ଗାୟିକା ଭାନୁମତି ସେଠ୍ କୀର୍ତନ ରେ ଗାଇଲେ ଏ Mana Mo Mana ର ଏହି ସୁନ୍ଦର ଗୀତ,ଶୁଣିବା ପରେ ଆପଣ ମଧ୍ୟ ହେଇଯିବେ ଖୁସି ଆଉ କହିବେ ତମ ସ୍ୱର ଆଗେ ସବୁ ଓଡ଼ିଆ ଗାୟିକା ଫିକା ପଡିଯିବେ…ଦେଖନ୍ତୁ Video

Spread the love

ସାଧାରଣ ଭାବରେ କୀର୍ତ୍ତନ କରିବା ସହିତ ଅନେକ ଲୋକ ଭଗବାନଙ୍କ ପାଖରେ ନିଜର ମନର କଥା କହି ଥାଆନ୍ତି।ଏହା ସହିତ ଭଗବାନଙ୍କ ନାମ ନେବା ଫଳରେ ସାଧାରଣ ଭାବରେ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଥାଆନ୍ତି।କିନ୍ତୁ ବର୍ତ୍ତମାନ ଏହି କୀର୍ତ୍ତନ କରିବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ବଦଳି ଗଲାଣି।ତେବେ ଆମେ ବର୍ତ୍ତମାନ ଏହି କୀର୍ତ୍ତନ ସମ୍ପର୍କରେ କିଛି ଅଦ୍ଭୁତ କଥା ଆଲୋଚନା କରିବା।ତେବେ ବର୍ତ୍ତମାନ ଏହିପରି କୀର୍ତ୍ତନର ଏକ ଭିଡିଓ ଭାଇରାଲ ହେଉଛି।

ଯେଉଁଥିରେ ସାଧାରଣ ଭାବରେ ସେହି ସ୍ଥାନରେ ଆଧୁନିକ ଗୀତକୁ ଗାଉ ଥିବାର ଦେଖା ହେଉ ଥିଲା।ତେବେ ସେଠାରେ ଅନେକ ଲୋକ ଭଜନ କରିବା ସହିତ ଅନେକ ଲୋକ ସେଠାରେ ଜମା ହୋଇ ସେଠାରେ ଭଜନ ଦେଖୁଥିଲେ।ତେବେ ସେଠାରେ ଜଣେ ଝିଅ ଏ ମନ ମୋ ମନ ଗୀତ ଗାଇ ଭଜନ କରିଥିଲେ।

ଏହା ସହିତ ଏହା ସମସ୍ତଙ୍କୁ ସେଠାରେ ଚକିତ କରି ଦେଇଥିଲା।କିନ୍ତୁ ଏହା ପରେ ମଧ୍ୟ ସେଠାରେ ଏହି ଭଜନ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ଼ ରହିଥିଲା।ଏହା ସହିତ ସେଠାରେ ଅନେକ ଲୋକ ଛିଡା ହୋଇ ଭଜନ ଦେଖୁଥିଲେ।ଏହା ସହିତ ସେଠାରେ ଭଜନ ଦେଖିବା ସହିତ ଅନେକ ଲୋକ ସେଠାରେ ଏହି ଆଧୁନିକ ଭଜନର ଅନେକ ମଜା ମଧ୍ୟ ନେଇଥିଲେ।

ତେବେ ଲୋକମାନେ ଏପରି ଏକ ନୂତନ ପ୍ରକାରର ଭଜନ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ତେବେ କିଛି ଲୋକ ଏହାକୁ ସମର୍ଥନ କରିବା ବେଳେ ଆଉ କିଛି ଲୋକ ଏହାର ବିରୋଧ କରୁଛନ୍ତି।ତେବେ କିଛି ଲୋକଙ୍କ କହିବା ଅନୁସାରେ ଏପରି କରିବା ଫଳରେ ସମାଜର ସଂସ୍କୃତି ନଷ୍ଟ ହେବାରେ ଲାଗିଛି।

ଏପରି ନ କରିବା ପାଇଁ କିଛି ଲୋକ କହିବା ବେଳେ ଆଉ କିଛି ଲୋକଙ୍କୁ ଏହା ବହୁତ ଭଲ ମଧ୍ୟ ଲାଗି ଥିଲା।ତେବେ ଏହି ଭିଡିଓ ବର୍ତ୍ତମାନ ଅନେକ ଜାଗାରେ ଭାଇରାଲ ହୋଇ ସାରିଲାଣି।ଏହା ସହିତ ଅନେକ ଲୋକ ମଧ୍ୟ ଏହି ଭିଡିଓ ଦେଖିବା ପରେ ଅନେକ ଖୁସି ମଧ୍ୟ ହେଉଛନ୍ତି।ତେବେ ଏହି ନୂଆ ଢଙ୍ଗରେ ଭଜନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ଏହା ସହିତ ଅନେକ ଲୋକ ଏହାକୁ ଦେଖିବା ପରେ ଅନେକ ଖୁସି ମଧ୍ୟ ହୋଇଥିଲା।ତେବେ ସେଠାରେ ଯେଉଁ କଣ୍ଠ ଶିଳ୍ପୀ ଥିଲେ ସେମାନେ ମଧ୍ୟ ବହୁତ ଭଲ ଗୀତ ଗାଇଥିଲେ।ଯାହା ଫଳରେ ସେଠାରେ ଲୋକମାନଙ୍କ ଭିଡ଼ ବହୁତ ଅଧିକ ହୋଇ ଯାଇଥିଲା।ଏହା ସହିତ ଅନେକ ଲୋକ ସେଠାରେ ଏହି ଭଜନ ଦେଖିବା ପାଇଁ ଅପେକ୍ଷା କରି ରହୁଥିଲା।

ଏହା ସହିତ ଅନେକ ଲୋକ ସେଠାରେ ଭଜନ ଦେଖିବା ପରେ ସେମାନଙ୍କର ଅନେକ ପ୍ରଶଂସା କରିଥିଲେ।ତେବେ ବାସ୍ତବରେ ସେଠାରେ ବହୁତ୍ ଭଲ କୀର୍ତ୍ତନ ହୋଇଥିଲା।ଏହା ସହିତ ଅନେକ ଲୋକ ଏହାକୁ ଅନେକ ଭାବରେ ଉପଭୋଗ ମଧ୍ୟ କରିଥିଲେ।ଏହା ସହିତ ଅନେକ ଲୋକ ସେମାନଙ୍କର ଅନେକ ପ୍ରଶଂସା ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *