ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ଏହି ଗୀତ ଆମେ ନିଶ୍ଚୟ ଭାବରେ ଶୁଣି ଥିବା।ତେବେ ଏହି ଗୀତ ଅନେକ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚି ପାରିଥିଲା।ତେବେ ଜଣେ ଛୋଟ ପିଲା ପ୍ରଥମେ ଏହି ଗୀତ ଗାଇ ଥିଲା।ତେବେ ସେ ସେଠାରେ କୌଣସି ଗୀତ ମଧ୍ୟ ଗାଉ ନଥିଲା।ତେବେ ସୂଚନା ଅନୁସାରେ ସେହି ପିଲା ଜଣକ ଏହା ଜାଣିବାକୁ ପାଇଥିଲା କି ତାଙ୍କର ସ୍କୁଲ ବନ୍ଦ ହେବାକୁ ଯାଉଚି ଏହା ସହିତ ତାଙ୍କର ସ୍କୁଲ ବନ୍ଦ ହୋଇ ନିକଟରେ ଥିବା ଆଉ ଏକ ସ୍କୁଲ ସହିତ ମିଶି ଯାଉ ଥିବାର ଜଣା ପଡି ଥିଲା।
ଯାହା ଫଳରେ ସେହି ପିଲାଟି ଏହା ସମ୍ପର୍କରେ ଜାଣିବା ପରେ ଅଚାନକ ଭାବରେ ଏକ ସାକ୍ଷାତକାରରେ ଏପରି କହି ଦେଇଥିଲା।ତେବେ ଏପରି କହିବା ପରେ ଅଚାନକ ଭାବରେ ସେହି ପିଲା ଜଣକ ବହୁତ ପ୍ରସିଦ୍ଧ ହୋଇ ଯାଇଥିଲା।ଏହା ସହିତ ଅନେକ ଲୋକ ତାଙ୍କର ଏହି କଥାକୁ ଅନେକ ଭାବରେ ପସନ୍ଦ କରିଥିଲେ।
ଏହା ସହିତ ସେ ସାଙ୍ଗେ ସଙ୍ଗେ ଅଳ୍ପ ଦିନ ମଧ୍ୟରେ ଅନେକ ଲୋକଙ୍କ ପାଖରେ ପରିଚିତ ହୋଇ ଯାଇଥିଲେ।ତେବେ ଅଳ୍ପ ଦିନ ମଧ୍ୟରେ ଲୋକଙ୍କ ପାଖରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ତେବେ ଅଭିନୟ କରିବା ସହିତ ସେ ଅନେକ ଲୋକପ୍ରିୟତା ପାଇ ଯାଇଥିଲେ।
ସେହି ସମୟରେ ଅଚାନକ ଭାବରେ ଆଉ କିଛି ଅଦ୍ଭୁତ ମଧ୍ୟ ଦେଖିବାକୁ ମିଳିଥିଲା।ତେବେ ସୂଚନା ଅନୁସାରେ ସେହି ପିଲାର କଥା ଅନେକ ଭାଇରଲ ହେବା ପରେ ସେହି କଥା ଉପରେ ଏକ ଗୀତ ତିଆରି କରିବା ପାଇଁ ଯୋଜନା ଆରମ୍ଭ ହୋଇ ଯାଇଥିଲା।ଏହା ସହିତ ଏହା ଉପରେ ଗୀତ ମଧ୍ୟ ତିଆରି ହୋଇଥିଲା।
ତେବେ ଏହି ଗୀତ ମଧ୍ୟ ଅନେକ ଲୋକପ୍ରିୟ ହୋଇ ଯାଇ ଥିଲା।ତେବେ ଏହି ଗୀତ ଏପରି ଭାବରେ ଲୋକପ୍ରିୟ ହେବା ପରେ ଅଚାନକ ଭାବରେ ଲୋକମାନେ ଏହି ଗୀତର କଳାକାରଙ୍କୁ କିନ୍ତୁ ମୁଖ୍ୟ ଭାବରେ ଭୁଲି ଯାଇଥିଲେ।ତେବେ ଯେଉଁ ପିଲା ପ୍ରଥମେ ଏହି ଗୀତ ଗାଇବା ଆରମ୍ଭ କରି ଥିଲା ସେହି ପିଲାକୁ ସମସ୍ତେ ଭୂଲି ଯାଇଥିଲେ।
ଏହା ସହିତ ଏହା ପରେ ଏହାକୁ ଆଉ ଥରେ ଯେଉଁ ପିଲା ଗାଇ ଥିଲା ସେ ପିଲା ସମସ୍ତଙ୍କ ପାଖରେ ପରିଚିତ ହୋଇ ଯାଇଥିଲା।କିନ୍ତୁ ବାସ୍ତବରେ ଯେଉଁ ପିଲା ଏହି ଗୀତ ଗାଉଥିଲା ସେହି ଏହି ଗୀତର ପ୍ରସିଦ୍ଧି ପାଇଁ ମୁଖ୍ୟ ଭାବରେ ଦାୟୀ ଅଟେ।ତେବେ କିନ୍ତୁ ଏହି ଗୀତକୁ ଯେଉଁ ପିଲା ଗାଇବା ଆରମ୍ଭ କରି ଥିଲା ସେହି ପିଲାକୁ ସମସ୍ତେ ଭୂଲି ଯାଇଥିଲେ।
ଏହା ପରେ ବର୍ତ୍ତମାନ ତାଙ୍କୁ ଆଉ କେହି ମଧ୍ୟ ଆଗକୁ ଆସିବା ପାଇଁ କୌଣସି ପ୍ରକାରର ସାହାଯ୍ୟ କରୁ ନାହାନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି।ଏହା ସହିତ ତାଙ୍କ ପାଇଁ ଅନେକ ଭାବରେ ସେହି ଗୀତ ଘରେ ଘରେ ପରିଚିତ ହୋଇ ଯାଇଥିଲା।