ଆମ ରାଜ୍ୟରେ ଥିବା ପୋଲିସ ବାହିନୀର ଭିନ୍ନ ଭିନ୍ନ ପଦବୀ ରହିଛି।ଏହା ସହିତ ଏହି କାରଣ ପାଇଁ ସେମାନଙ୍କ ଦରମା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ।ତେବେ ଆମେ ବର୍ତ୍ତମାନ ଆମ ରାଜ୍ୟର ପୋଲିସ ବିଭାଗର କର୍ମଚାରୀ ମାନଙ୍କର ଦରମା ସମ୍ପର୍କରେ ଆଲୋଚନା କରିବା।ତେବେ ଆମ ରାଜ୍ୟର କନେଷ୍ଟବଳଙ୍କ ମାସିକ ଦରମା ହେଉଛି ୩୦,୮୫୩ ଟଙ୍କା।ଏହା ସହିତ ଆମ ରାଜ୍ୟର ଲାନ୍ସନାୟକଙ୍କ ମାସିକ ଦରମା ହେଉଛି ୩୫,୪୭୫ ଟଙ୍କା।
ତେବେ ଏହା ସହିତ ଆମ ରାଜ୍ୟର ହାବିଲଦାରଙ୍କ ମାସିକ ଦରମା ହେଉଛି ୩୫,୪୭୫ ଟଙ୍କା।ଏହା ସହିତ ଆମ ରାଜ୍ୟର ଏଏସଆଇଙ୍କ ମାସିକ ଦରମା ହେଉଛି ୪୦,୧୦୦ ଟଙ୍କା।ଏହା ସହିତ ଆମ ରାଜ୍ୟର ସବ ଇନ୍ସପେକ୍ଟରଙ୍କ ମାସିକ ଦରମା ହେଉଛି ୪୭,୮୫୦ ଟଙ୍କା।ଏହା ସହିତ ଆମ ରାଜ୍ୟର ଇନ୍ସପେକ୍ଟରଙ୍କ ମାସିକ ଦରମା ହେଉଛି ୫୯,୮୫୦ ଟଙ୍କା।
ଏହା ସହିତ ଆମ ରାଜ୍ୟର ଡି ଏସ ପିଙ୍କ ମାସିକ ଦରମା ହେଉଛି ୭୭,୩୨୫ ଟଙ୍କା।ଏହା ସହିତ ଆମ ରାଜ୍ୟର ଏ ଏସ ପିଙ୍କ ମାସିକ ଦରମା ହେଉଛି ୭୭,୩୨୫ ଟଙ୍କା।ଏହା ସହିତ ଆମ ରାଜ୍ୟର ଆଡିସନାଲ ଏସ ପିଙ୍କ ମାସିକ ଦରମା ହେଉଛି ୯୧,୧୨୫ ଟଙ୍କା।ଏହା ସହିତ ଆମ ରାଜ୍ୟର ଏସ ପିଙ୍କ ମାସିକ ଦରମା ହେଉଛି ୧,୦୫,୭୦୦ ଟଙ୍କା।
ଏହା ସହିତ ଆମ ରାଜ୍ୟର ଏସ ଏସ ପିଙ୍କ ମାସିକ ଦରମା ହେଉଛି ୧,୫୫,୩୨୫ ଟଙ୍କା।ଏହା ସହିତ ଆମ ରାଜ୍ୟର ଡି ଆଇ ଜିଙ୍କ ମାସିକ ଦରମା ହେଉଛି ୧,୭୧,୦୭୫ ଟଙ୍କା।ଏହା ସହିତ ଆମ ରାଜ୍ୟର ଏ ଡି ଜି ପିଙ୍କ ମାସିକ ଦରମା ହେଉଛି ୨,୦୫,୪୦୦ ଟଙ୍କା।ଏହା ସହିତ ଆମ ରାଜ୍ୟର ଏସ ଡି ଜି ପିଙ୍କ ମାସିକ ଦରମା ହେଉଛି ୨,୨୫,୦୦୦ଟଙ୍କା।
ଏହା ସହିତ ଆମ ରାଜ୍ୟର ଡି ଜି ପିଙ୍କ ମାସିକ ଦରମା ହେଉଛି ୨,୨୫,୦୦୦ ଟଙ୍କା।ଏହା ସହିତ ସେମାନଙ୍କୁ ଅନେକ ଅନ୍ୟ ସୁବିଧା ମଧ୍ୟ ମିଳିଥାଏ।ଏହା ଥିଲା ପୋଲିସ ବିଭାଗର ସମସ୍ତ ପଦବୀ ଅନୁସାରେ ଦରମା ଏହା ସହିତ ପୋଲିସ ବିଭାଗର ଅଧିକାରୀ ମାନେ ଏହା ବ୍ୟତୀତ ସରକାରଙ୍କ ଠାରୁ ଆଉ କିଛି ଅର୍ଥ ମଧ୍ୟ ପାଇ ଥାଆନ୍ତି।
ତେବେ ଏହା ସମ୍ପର୍କରେ କିଛି ଠିକ ଭାବରେ ଜଣା ନାହିଁ।ଏହା ବ୍ୟତୀତ ସମସ୍ତ ପୋଲିସ ଅଧିକାରୀ ସରକାରଙ୍କ ପାଖରୁ ଆହୁରି ଅନେକ ସୁବିଧା ସୁଯୋଗ ପାଇଥାଆନ୍ତି।ଏହା ସହିତ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ କିଛି ସୁବିଧା ରହିଛି।ଯାହା ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହୋଇ ନଥାଏ।
ତେବେ ପୋଲିସ ବିଭାଗର ଲୋକମାନଙ୍କ ପାଇଁ ଅନେକ ପ୍ରକାରର ସୁବିଧା ସୁଯୋଗ ସରକାର ପ୍ରଦାନ କରିଛନ୍ତି ଯାହାର ଫାଇଦା ପୋଲିସ ବିଭାଗର ଅଧିକାରୀ ମାନେ ମଧ୍ୟ ନେଉଛନ୍ତି।ତେବେ ଏହି ତଥ୍ୟ ଆମେ ସମ୍ପୂର୍ଣ ଭାବେ ସଂଗ୍ରହ କରିଛୁ ଏଥିରେ ଆମର କୌଣସି ପ୍ରକାର ମତାମତ ନାହିଁ