ଓଡ଼ିଆ ହିରୋଇନ ଲିପି Wedding ପରେ ଶାଶୁଘରେ କିପରି ଅଛନ୍ତି ?ଦେଖନ୍ତୁ ତାଙ୍କ ହସ ଖୁସି ର ସଂସାର

Spread the love

ତେବେ ତାରା ତାରିଣୀ ଧାରାବାହିକରେ ଅଭିନୟ କରୁଥିବା ଲିପି ମହାପାତ୍ରଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଗତ ସମୟରେ ଏହି ଅଭିନେତ୍ରୀ ଜଣକ ତାରା ତାରିଣୀ ଚଳଚ୍ଚିତ୍ରରେ ଅଭିନୟ କରିବା ବନ୍ଦ କରି ଦେଇଛନ୍ତି।କାରଣ ଏହି ଧାରାବାହିକଟି ଶେଷ ହୋଇ ଯାଇଥିଲା।ଏହି କାରଣରୁ ସେ ଏହି ଧାରାବାହିକରେ ଅଭିନୟ କରିବା ବନ୍ଦ କରି ଦେଇଛନ୍ତି।

ତେବେ ଏହି କାରଣରୁ ଏହି ଅଭିନେତ୍ରୀ ଜଣଙ୍କ ବର୍ତ୍ତମାନ ଆଗକୁ ଏକ ନୂତନ ଧାରାବାହିକରେ ଅଭିନୟ କରିବାକୁ ଯାଉଛନ୍ତି।ଏହା ସହିତ ତାରା ତାରିଣୀ ଧାରାବାହିକରେ ଅଭିନୟ କରି ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ପାଖରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ତେବେ ଆଗରୁ ସେ ଅନେକ ଧାରାବାହିକରେ ଅଭିନୟ କରି ସାରିଥିଲେ।

କିନ୍ତୁ ତାରା ତାରିଣୀ ଧାରାବାହିକରେ ଅଭିନୟ କରି ସେ ଅଧିକ ଲୋକପ୍ରିୟ ହୋଇ ପାରିଥିଲେ।ତେବେ ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହି କାରଣରୁ ସେ ଅନେକ ଦର୍ଶକ ମାନଙ୍କ ପ୍ରିୟ ଅଭିନେତ୍ରୀ ଅଟନ୍ତି।ଏହା ସହିତ ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରୁ ଅନେକ ପ୍ରଶଂସା ପାଇବାରେ ସଫଳ ହୋଇ ପାରିଛନ୍ତି।

ତେବେ ତାଙ୍କର ବୟସ ବର୍ତ୍ତମାନ ୪୦ ବର୍ଷ ଅଟେ।ତେବେ ଏହି ବୟସରେ ପହଞ୍ଚିବା ପରେ ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି।ତେବେ ନିକଟରେ ସେ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଛାଡ଼ି ଥିଲେ।ଯେଉଁଥିରେ ସେ ନିଜର ପତି ଓ ପରିବାର ସହିତ ବସି ଥିଲେ।ତେବେ ବାସ୍ତବରେ ଦେଖିବାକୁ ଗଲେ ସେ ତାଙ୍କର ପତି କିମ୍ବା ତାଙ୍କର ପରିବାର ନୁହେଁ।

ତେବେ ସେ ନିଜର ନୂତନ ଧାରାବାହିକ ସୁଟିଂ ସମୟର ଏକ ଫଟୋ ସୋସିଆଲ ମିଡିଆରେ ଛାଡ଼ି ଥିଲେ।ତେବେ ତାଙ୍କର ପ୍ରଶଂସକ ମାନେ ଏହା ଭାବି ନେଇଥିଲେ କି ତାଙ୍କର ବିବାହ ହୋଇ ଯାଇଛି।ଏହା ସହିତ ସେ ନିଜର ପତି ଓ ନିଜର ପରିବାର ସହିତ ବସିଛନ୍ତି।ତେବେ ବାସ୍ତବରେ ଏପରି କିଛି ହୋଇ ନାହିଁ।ସେ କେବଳ ନିଜର ଧାରାବାହିକର ସୁଟିଂ କରୁଥିଲେ ବୋଲି ଜଣା ପଡିଛି।

ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡିରେ ଅଭିନେତ୍ରୀ ଅଟନ୍ତି।ତେବେ ତାଙ୍କର ବିବାହ ସମ୍ପର୍କରେ ସେ କହିଛନ୍ତି କି ସେ ପ୍ରଥମେ ନିଜର ଏକ ଭଲ ଭବିଷ୍ୟତ ଗଠନ କରିବେ ଏହାପରେ ସେ ବିବାହ କରିବେ ବୋଲି କହିଛନ୍ତି।ତେବେ ଆଗାମୀ ସମୟରେ ସେ କେବେ ବିବାହ କରିବେ ଏହା ଦେଖିବାକୁ ତାଙ୍କର ସମସ୍ତ ପ୍ରଶଂସକ ମାନେ ଅପେକ୍ଷା କରି ରହିଛନ୍ତି।

ତେବେ ଏହି ଘଟଣା ଉପରେ ସେ ନିଜର ମତ ଦେଇ କହିଥିଲେ ତାଙ୍କୁ ତାଙ୍କର ଉପଯୁକ୍ତ ଜୀବନ ସାଥି ମିଳିବା ପରେ ସେ ବିବାହ କରିବେ ବୋଲି କହିଥିଲେ।ତେବେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ହୋଇ ଥିବାରୁ ତାଙ୍କର ବର୍ତ୍ତମାନ ଅନେକ ପ୍ରଶଂସକ ରହିଛନ୍ତି।ଏହା ସହିତ ସେ ହୁଏତ ଆଗାମୀ କିଛି ସମୟ ମଧ୍ୟରେ ବିବାହ କରି ପାରନ୍ତି।

Leave a Reply

Your email address will not be published. Required fields are marked *