Kishor ଭାଇନାଙ୍କ ୨୦୦ କେଜି ପ୍ରସିଦ୍ଧ ମଟନ ରୋଷେଇ ର ଅସଲ ରହସ୍ୟ କଣ,ଶେଷରେ ଧରାପଡିଲା ଏହି ସତ,ଦେଖିଲେ ଆପଣ ମଧ୍ୟ କହିବେ…ଦେଖନ୍ତୁ Video

Spread the love

ତେବେ ଆମେ ସମସ୍ତେ ଭୁବନେଶ୍ବରରେ ଅନେକ ସ୍ଥାନରେ ମଟନ ଖାଇ ଥିବା।ତେବେ ଆମେ ବର୍ତ୍ତମାନ ଏପରି ଏକ ସ୍ଥାନର ମଟନ ସମ୍ପର୍କରେ ଆଲୋଚନା କରିବା ଯାହା ସମ୍ପର୍କରେ ଆପଣ ଜାଣିବା ପରେ ଆପଣ ସେହି ସ୍ଥାନରେ ଥରେ ମଟନ ଖାଇବା ପାଇଁ ନିଶ୍ଚୟ ଭାବରେ ଇଚ୍ଛା କରିବେ।ତେବେ କିଶୋର ଭାଇନାଙ୍କ ମଟନ ସମ୍ପର୍କରେ ଆମେ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବା।ଏହା ସହିତ ଏହି ସ୍ଥାନରେ ଅନେକ ଲୋକ ମଟନ ଖାଇବା ପାଇଁ ଅନେକ ଦୂରରୁ ଆସି ଥାଆନ୍ତି।

ତେବେ ଏହି ସ୍ଥାନରେ ସମ୍ପୂର୍ଣ୍ଣ ଭାବରେ ଘରୋଇ ଉପାୟରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ।ଏହା ସହିତ ଅନେକ ଲୋକ ଏଠାରେ ଖାଦ୍ୟ ଖାଇବା ପାଇଁ ଅନେକ ଦୂରରୁ ଆସି ଥାଆନ୍ତି ତେବେ ଏଠାରେ କେବେ ମଧ୍ୟ ଖାଲି ସ୍ଥାନ ରହି ନଥାଏ।ଏଠାରେ ସବୁ ସମୟରେ ଲୋକମାନେ ଖାଦ୍ୟ ଖାଇବା ପାଇଁ ଭିଡ କରିଥାଆନ୍ତି।

ଏହା ସହିତ ଏଠାରେ ଖାଦ୍ୟ ତିଆରି କରିବା ସମୟରେ ଏକ ବିଶେଷ ମସଲା ବ୍ୟବହାର କରା ଯାଇଥାଏ ଯାହା ଫଳରେ ଏହା ବହୁତ ଅଧିକ ସ୍ଵାଦିଷ୍ଟ ଲାଗିଥାଏ।ଏହି କାରଣରୁ ଏଠାରେ ସବୁ ସମୟରେ ଭିଡ଼ ରହିଥାଏ।ଏହା ସହିତ ଲୋକମାନେ ଏଠାରେ ଖାଦ୍ୟ ଖାଇବା ପାଇଁ ଅନେକ ଦୂରରୁ ମଧ୍ୟ ଆସି ଏଠାରେ ଖାଦ୍ୟ ଖାଇ ଥାଆନ୍ତି

ତେବେ ଏହା ଭୁବନେଶ୍ଵରର ସବୁଠାରୁ ଭଲ ହୋଟେଲ ବୋଲି ଅନେକ ଲୋକ କହି ଥାଆନ୍ତି।ଏହା ସହିତ ଏଠାରେ ମଟନ ସହିତ ଏଠାରେ ଚିକେନ ମଧ୍ୟ ବହୁତ ସ୍ଵାଦିଷ୍ଟ ହୋଇଥାଏ।ଏହା ସହିତ ଏଠାରେ ମଟନ ଓ ଚିକେନ ସହିତ ଏଠାରେ ମାଛ ମଧ୍ୟ ତିଆରି ହୋଇଥାଏ ତେବେ ଏଠାରେ ସବୁଠାରୁ ଅଧିକ ମଟନ ଖାଇବା ପାଇଁ ଲୋକମାନେ ପସନ୍ଦ କରି ଥାଆନ୍ତି।

ଏହା ସହିତ ଏହି ସ୍ଥାନରେ ଅନେକ ଲୋକ ଖାଦ୍ୟ ଖାଇବା ପରେ ଏହାର ଅନେକ ପ୍ରଶଂସା ମଧ୍ୟ କରି ଥାଆନ୍ତି।ତେବେ ବାସ୍ତବରେ ଏଠାରେ ବହୁତ ଭଲ ଖାଦ୍ୟ ଖାଇବାକୁ ମିଳିଥାଏ।ଯାହା ଫଳରେ ଏଠାରେ ସବୁ ସମୟରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ।ଏହା ସହିତ କିଶୋର ଭାଇନା କହି ଥାଆନ୍ତି କି ସେ ଏଠାରେ ପ୍ରାୟ ୧୯୯୧ ମସିହାରୁ ରୋସେଇ କରି ଆସୁଛନ୍ତି।

ଏହା ସହିତ ଆରମ୍ଭ ସମୟରେ ତାଙ୍କ ପାଖରେ ଅଧିକ ଲୋକ ଖାଇବାକୁ ଆସୁ ନ ଥିଲେ।ବହୁତ କମ ଲୋକ ତାଙ୍କ ପାଖରେ ଖାଦ୍ୟ ଖାଇ ଥାଆନ୍ତି।କିନ୍ତୁ ବର୍ତ୍ତମାନ ତାଙ୍କ ପାଖରେ ଅନେକ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି।ଏହା ସହିତ ସେ କହି ଥାଆନ୍ତି କି ଏଠାରେ ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ ପ୍ରତିଦିନ ଖାଦ୍ୟ ଖାଇ ଥାଆନ୍ତି।

କାରଣ ସେମାନେ କହି ଥାଆନ୍ତି କି ଏଠାରେ ଯେଉଁ ସ୍ଵାଦ ରହିଛି ତାହା ଅନ୍ୟ କେଉଁ ସ୍ଥାନରେ ମିଳି ନଥାଏ।ଏହା ସହିତ ଅନେକ ବର୍ଷ ଧରି ସେ ସେଠାରେ ଏହିପରି ଲୋକମାନଙ୍କୁ ଖାଦ୍ୟ ଦେଇ ଆସୁଛନ୍ତି।ଏହା ସହିତ ତାଙ୍କର ସ୍ଵାଦ ସମ୍ପୂର୍ଣ୍ଣ ଭିନ୍ନ ହୋଇ ଥିବାରୁ ଲୋକମାନେ ସେଠାରେ ଖାଦ୍ୟ ଖାଇବା ପାଇଁ ମଧ୍ୟ ଅନେକ ଦୂରରୁ ଆସି ଥାଆନ୍ତି।

Leave a Reply

Your email address will not be published. Required fields are marked *