ତୁ ଆଉ ଡାକ୍ତର ଯାହା ମେଡିସିନ ଦେବେ ସେଇଟା ଖାଇବା ପରେ ଠିକ ମଧ୍ୟ ହେଇପାରେ। ଏମିତି କିଛି ବବି ମିଶ୍ର କହିଥିଲେ।ପିଣ୍ଟୁନନ୍ଦ ଏବେ ହସ୍ପିଟାଲରେ ଅଛନ୍ତି ବୋଲି ଶୁଣିବାକୁ ମିଳିଛି

ଆଉ ତାଙ୍କର ଲିଭର ଟ୍ରାଂସପ୍ଲାଣ୍ଟ ହେବା ଖବର ମଧ୍ୟ ସାମ୍ନାକୁ ଆସିଛି ତେଣୁକରି ତାକୁ ନେଇକି ଆପଣ କଣ କହିବେ? ବବି ମିଶ୍ର କହିଲେ, ଦେଖନ୍ତୁ ମୁଁ ଏବେ କଲିକତାରେ ଅଛି ଗୋଟେ ଟିଭି ଚ୍ୟାନେଲରେ ରିଆଲିଟି ଶୋ କରିବାକୁ ଆସିଛି ଆଉ ମୁଁ ପହର ଦିନ ପିଣ୍ଟୁକୁ ଦେଖା କରିକି ଆସିଛି।ଆପଣ ମାନେ ଜଉ

କହୁଛନ୍ତି ତାର ଟ୍ରାଂସପ୍ଲାଣ୍ଟ ହେବ ସେଇଟା ଏବେ ଯାଏ ଠିକ ହେଇନି, ଡାକ୍ତର ଦେଖନ୍ତୁ ଆଉ ଡାକ୍ତର ଯାହା ମେଡିସିନ ଦେବେ ସେଇଟା ଖାଇବା ପରେ ଠିକ ମଧ୍ୟ ହେଇପାରେ କିମ୍ବା ଟ୍ରାଂସପ୍ଲାଣ୍ଟ ହେବ କି କଣ ସେଇଟା ଡାକ୍ତର କହିବେ। ତେଣୁକରି ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ପିଣ୍ଟୁ ସୁସ୍ଥ ହେଇଯାଉ

ଆଉ ପିଣ୍ଟୁ ହଉଛନ୍ତି ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରିର ବହୁତ ବଢିଆ କଳାକାର।ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଆପଣ ଯେଉଁ ଭଗବାନଙ୍କୁ ମାନନ୍ତି ଭଗବାନଙ୍କ ପାଖରେ ପିଣ୍ଟୁ ପାଇଁ ପ୍ରାର୍ଥନା କରନ୍ତୁ ଆଉ ସେ ଜଲଦି ଭଲ ହେଇଯାଉ। ଏମିତି କିଛି ବବି ମିଶ୍ର କହିଥିଲେ।ଆମେ ମଧ୍ୟ ଚାହୁଁଛୁ ସେ ଖୁବ ଶୀଘ୍ର

ଭଲ ହେଇ ଯାଆନ୍ତୁ ଆଉ ଆମେ ତାଙ୍କୁ ପୁଣି ଥରେ ବଡ଼ ପରଦାରେ ଦେଖୁ। ବବି ମିଶ୍ର କହିଲେ, ତାଙ୍କର ସେଇ ଅସୁବିଧା ହେବନି ଜଉଟା ଆମେ ଭାବୁଛନ୍ତି ଆଉ ମୁଁ ମଧ୍ୟ ଭାରତର ଭଲ ଭଲ ଡାକ୍ତର ମାନଙ୍କ ସହିତ କନଶଲ୍ଟ କରିଛି ସେମାନେ କହିଲେ ଏତେ ଜଲ୍ଦୀ ଟ୍ରାଂସପ୍ଲାଣ୍ଟ ହୁଏନି ତେଣୁକରି ଆପଣ ଆସନ୍ତୁ

ଆମେ ଟେଷ୍ଟ କରିକି କହିବୁ ଯେ ଟ୍ରାଂଶସପ୍ଲାଣ୍ଟ ହେବ ନା ମେଡ଼ିସିନ ଦ୍ଵାରା ଭଲ ହେବ ଆଉ ଏବେ ତ ମୁଁ କୋଲକାତା ପଳାଇ ଆସିଛି ତେଣୁକରି ତାଙ୍କର ରିପୋର୍ଟ ମୋ ପାଖରେ ଏବେ କିଛି ନାହିଁ।ପିଣ୍ଟୁ ମଧ୍ୟ କାଲି ମତେ କଲ କରିଥିଲା ହେଲେ ମୁଁ ଯେହେତୁ ଶୁଟିଂରେ ଥିଲି ତେଣୁ କଲ ରିଶିଭ କରିପାରି ନଥିଲି

ଆଉ ପରବର୍ତ୍ତୀ ସମୟରେ ମୁଁ କଲ କରିଥିଲି ହେଲେ ସେ ଉଠେଇ ପାରିନଥିଲେ ତେଣୁ ନିହାତି ଭାବରେ ତାଙ୍କର ଦେହ ଟିକେ ଖରାପ ଅଛି ହେଲେ ନିଶ୍ଚିତ ଭାବରେ ଭଲ ହେଇଯିବେ। ଏମିତି କିଛି ବବି ମିଶ୍ର କହିଥିଲେ।

Leave a Reply

Your email address will not be published. Required fields are marked *