ଜୁଆଇଁ ଶଶୁର ଘରେ କ’ଣ ପାଇଁ ଅଧିକ ଦିନ ରହିବା କଥା ନୁହେଁ,ଏହି Incident ଜାଣିବା ପରେ ଆପଣ କେବେ ମଧ୍ୟ ଶଶୁର ଘରେ ଅଧିକ ଦିନ ରହିବା ପାଇଁ କହିବେ ନାହିଁ…

Spread the love

ସାଧାରଣ ଭାବରେ ଶ୍ୱଶୁର ଘରେ ଜ୍ବାଇଁ ଅଧିକ ଦିନ ରହିବା ଫଳରେ କିଛି ଅସୁବିଧା ହୋଇଥାଏ।ତେବେ ଶ୍ୱଶୁର ଘରେ ରହିବା ଫଳରେ କଣ କଣ ଅସୁବିଧା ହୋଇଥାଏ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ଆଲୋଚନା କରିବା।ତେବେ ଶ୍ୱଶୁର ଘରେ ରହିବା ଫଳରେ ସାଧାରଣ ଭାବରେ କିଛି ଖରାପ ମଧ୍ୟ ହୋଇଥାଏ।ଯାହା ସମ୍ପର୍କରେ ଆମେ ବର୍ତ୍ତମାନ ବିସ୍ତାର ଭାବରେ ଆଲୋଚନା କରିବା ଏହା ସହିତ ଏହା ସହିତ ଜଡ଼ିତ ଏକ କାହାଣୀ ସମ୍ପର୍କରେ ମଧ୍ୟ ଆଲୋଚନା କରିବା।

ତେବେ ଏକ ଗ୍ରାମରେ ଜଣେ ବ୍ରାହ୍ମଣ ବ୍ୟକ୍ତି ରହି ଥାଆନ୍ତି।ସେ ଅନେକ ଜ୍ଞାନୀ ଥିଲେ।ଯାହା ଫଳରେ ତାଙ୍କର ଅନେକ ଲୋକ ପ୍ରଶଂସା କରି ଥାଆନ୍ତି।ତେବେ ତାଙ୍କର ଅନେକ ଲୋକ ପ୍ରଶଂସା କରି ଥାଆନ୍ତି କିନ୍ତୁ ତାଙ୍କର ପିତା ତାଙ୍କର ପ୍ରଶଂସା କରି ନଥାନ୍ତି।ଯାହା ଫଳରେ ତାଙ୍କୁ ଏହା ଭଲ ଲାଗି ନ ଥାଏ।

ଯାହା ଫଳରେ ସେ ଥରେ ନିଜର ପିତାଙ୍କ ହତ୍ୟା କରିବା ପାଇଁ ଚିନ୍ତା କରିଥିଲେ।ତେବେ ସେ ପୁଣି କିଛି ସମୟ ପରେ ନିଜର ଭୁଲ ବୁଝି ପାରି ଥିଲେ।ଏହା ସହିତ ନିଜର ପିତାଙ୍କୁ ଏହା ସମ୍ପର୍କରେ ଜଣାଇ ତାଙ୍କୁ ଭୁଲ ମାଗିଥିଲେ।ଏହା ସହିତ ସେ ତାଙ୍କୁ କହିଥିଲେ କି ଆପଣ ମତେ କିଛି ମଧ୍ୟ ଦଣ୍ଡ ଦିଅନ୍ତୁ।

ଏହା ସହିତ ଏହା ପରେ ତାଙ୍କର ପିତା ମଧ୍ୟ ତାଙ୍କୁ ଦଣ୍ଡ ଦେଇଥିଲେ।ଏହା ସହିତ କହିଥିଲେ କି ତୁମକୁ ଯେଉଁ ସ୍ଥାନରେ ଅଧିକ ସମ୍ମାନ ମିଳି ଥାଏ ସେଠାରେ ଯାଇ ଛ ମାସ ରହିବା ପାଇଁ।ଏହା ପରେ ସେ ସେଠାକୁ ଚାଲିଗଲେ।ତେବେ ସେଠାରେ ପ୍ରଥମ ଦିନ ଯିବା ପରେ ତାଙ୍କୁ ସେଠାରେ ଅନେକ ସମ୍ମାନ ମିଳିଥିଲା।

ତେବେ ଏହା ପରେ ଯେତେବେଳେ ଦିନ ଗଡି ଚାଲିଲା।ସେ ସେଠାରେ ଏହିପରି ଭାବରେ ଅନେକ ଦିନ ରହିଲେ।ତେବେ ତାଙ୍କର ସମ୍ମାନ ମଧ୍ୟ ଧୀରେ ଧୀରେ କମି କମି ଚାଲିଲା।ତେବେ ଏହା ପରେ ତାଙ୍କୁ ଖାଇବା ପାଇଁ ବାସି ରୁଟି ମଧ୍ୟ ମିଳିଲା ଏହା ଦେଖିବା ପରେ ସେ ଜାଣି ଯାଇ ଥିଲେ କି ସେ କେଉଁ ଦଣ୍ଡ ପାଇଛନ୍ତି।

ତେବେ ଏହା ଦେଖିବା ପରେ ସେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ସହିତ ଏହିପରି ଭାବରେ ତାଙ୍କର ସମ୍ମାନ ମଧ୍ୟ ଧୀରେ ଧୀରେ କମି କମି ଚାଲିଥିଲା।ତେବେ ଏହିପରି ଭାବରେ ଶେଷରେ ସେ ଏହା ଅନୁଭବ। କରି ପାରିଲେ କି ତାଙ୍କର ପିତାଙ୍କ ଦଣ୍ଡ ମଧ୍ୟ ତାଙ୍କ ପାଇଁ ଏକ ଶିକ୍ଷା ଥିଲା।ଯେଉଁ ସ୍ଥାନରେ ଆପଣକୁ ଅଧିକ ସମ୍ମାନ ମିଳି ଥାଏ ସେହି ସ୍ଥାନରେ ଆପଣ ଯଦି ଅଧିକ ଦିନ ଯାଏ ରହିବେ ତେବେ ଆପଣଙ୍କ ସମ୍ମାନ ସମ୍ପୂର୍ଣ୍ଣ ଭାବରେ କମିଯିବ।ଏହା ସହିତ ଜାଣିବା ପରେ ସେ ସେଠାରେ ଛ ମାସ ରହିବା ପରେ ପୁଣି ନିଜର ଘରକୁ ଫେରି ଆସିଥିଲେ।

Leave a Reply

Your email address will not be published. Required fields are marked *