ସ୍ତ୍ରୀ କେଉଁ ସମୟରେ ମୁଣ୍ଡରେ ଓଢଣୀ (Odhani) ଦେବା ଉଚିତ,ଏହି ସମୟ ରେ ଦେଲେ ସ୍ଵାମୀଙ୍କ ଆୟୁଷ ଦୁଇଗୁଣ ହେଇଯିବ,ମହିଳା ମାନେ ନିଶ୍ଚୟ ଜାଣିରଖନ୍ତୁ…

Spread the love

ତେବେ ଆଜି ଏକ ନିଆରା ବିଷୟ ବସ୍ତୁ ନେଇକି ଆସିଛୁ। ଯାହା ତଳେ ଆପଣ ପଢି ଜାଣିପାରିବେ। ତେବେ ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଏବଂ ନିଜର ମତ କଣ ରହିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ବନ୍ଧୁଗଣ ଆମ ଓଡ଼ିଶାର ପରମ୍ପରା ଅନୁସାରେ ଗୋଟେ ବୋହୂ ତାର ମୁଣ୍ଡରେ ଓଢଣୀ ଦେଇଥାଏ। ବିବାହ ପରେ ମହିଳାର ଓଢଣୀ ତାର ସବୁକିଛି। ଏମିତି ମଧ୍ୟ କୁହାଯାଏ କି ଉଚିତ ନିୟମ ମାନି

ମହିଳା ମାନେ ମୁଣ୍ଡରେ ଓଢଣୀ ଦେଲେତାଙ୍କର ସ୍ବାମୀଙ୍କର ଆୟୁଷ ବୃଦ୍ଧି ହେଇଥାଏ।ମହିଳା ମାନେ ମୁଣ୍ଡରେ ଓଢଣୀ ଲଗେଇବା ଦ୍ବାରା ତାଙ୍କ ମସ୍ତିସ୍କଚକ୍ର ଏବଂ ଶରୀର ଚକ୍ର ମଧ୍ୟରେ ଏକ ସନ୍ତୁଳନ ରହିଥାଏ। ଯାହାଦ୍ଵାରା ତାଙ୍କ ମନରେ ଏପଟ ସେପଟ ଚିନ୍ତାଧାରା ଆସିନଥାଏ ଏବଂ ଗୋଟେ ସୁଖର ସଂସାର ବନେଇଥାଏ।

ପୁଜାକରିବା ସମୟରେ ମହିଳା ମାନେ ମୁଣ୍ଡରେ ଓଢାଣି ଦେବା ନିହାତି ଆବଶ୍ୟକ।କାରଣ ମହିଳା ମାନଙ୍କ କେଶ ଭଗବାନଙ୍କ ପୂଜା ଭୋଗ ରେ ପଡ଼ିବ ଅଶୁଭ ବୋଲି ମାନିଥାନ୍ତି।ତେଣୁ ଓଢଣୀ ଦେବା ଦ୍ବାରା ଏହା ହୋଇନଥାଏ ଏବଂ ସ୍ବାମୀଙ୍କର ଆୟୁଷ ବଢ଼ିଥାଏ।ଘରକୁ ଗୁରୁଜନ ଆସିଲେ ଘର ବୋହୂ ମୁଣ୍ଡରେ ଓଢଣୀ ଦେଲେ ସେମାନଙ୍କ ପାଇଁ ଏହା ଏକ ସମ୍ମାନ ହେଇଥାଏ

ଏବଂ ମୁଣ୍ଡରେ ଓଢଣୀ ଦେଇ ଗୁରୁଜନଙ୍କୁ ପ୍ରଣାମ କରିବାଦ୍ୱାରା ତାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ପଡ଼ିଥାଏ । ଯାହା ଆପଣଙ୍କୁ ଏକ ସୁଖର ପରିବାର ଗଠନ କରିବାରେ ସାହାଯ୍ୟ କରେ। ମହିଳା ମାନେ ପର୍ବ ପର୍ବାଣୀରେ ମୁଣ୍ଡ ଧୋଇଥାନ୍ତି ଏବଂ ଚୁଟି ଖୋଲା ରଖିଥାନ୍ତି।ଯେତେବେଳେ ସେମାନେ ବାହାରକୁ ଯାଇଥାନ୍ତି ସେତେବେଳେ ମୁଣ୍ଡରେ ଓଢଣୀ ଦେବା ଆବଶ୍ୟକ

କାରଣ ତାଙ୍କ କେଶ ଉପରେ ଅନ୍ୟ ପୁରୁଷଙ୍କ ନଜର ପଡିବା ଦ୍ବାରା ଏହା ସ୍ବାମୀଙ୍କର ଆୟୁଷ ହାନି କରିଥାଏ।ତେବେ ଆପଣ ଯଦି ବିବାହିତା ଅଟନ୍ତି ତେବେ ଏହି ସବୁ ସମୟ ରେ ଓଢଣୀ ଦେବାକୁ ନିଶ୍ଚୟ ମାନେ ରଖନ୍ତୁ ଯାହା ଫଳ ରେ ଆଗାମୀ ଦିନ ରେ ଆପଣଙ୍କ ପାଇଁ ଭଲ ଶୁଭ ର ଦିନ ସବୁ ଆସିବାକୁ ଲାଗିବ

Leave a Reply

Your email address will not be published. Required fields are marked *