ୱାର୍ଡ ମେମ୍ବର ଠୁ ସରପଂଚ ଓ ସମିତିସଭ୍ୟ (Samitisabhya) ଙ୍କ ଦରମା କେତେ ହେଇଥାଏ,ଦରମା ବ୍ୟତୀତ ଏମାନେ ଆଉ କଣ ସବୁ ସୁବିଧା ପାଇଥାନ୍ତି..

Spread the love

ତେବେ ଆମେ ବର୍ତ୍ତମାନ ସମସ୍ତ ନେତା ମାନଙ୍କ ମାସିକ ଦରମା ସମ୍ପର୍କରେ ଆଲୋଚନା କରିବା।ସାଧାରଣ ଭାବରେ ଅନେକ ଲୋକ ନେତା ମାନଙ୍କର ଦରମା ଓ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ ନଥାନ୍ତି।ତେଣୁ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ଆଲୋଚନା କରିବା ଯାହା ଫଳରେ ସେମାନେ ସେମାନଙ୍କ ଦରମା ସମ୍ପର୍କରେ ସଠିକ ଭାବରେ ଜାଣି ପାରିବେ।ଏହା ସହିତ ସେମାନେ ମାସିକ କେତେ ଟଙ୍କା ଦରମା ପାଇ ଥାଆନ୍ତି ଏହା ସମ୍ପର୍କରେ ଆଲୋଚନା କରିବା।

ସାଧାରଣ ଭାବରେ ୱାର୍ଡ ମେମ୍ବରଙ୍କୁ କୌଣସି ଦରମା ମିଳି ନଥାଏ।ଏହା ସହିତ ତାଙ୍କୁ କେବଳ ଦୈନିକ ଚାଳିଶ ଟଙ୍କା ମିଳିଥାଏ ଏହା ସହିତ ଗୋଟିଏ ମିଟିଂ ପାଇଁ ତାଙ୍କୁ ଦୁଇ ଶହ ଟଙ୍କା ମିଳିଥାଏ।ଏହା ସହିତ ସରପଞ୍ଚଙ୍କ ମାସିକ ଦରମା ୨୩୪୫ ଟଙ୍କା ହୋଇଥାଏ ଏହା ସହିତ ନାଏବ ସରପଞ୍ଚଙ୍କ ମାସିକ ଦରମା ୯୬୫ ଟଙ୍କା ହୋଇଥାଏ

ଏହା ସହିତ ତାଙ୍କୁ ଏକ ମିଟିଂରେ ଯିବା ଫଳରେ ଦୁଇଶହ ଟଙ୍କା ମିଳିଥାଏ।ଏହା ସହିତ ସମିତି ସଭ୍ୟଙ୍କ ଦରମା ମଧ୍ୟ ୨୩୪୫ ଟଙ୍କା ଅଟେ।ଏହା ସହିତ ତାଙ୍କୁ ଏକ ମିଟିଂରେ ଯିବା ଫଳରେ ଦୁଇଶହ ଟଙ୍କା ମିଳିଥାଏ।ଏହା ସହିତ ପଞ୍ଚାୟତ ସମିତିର ଅଧକ୍ଷ ହୋଇ ଥିବା ଲୋକଙ୍କୁ ମାସିକ ୩୫୩୦ ଟଙ୍କା ଦରମା ମିଳିଥାଏ।

ଏହା ସହିତ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ହୋଇଥିବା ଲୋକଙ୍କୁ ମାସିକ ୨୩୫୦ ଟଙ୍କା ମିଳିଥାଏ।ଏହା ସହିତ ତାଙ୍କୁ ଏକ ମିଟିଂରେ ଯିବା ଫଳରେ ଦୁଇଶହ ଟଙ୍କା ମିଳିଥାଏ।ଏହା ସହିତ ଜିଲ୍ଲା ପରିଷଦର ସଦସ୍ୟଙ୍କ ପାଇଁ ମାସିକ ଦରମା ୩୫୩୦ ଟଙ୍କା ମିଳିଥାଏ।ଏହା ସହିତ ତାଙ୍କୁ ଏକ ମିଟିଂରେ ଯିବା ଫଳରେ ଦୁଇଶହ ଟଙ୍କା ମିଳିଥାଏ।

ଏହା ସହିତ ଜିଲ୍ଲା ପରିଷଦର ସଭାପତିଙ୍କୁ ପାଇଁ ମାସିକ ଦରମା ୯୩୮୦ ଟଙ୍କା ମିଳିଥାଏ।ଏହା ସହିତ ତାଙ୍କୁ ଏକ ମିଟିଂରେ ଯିବା ଫଳରେ ଦୁଇଶହ କୋଡ଼ିଏ ଟଙ୍କା ମିଳିଥାଏ।ଏହା ସହିତ ଜିଲ୍ଲା ପରିଷଦର ଉପସଭାପତିଙ୍କ ପାଇଁ ମାସିକ ଦରମା ୭୦୪୦ ଟଙ୍କା ମିଳିଥାଏ।ଏହା ସହିତ ତାଙ୍କୁ ଏକ ମିଟିଂରେ ଯିବା ଫଳରେ ଦୁଇଶହ କୋଡ଼ିଏ ଟଙ୍କା ମିଳିଥାଏ।

ଏହା ସହିତ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ୯୮ ହଜାର ଟଙ୍କା ଅଟେ।ଏହା ସହିତ ଏହା ବ୍ୟତୀତ ତାଙ୍କୁ ଆହୁରି ଅନେକ ସୁବିଧା ସୁଯୋଗ ମଧ୍ୟ ମିଳି ଥାଏ।ଏହା ସହିତ ଓଡ଼ିଶାର ରାଜ୍ୟପାଳଙ୍କ ଦରମା ୩ ଲକ୍ଷ ୫୦ ହଜାର ଟଙ୍କା ଅଟେ।ଏହା ବ୍ୟତୀତ ପୂର୍ବତନ ସାଂସଦଙ୍କ ମାସିକ ପେନସନ ୨୫ ହଜାର ଟଙ୍କା ଅଟେ।ଏହା ବ୍ୟତୀତ ତାଙ୍କ ପାଇଁ ଆହୁରି ଅନେକ ସୁବିଧା ସୁଯୋଗ ମଧ୍ୟ ରହିଛି।ଏହା ଫଳରେ ସେ ଅନେକ ସୁବିଧା ସୁଯୋଗ ପାଇ ପାରୁ ଅଛନ୍ତି।

Leave a Reply

Your email address will not be published. Required fields are marked *