ଓଡ଼ିଆ ଆଲବମ ହିରୋଇନ Priiyanka କହିଲେ ଲକ୍ଷେ ଟଙ୍କା ପାଇଁ ମୁଁ ବୁଢା ସହିତ ଶୋଇବି! ସେମିତି ହେଲାନି ବୋଲି ମୋତେ ପ୍ରଷ୍ଟିଚ୍ୟୁଟ ବନେଇ ଦେଲେ…

Spread the love

ଜଣେ ଯୁବତୀଙ୍କୁ ଆଲବମ କରିବା ନେଇ ଦୁର୍ବ୍ୟବହାର କରାଯାଇଛି। ମହିଳା କହୁଛନ୍ତି ମୁଁ ୨୦୧୦ ମସିହାରୁ ଇଣ୍ଡଷ୍ଟ୍ରିରେ କାମ କରୁଛି। ମତେ କଣ ଡାଇରେକ୍ଟର ପ୍ରଡ୍ୟୁସର ମିଳିଲେନି ନା କଣ ଯେ ମୁଁ ଗୋଟେ ବୁଢ଼ା ସହିତ ଶୋଇବି। ଗୋଟେ ଆଲବମ ପାଇଁ ପ୍ରିୟଙ୍କା ଦାସକୁ ପଇସା ଦେବ ତମର ମୁଣ୍ଡ ନାହିଁ। ଗୋଟେ ଝିଅକୁ ସେ ମିଡିଆ ସାମ୍ନାରେ ପଷ୍ଟିଚ୍ୟୁଟ ବୋଲି କହୁଛି। ଏମିତି କିଛି ସେ କହିଥିଲେ।

ମାଡ଼ମ ଆପଣଙ୍କର ତାଙ୍କ ସହିତ ସମ୍ପର୍କ କଣ? ସେ କହିଲେ କି, ସମ୍ପର୍କ କଣ ସେଇଟା ମୁଁ ଆପଣଙ୍କୁ କହି ଦଉଛି ସେ ଗୋଟେ ଥର ମୋର ସେଲୁନକୁ ଆସିଲା।ଆପଣଙ୍କର କଉଠି ସେଲୁନ? ସେ କହିଲେ କି, ଆଜ୍ଞା ମୋର ବାପୁଜୀ ନଗର ସେଲୁନ ପ୍ରିୟଙ୍କା ଦାସ କହିଲେ ସବୁ ଲୋକ ମତେ ଜାଣିଛନ୍ତି ମୁଁ

କେତେ ପୁରୁଣା କଳାକାର ଆଉ କଣ। ଏଇ ଭଳି ମୁଁ ଯଦି ଧନ୍ଦା କରୁଥାନ୍ତି ତାହେଲେ ମୁଁ ଅର୍ଚ୍ଚନା ହେଇଥାନ୍ତି ଦ୍ଵିତୀୟ ଅର୍ଚ୍ଚନା ହେଇଥାନ୍ତି। ସେ ଜଉ ଷ୍ଟୋରି ବନେଇକି କହୁଛନ୍ତି ଆଜ୍ଞା ସେ ଷ୍ଟୋରି ପାଇଁ ମୋ ପାଖରେ ସମୟ ନାହିଁ ମୁଁ ଗୋଟେ ଝିଅଟେ।ଆଜ୍ଞା ଆପଣଙ୍କର କଣ ଅଭିଯୋଗ? ସେ କହିଲେ କି,

ମୋର ଅଭିଯୋଗ ହେଲା ସେ ୨୦ ଦିନ ପୂର୍ବରୁ ମୋ ସେଲୁନକୁ ଯାଇଥିଲା ଆଉ ମୋ ପିଲା ମାନଙ୍କୁ ଖରାପ ବ୍ୟବହାର କରିକି ଆସିଛନ୍ତି।ଆଜ୍ଞା ମୁଁ ଯଦି ଆପଣଙ୍କର ପଇସା ନେଇଯିବି ଆଉ ଦେବି ନାହିଁ ଆଉ ମୁଁ ଗୋଟେ ଚୋର ବୋଲି ମଧ୍ୟ ଆପଣ ଜାଣିଗଲେ ହେଲେ ମନେକର ପ୍ରିୟଙ୍କା ଗୋଟେ ଚୋର

ବୋଲି ଆପଣ ଜାଣିଗଲେ ତାହେଲେ ଆପଣ ପୋଲିସ ଷ୍ଟେସନ ଯିବେ ନା ଆପଣ ତାର ବିଜନେସକୁ ଡିଷ୍ଟର୍ବ କରିବେ ଆପଣ ତା ଘରକୁ ଯିବେ ଯେତେବେଳେ ତା ଭାଇ ନଥିବ।ଆଜି କାଇଁ ସେ ଦୌଡିକି ପଳେଇଲା ମୋ ଭାଇର ଚପଲର ଆବଜଟା ଶୁଣିକି? ସିକ୍ୟୁରିଟିକୁ ଯାଇକି କହୁଛନ୍ତି ମାଡ଼ମ ମୋର

ପଇସା ନେଇଯାଇଛନ୍ତି। ଏମିତି କିଛି ସେ କହିଥିଲେ। ମାଡ଼ମ ଆପଣ ତାଙ୍କ ଘରକୁ ଯାଇଛନ୍ତି କି? ସେ କହିଲେ କି, ମୁଁ ତା ଘରକୁ କେବେ ଯାଇନି କି ତାଙ୍କର କଣ ଘର ଦୁଆର ଅଛି ନ ଅଛି ସେକଥା ମଧ୍ୟ ମୁଁ ଜାଣିନି ଆଉ ମୋର ଜାଣିବାର ମଧ୍ୟ କୌଣସି ଇଚ୍ଛା ନାହିଁ।

Leave a Reply

Your email address will not be published. Required fields are marked *