ଯାତ୍ରାପାର୍ଟି ର ଭିତିରି କଥା,ଯାତ୍ରାରେ Bus ରେ କେମିତି ଯିବା ଆସିବା କରନ୍ତି କଳାକାର ମାନେ,ମଜାଦାର କେଉଁ ସିଟ ରେ କିଏ ବସିବାର ନିୟମ ରହିଛି…ଦେଖନ୍ତୁ Video

Spread the love

ଓଡ଼ିଶାରେ ଯାତ୍ରାର ଚାହିଦା ରହିଛି ବହୁତ। ଯାତ୍ରା ଏବଂ ଗଣନାଟ୍ୟର ଉତ୍ପତ୍ତି ବୋଲି କୁହାଯାଉଥିବା ଏହି ଓଡିଆ ମାଟିରେ ରୁହନ୍ତି ଅନେକ କଳାକାର। ଏହି କଳାକାର ମାନଙ୍କୁ ନେଇ ଗଢି ଉଠିଛି ଅନେକ ଗଣନାଟ୍ୟ। ଏହି ସବୁ ଗଣନାଟ୍ୟ ଓଡ଼ିଶାବାସୀଙ୍କୁ ଭେଟି ଦେଇଛନ୍ତି ଅନେକ ପ୍ରକାରର ସୁପରହିଟ ନାଟକ। ଏହି ସବୁ ନାଟକ ମଧ୍ୟରେ କୋଣାର୍କ ଗଣନାଟ୍ୟ ଏକ ନିଆରା ଏବଂ ପ୍ରସିଦ୍ଧ ନାଟକ ଅଟେ। ଭି ଗଣନାଟ୍ୟର ସାଙ୍ଗରେ ବସ ଯାତ୍ରା ସମସ୍ତଙ୍କ ପାଇଁ ଅଭୁଲା ଅଟେ।

ଏହି କୋଣାର୍କ ଗଣନାଟ୍ୟର ବସ ଚାଳକ ହେଉଛନ୍ତି ବାବୁ ଭାଉ। ଏଥିରେ ସେ ପାଖପକ୍ଷୀ ତମେ ୧୬ ବର୍ଷ ହେଲାଣି ନିଜର ଦାୟିତ୍ବ ଚଳାଇଛନ୍ତି। ସେ ଭଦ୍ରକ ଜିଲାର ବଅନ୍ତ ଗ୍ରାମରେ ଜନ୍ମ ହୋଇଥିଲେ। ଏହା ଆଗରୁ ସେ ହାଇବାରେ କାମ ମଧ୍ୟ କରିଛନ୍ତି। ସବୁବେଳେ ସେ ଯାତ୍ରା ଲୋକମାନଙ୍କୁ ବସରେ ସକାଳୁ ୬ ଟା ରେ ନେଜ ଯାଇ ଥାଆନ୍ତି।

କୋରାପୁଟ, ମୟୁରଭଞ୍ଜ, ମାଲକାନଗିରି ଏବଂ ଗଞ୍ଜାମର ଘାଟି ମାନଙ୍କରେ ସେ ଅତି ଆନନ୍ଦର ସହିତ ବସ ଚଳାଇ ଥାଆନ୍ତି।କଳାକାରମାନଙ୍କୁ ଗୋଟିଏ ସ୍ଥାନରୁ ଅତି ସାବଧାନତାର ସହିତ ନେଇ ଅନ୍ୟ ସ୍ଥାନରେ ଛାଡିବା ତାଙ୍କ କାମ ଅଟେ। ଏଥିପାଇଁ ତାଙ୍କୁ ଅନେକ ସାହାଯ୍ୟ ସହଯୋଗ ମଧ୍ୟ ମିଳିଥାଏ।

ଗୋଟିଏ ସ୍ଥାନରେ ଅଧିକ ଦିନ କ୍ୟାମ୍ପ ପଡିଲେ ସେ ନିଜ କାମରୁ ବିରତି ନେଇ ନିଜ ଘରକୁ ଯାଇ ଥାଆନ୍ତି। ତାଙ୍କ ପାଇଁ ଏହା ସବୁଠାରୁ ବଡ଼ କର୍ମ ଅଟେ। ତାପରେ ଯାଇ ସେ ନିଜ ବ୍ୟକ୍ତିଗତ ଜୀବନକୁ ଧ୍ୟାନ ଦେଇ ଥାଆନ୍ତି। ନିଜ କାର୍ଯ୍ୟ ଏବଂ ବୃତ୍ତିକୁ ସୁଚାରୁ ରୂପେ ତୁଲାଇ ଥାଆନ୍ତି। ଏହା ଦ୍ୱାରା ତାଙ୍କ ପରିବାର ପ୍ରତି ପୋଷାଣ କରିଥାନ୍ତି।

ତାଙ୍କ ପାଇଁ ପ୍ରଥମ ପ୍ରାଧାନ ଦେବା ଦରକାର ନିଜ ଯାତ୍ରା ଜଗତକୁ।ନିଜେ ଚଳାଉଥିବା ଗାଡି ଅର୍ଥାତ ବସକୁ ସେ ନିଜ ପିଲା ଠାରୁ ଅଧିକ ଭଲ ପାଆନ୍ତଅନେକ। ସେଥିପାଇଁ ସେ ତ ତାର ବହୁତ ଖୟାଲ ରଖନ୍ତି। ଅନେକ କଳାକାର ବସରେ ତାଙ୍କ ପାଖରେ ବସି ଥାଆନ୍ତି। ଏହିପରି ଭାବରେ ସେମାନେ ହସ ଖୁସିରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ଥାଆନ୍ତି।

Leave a Reply

Your email address will not be published. Required fields are marked *