ମା ଯାଇଥିଲେ ବାପା ବି ଯାଇଥିଲେ ଆଉ ଏବେ ସାନ ପୁଅ ମଧ୍ୟ ଚାଲିଗଲେ। ହଁ ଦର୍ଶକ ବନ୍ଧୁ ଓଡ଼ିଆ ଅଭିନେତା ମିହିର ଦାସଙ୍କ ପର ଲୋକ ହେଇଥିଲା ଏବଂ ସିନେ ଇଣ୍ଡରଷ୍ଟ୍ରି ଭାଙ୍ଗିପଡିଥିଲେ ଆଉ ଏବେ ମିହିର ଦାସଙ୍କ ସାନ ପୁଅ ଆଉ ନାହାନ୍ତି।ସାତ ଦିନ ହେବ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହଉଥିଲେ ଆଉ କାଲି ରାତିରେ
ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମାଆଙ୍କ ମୃତ୍ୟୁ ତାପରେ ବାପାଙ୍କ ମୃତ୍ୟୁ ଆଉ ଏବେ ସାନ ଭାଇର ମୃତ୍ୟୁ ଏସବୁ ଅଭିନେତା ଅମ୍ଳାନ ମହାନ୍ତିଙ୍କ ମନ ବଳ ଭାଙ୍ଗି ଦେଇଛି।ହଁ ଦର୍ଶକ ବନ୍ଧୁ ମିହିର ଦାସଙ୍କ ସାନ ପୁଅଙ୍କ ମୃତ୍ୟୁ ହେଇଛି,ମିହିର ଦାସଙ୍କ ଦୁଇ ପୁଅ ଥିଲେ ବଡ଼ ପୁଅ ଅମ୍ଳାନ ଆଉ ସାନ ପୁଅ ଅକ୍ଲାନ୍ତ
ଯାହାଙ୍କର ମୃତ୍ୟୁ ହେଇଛି।ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଅକ୍ଲାନ୍ତ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଆଉ କଟକ ସ୍ଥିତ ସତିଚୁଡା ମଶାଣିରେ ତାଙ୍କର ଶବ ସତ୍କାର କରାଯାଇଛି। ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ ଯେ ପ୍ରଥମେ ମାଆ ଚାଲିଯାଇଥିଲେ ତାପରେ ଏଇ ପ୍ରାୟ ବର୍ଷେ ହେବ ବାପା ମଧ୍ୟ
ଚାଲିଯାଇଥିଲେ ଆଉ ଏବେ ସାନ ଭାଇ ମଧ୍ୟ ଚାଲିଗଲେ।ବାପା ମା ସବୁ ଚାଲିଗଲା ପରେ ଭାବଶୂନ୍ୟ ହେଇପଡିଛନ୍ତି ଅମ୍ଳାନ ଦାସ।ଅମ୍ଳାନ ଜଣେ ଜବରଦସ୍ତ ଆକ୍ଟର। ସେ ଅନେକ ଫିଲ୍ମରେ ଆକ୍ଟିଂ କରିଛନ୍ତି। ସେ ଭିନ୍ନ ଭିନ୍ନ ପ୍ରକାରର ଆକ୍ଟିଂ କରିବାରେ ବି ମାହିର ଅଟନ୍ତି।