ତେବେ କ୍ୟମେରାମ୍ୟାନ ମାନସଙ୍କ ହ-ତ୍ୟା କା-ଣ୍ଡ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ ତେବେ ଏହି ଘଟଣା ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା।ଏହା ସହିତ ଏହି ଘଟଣାର ସମାଧାନ ପାଇଁ ପୋଲିସ ମଧ୍ୟ ଅନେକ ପରିଶ୍ରମ କରି ଥିଲା।ଏହା ସହିତ ଅନେକ ପରିଶ୍ରମ ପରେ ପୋଲିସ ଏହି ଘଟଣାର ସମାଧାନ କରିବାରେ ଅନେକ ଭାବରେ ସଫଳ ହୋଇ ପାରିଥିଲା।ତେବେ ପୋଲିସ ଏହି ଘଟଣାରେ ଶର୍ମିଷ୍ଠାଙ୍କୁ ଗିରଫ ମଧ୍ୟ କରିଥିଲା।
ଏହା ବ୍ୟତୀତ ଏହି ଘଟଣାର ସମାଧାନ କରିବା ପାଇଁ ପୋଲିସ ଅନେକ ପ୍ରକାରର ତଦନ୍ତ କରିବା ପରେ ଯାଇ ସଫଳ ହୋଇ ପାରିଥିଲା।ତେବେ ଏହି ଘଟଣାରେ ଶର୍ମିଷ୍ଠା ମାନସଙ୍କୁ ଅପହରଣ କରିବା ସହିତ ତାଙ୍କୁ ହ-ତ୍ୟା କରିବାରେ ମୁଖ୍ୟ ଅପରାଧୀ ବୋଲି ସାବ୍ୟସ୍ତ ହୋଇଥିଲେ।ଏହା ସହିତ ଏହି କାରଣ ପାଇଁ ତାଙ୍କୁ ଦଣ୍ଡ ମଧ୍ୟ ଦିଆ ଯାଇଥିଲା।
ଏହା ସହିତ ସେ ଜେଲରେ ବର୍ତ୍ତମାନ ନିଜର ପ୍ରଥମ ରାତି କଟାଇ ଥିଲେ।ଏହା ସହିତ ଏହା ଜେଲରେ ତାଙ୍କର ପ୍ରଥମ ରାତି ଥିଲା।ଏହା ସହିତ ଅନେକ ଲୋକ ଏହା ସମ୍ପର୍କରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କି ସେ ନିଜର ପ୍ରଥମ ରାତି ସେଠାରେ କିପରି ବିତାଇ ଥିଲେ।ତେବେ ବିଶେଷ ସୂତ୍ରରୁ ଜଣା ପଡ଼ୁଚି କି
ସେ ନିଜର ପ୍ରଥମ ରାତି ଜେଲରେ ନ ସୋଇ ବିତାଇ ଦେଇଛନ୍ତି।ତେବେ ତାଙ୍କୁ ସେଠାରେ ନିଦ ହୋଇ ନଥିଲା ବୋଲି ଜଣାପଡିଛି।ଏହା ସହିତ ଏହା ଫଳରେ ବର୍ତ୍ତମାନ ସେ କିପରି ଭାବରେ ଆହୁରି ନିଜର ଦଣ୍ଡର ଅନେକ ଦିନ କାଟିବେ ଏହା ଅନେକ ଲୋକ ପ୍ରଶ୍ନ କରିଛନ୍ତି।ଏହା ସହିତ ଏହା ବ୍ୟତୀତ ବର୍ତ୍ତମାନ ଏହି ଘଟଣାକୁ ନେଇ ଶର୍ମିଷ୍ଠା ମଧ୍ୟ ଚିନ୍ତିତ ଥିବା ଜଣା ପଡ଼ିଛି।
ଏହା ସହିତ ସେ ଏହି ଘଟଣାରେ ବର୍ତ୍ତମାନ ଅନେକ ଭାବରେ ଅନୁତାପ କରୁଥିବାର ଜଣା ପଡ଼ି ଅଛି।ଏହା ସହିତ ସେ ବର୍ତ୍ତମାନ ଜେଲରେ କାନ୍ଦିବା ସହିତ ସେଠାରେ ବହୁତ ଜୋର ସହିତ ଚିତ୍କାର କରୁ ଥିବାର ଜଣା ପଡିଥିଲା।ଏହା ସହିତ ସେଠାରେ ସେ ଅନେକ ଭାବରେ ଅଧିକ ଚିତ୍କାର କରୁ ଥିବାର ଦେଖା ଯାଇଥିଲା।
ଏହା ବ୍ୟତୀତ ସେ ସେଠାରେ ଅନେକ ଭାବରେ ଦୁଃଖିତ ଥିବା ଜଣା ପଡିଛି।ତେବେ ସେଠାରେ ସେ ରହିବା ସହିତ ତାଙ୍କୁ ବର୍ତ୍ତମାନ ସେଠାରେ ରହିବା ସହିତ ତାଙ୍କୁ ସେଠାରେ ରିମାଣ୍ଡରେ ରଖି ଆଉ କିଛି ଜେରା କରିବା ପାଇଁ ମଧ୍ୟ କୁହାଯାଇଛି।ଏହା ସହିତ କୋର୍ଟ ପକ୍ଷରୁ ମଧ୍ୟ ଏହା କୁହା ଯାଇଛି କି ସେ ଆଉ କିଛି ଦିନ ଯାଏ ସେଠାରେ ରହିବା ସହିତ ଏହି ଘଟଣାରେ ତାଙ୍କ ଉପରେ ବର୍ତ୍ତମାନ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ମଧ୍ୟ କୁହା ଯାଇଛି।ଏହା ସହିତ ଏହି ଘଟଣାରେ ବର୍ତ୍ତମାନ ଅନେକ ଲୋକ ଅନେକ କଥା ମଧ୍ୟ କହୁ ଥିବାର ଦେଖା ହେଉଛି।