କାହିଁକି ହେଉ ନାହିଁ ରାଜବିରର Treatments,କାହିଁକି ହସ୍ପିଟାଲ ନେଉନାହାନ୍ତି ରାଜବୀରଙ୍କ ମା,ଅସଲ ସତ ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ…ଦେଖନ୍ତୁ Video

Spread the love

ତେବେ ରାଜବିରଙ୍କ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ତାଙ୍କର ପରିବାର ଲୋକ ତାଙ୍କର ଚିକିତ୍ସା ପାଇଁ ଯେପରି ଭାବରେ ପ୍ରୟାସ କରିଥିଲେ ଏହା ସମ୍ପର୍କରେ ମଧ୍ୟ ଆମେ ସମସ୍ତେ ଭଲ ଭାବରେ ଜାଣୁ।କିନ୍ତୁ ତାଙ୍କର ଚିକିତ୍ସା ବର୍ତ୍ତମାନ ହେଉ ନାହିଁ ବୋଲି ଶୁଣିବାକୁ ମିଳିଛି।ତେବେ ସୂଚନା ଅନୁସାରେ ରାଜବିର ଏକ ବିରଳ ରୋଗରେ ପୀଡ଼ିତ ଅଛନ୍ତି।ଯାହା ଫଳରେ ତାଙ୍କର ଚିକିତ୍ସା କରିବା ପାଇଁ ତାଙ୍କର ପରିବାର ଲୋକ ପ୍ରାୟ ୧୬ କୋଟି ଟଙ୍କା ଆବଶ୍ୟକ ଅଟେ ବୋଲି କହିଥିଲେ।

ଏହା ସହିତ ଚିକିତ୍ସକ ମଧ୍ୟ କହିଥିଲେ କି ଏହି ରୋଗର ଚିକିତ୍ସା ପାଇଁ ୧୬ କୋଟି ଟଙ୍କାର ଆବଶ୍ୟକତା ରହିଛି।ଏହା ଫଳରେ ତାଙ୍କର ପରିବାର ଲୋକ ସମସ୍ତଙ୍କ ପାଖରେ ସହାୟତା କାମନା କରିଥିଲେ।ଏହା ସହିତ ସମସ୍ତ ଲୋକଙ୍କ ପାଖରୁ ସେ ଏହା ଆଶା କରିଥିଲେ କି ସମସ୍ତେ ତାଙ୍କର ପୁଅର ଚିକିତ୍ସା ପାଇଁ କିଛି କିଛି ଅର୍ଥ ଦାନ କରିବେ।

ଯାହା ଫଳରେ ତାଙ୍କର ପୁଅର ଚିକିତ୍ସା ହୋଇ ପାରିବ।ଏହା ସହିତ ତାଙ୍କର ପୁଅର ଚିକିତ୍ସା ପାଇଁ ଓଡ଼ିଶାର ସମସ୍ତ ଲୋକ ବାହାରକୁ ଆସିଥିଲେ।ଏହା ସହିତ ତାଙ୍କର ଚିକିତ୍ସା ପାଇଁ ସମସ୍ତେ ଅର୍ଥ ଯୋଗାଡ଼ କରିବା ଆରମ୍ଭ କରି ଦେଇଥିଲେ।ଏହା ସହିତ ତାଙ୍କର ଅର୍ଥ ଯୋଗାଡ଼ ମଧ୍ୟ ଅନେକ ଭାବରେ ସଫଳ ହୋଇ ଥିଲା।

ଅନେକ ଲୋକ ତାଙ୍କର ଚିକିତ୍ସାରେ ଅର୍ଥ ସହାୟତା କରିଥିଲେ।ତେବେ ଅର୍ଥ ଯୋଗାଡ଼ ହେବା ସମୟରେ କିଛି ସମସ୍ୟା ମଧ୍ୟ ଆରମ୍ଭ ହୋଇ ଯାଇଥିଲା।ତେବେ ସୂଚନା ଅନୁସାରେ ଯେତେବେଳେ ଅର୍ଥ ଯୋଗାଡ ପାଇଁ ପ୍ରୟାସ ଚାଲୁଥିଲା ସେହି ସମୟରେ ସେହି ଅର୍ଥକୁ ନେଇ ଅନେକ ପ୍ରକାରର ସମସ୍ୟା ଦେଖା ଯାଇଥିଲା ବୋଲି ଜଣା ପଡିଥିଲା।

ତେବେ ସେ ଯାହା ମଧ୍ୟ ହେଉ ତାଙ୍କର ଚିକିତ୍ସା ପାଇଁ ଅନେକ ଭାବରେ ଅର୍ଥ ଯୋଗାଡ ହୋଇ ପାରି ଥିଲା।ଏହା ସହିତ ଏହା ପରେ ମଧ୍ୟ ତାଙ୍କର ଚିକିତ୍ସା ହେଉ ନାହିଁ ବୋଲି ଜଣା ପଡ଼ିଛି।ଏହା ସହିତ ସେ ବର୍ତ୍ତମାନ ଚିକିତ୍ସାଳୟରେ ମଧ୍ୟ ନାହାନ୍ତି।ଏହା ସହିତ ଏହା ପରେ ମଧ୍ୟ ବର୍ତ୍ତମାନ ଅନେକ ଲୋକ ଏହା ପ୍ରଶ୍ନ କରିଛନ୍ତି କି ଯଦି ସେ ବର୍ତ୍ତମାନ ଚିକିତ୍ସାଳୟରେ ନାହାନ୍ତି

ତେବେ ତାଙ୍କର ଚିକିତ୍ସା ମଧ୍ୟ ବର୍ତ୍ତମାନ ହେଉ ନାହିଁ।ଏହା ସହିତ ତାଙ୍କର ପରିବାର ଲୋକ ତାଙ୍କର ଚିକିତ୍ସା ପାଇଁ ଲୋକଙ୍କ ପାଖରୁ ଯେଉଁ ଅର୍ଥ ନେଇ ଥିଲେ ଏହାକୁ ସେ କଣ ପାଇଁ ତାଙ୍କର ଚିକିତ୍ସା ପାଇଁ ବ୍ୟବହାର କରୁ ନାହାନ୍ତି ବୋଲି ବର୍ତ୍ତମାନ ଅନେକ ଲୋକ ପ୍ରଶ୍ନ କରିଛନ୍ତି।ଏହା ସହିତ ଅନେକ ଲୋକ

ବର୍ତ୍ତମାନ ଏହା ଦାବି କରିଛନ୍ତି କି ତାଙ୍କର ଚିକିତ୍ସା ତୁରନ୍ତ କରାଯାଉ।ନଚେତ ଯଦି ସେ ତାଙ୍କର ଚିକିତ୍ସା କରୁ ନାହାନ୍ତି ତେବେ ସେ ଲୋକଙ୍କୁ ଅର୍ଥ କଣ ପାଇଁ ସହାୟତା କରିବା ପାଇଁ କହିଥିଲେ।ଏହା ସହିତ ବର୍ତ୍ତମାନ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମଧ୍ୟ ଅନେକ ଲୋକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *