ପିଣ୍ଟୁ ରାଗିଲେ (Angry) ରୂପାଙ୍କ ଉପରେ,କାରଣ ଜାଣିବା ପରେ ଆପଣ ମଧ୍ୟ ହସି ହସି ଗାଡିବେ ଆଉ କହିବେ ପଇସା ପାଇଁ ଏମାନେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଏବେ ଗଣ ମାଧ୍ୟମରେ ଅନେକ ଖବର ଚର୍ଚ୍ଚାରେ ରହିଛି।ଆପଣ ମାନେ ତ ଅନେକ ଖବର ଦେଖିବାକୁ ଓ ଶୁଣିବାକୁ ପାଉଥିବେ।ଆଜି ଆମେ ଜଣେ ୟୁଟ୍ୟୁବର ପିଣ୍ଟୁଙ୍କ ବିଷୟରେ ଜାଣିବା।ଆସନ୍ତୁ ଜାଣିବା ଏହି ତଥ୍ୟ ବିଷୟରେ।ଆପଣ ମାନେ ତ ତାଙ୍କୁ ବେସ ଭଲ ଭାବେ ଜାଣିଥିବେ।ତେବେ ଆପଣ ତ ରୂପା ଓ ପିଣ୍ଟୁଙ୍କୁ ଭଲ ଭାବେ ଜାଣିଥିବେ।ସେ ତାଙ୍କ ସ୍ତ୍ରୀ ରୂପାଙ୍କ ସହ ଅନେକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

ଦୁହେଁ ଦୁହିଁଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ।ଏବେ ସେ ଓଡିଶାରେ ବହୁତ ଚର୍ଚ୍ଚିତ ଅଛନ୍ତି।ଓଡିଶାର ସବୁ ଲୋକ ତାଙ୍କ ଭିଡିଓକୁ ପସନ୍ଦ କରୁଛନ୍ତି।ସେ ୟୁଟ୍ୟୁବରେ ନିଜର ଅନେକ ଭିଡିଓ କରି ପୋଷ୍ଟ କରୁଛନ୍ତି।ଏବେ ସେ ବହୁତ ଚର୍ଚ୍ଚାରେ ଅଛନ୍ତି।ଅନେକ ଲୋକ ତାଙ୍କ ଭିଡିଓକୁ ଦେଖୁଛନ୍ତି ଓ ପସନ୍ଦ ମଧ୍ୟ କରୁଛନ୍ତି।

ଏହା ସହ ସେ ନିଜ ଇଷ୍ଟାଗ୍ରାମରେ ମଧ୍ୟ ଅନେକ ରିଲ କରି ପୋଷ୍ଟ କରୁଛନ୍ତି।ତାଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହେଉଛି।ତେବେ ଆଜି ରୂପା ଓ ପିଣ୍ଟୁଙ୍କ ମଧ୍ୟରେ ଏକ ଝଗଡ଼ା ହୋଇଥିଲା।ତାହା କଣ ପାଇଁ କିଛି କାରଣ କହି ହେବ ନାହିଁ।ପିଣ୍ଟୁ ରୁପାଙ୍କ ଉପରେ ବହୁତ ରାଗିକି ଥିଲେ।ଫିଙ୍ଗିଲ କଣ ପାଇଁ।

ପଇସା ଦିଆ ହୋଇଛି ନା ନାହିଁ।ମୁଁ ପଇସା ଦେଇକି ଆଣିଥିଲି ନା।ମୁଁ କଣ ଜାଣିଛି। ଫିଙ୍ଗିଲ କଣ ପାଇଁ।ସେ କହିଲା ରାସନବାଲା ଦେଇଛି।ମୁଁ ଭାବିଲି ଫ୍ରିରେ ମିଳେ।ମୋ କଥା କଣ ସିରୀୟସ ଜଣା ପଡୁନି ନା କଣ। ହସିକି ଉଡେଇ ଦଉଛ ମୋ କଥାକୁ।ମୁଁ ଯୋଉ କାଲି ଦେଇଥିଲି ଫୋପାଡି ଦେଲ କଣ ପାଇଁ।ଦେଖି ଚାହିଁ କଥା ବାର୍ତା କର।କଣ ଦେଖି ଚାହିଁ କଥା ବାର୍ତା କର।ଦେଖିନି କି ତମକୁ।ଏମିତି କଥା ବାର୍ତା କଣ କରୁଛ।

Leave a Reply

Your email address will not be published. Required fields are marked *