କୁକୁଡ଼ାର କଲିଜା ଖାଇଲେ କଣ ରହିଛି Benifit,ଯଦି ଆପଣ ମଧ୍ୟ ଖାଉଛନ୍ତି କୁକୁଡ଼ା Liver ତେବେ ଏହି କଥା ନିଶ୍ଚୟ ପଢି ନିୟନ୍ତୁ ନେହେଲେ ହଇରାଣ ପରେ ବଡ ହଇରାଣ ହେବେ ଆପଣ

Spread the love

ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ କହିବୁ ଯେ କୁକୁଡ଼ାର କଲିଜା ଖାଇବା ଦ୍ଵାରା କେଉଁ କେଉଁ ରୋଗରୁ ମୁକ୍ତି ମିଳିବ।ପ୍ରଥମ ଫାଇଦା ହେଉଛି,ପୁରୁଷ ମାନଙ୍କ ଥକାପଣ ଦୂର ହୋଇଥାଏ।ଏପରିକି ମାନସିକ ଚାପ ଥିଲେ ମଧ୍ୟ ଏହାର କ୍ୟାଲସିୟମ ସିଧା ମସ୍ତିଷ୍କକୁ ଯାଇ ଏହା ଦୂର କରିଥାଏ।ଶରୀରର ଯେ କୌଣସି ଥକା ଦୂର କରିଥାଏ ଯଦି ଆପଣ ଏହାକୁ ଭଲ ଭାବରେ ସେବନ କରନ୍ତି।ଧ୍ୟାନ ରଖିବେ କୁକୁଡ଼ା ଦେଶୀ କୁକୁଡ଼ା ହେବ ଦରକାର ।

ଏମିତି ଦେଶୀ କୁକୁଡ଼ା ଯାହା ସୁସ୍ଥ ଥିବା ଦରକାର ଆଉ ଯଦି ଏହି ଭଳି କୁକୁଡ଼ା ଆପଣ ଖାଇବେ ତାହାଲେ ଆପଣଙ୍କୁ ଖାଲି ରୋଗ ହିଁ ହେବ।ଦ୍ୱିତୀୟ ଫାଇଦା ହେଉଛି,ପୁଋଷପଣ ଅନେକ ଷ୍ଟ୍ରେସ ପାଇଁ ପୁରୁଷ ର ଶୁକ୍ରାଣୁ କମ ହୋଇଯାଏ।ଯଦି କୁକୁଡ଼ାର କଲିଜାକୁ ଭଲ ଭାବରେ ରାନ୍ଧି କି ଖାଇବେ ତାହାଲେ ପୁରୁଷ ମାନଙ୍କ ଠାରେ ପରିବର୍ତ୍ତନ ଦେଖାଦେଇଥାଏ।

ଆଉ ଯଦି ଆଖିର ରଶ୍ମି କୌଣସି ବ୍ୟକ୍ତି ର ହୋଇଥାଏ ତେବେ ଏହି କୁକୁଡ଼ାର କଲିଜା ଖାଇବା ଦ୍ବାରା ତାହା ଭଲ ହୋଇଥାଏ।ଯଦି ଆପଣଙ୍କ ଶରୀରରେ ଆଇରନ ର ମାତ୍ର କମ ଅଛି ତେବେ ଆପଣ ଯଦି ଆମିଷ ସେବନ କରୁଛନ୍ତି ତ କୁକୁଡ଼ାର କଲିଜା ଖାଇବା ଦରକାର ଆଉ ଯଦି ଆପଣ ନିରାମିଷ ସେବନ କରୁଛନ୍ତି ତେବେ ଆପଣ ବାଦାମ ଖାଆନ୍ତୁ।

ଯଦି ଆପଣ ଆମିଷ ସେବନ କରୁଛନ୍ତି ତେବେ କୁକୁଡ଼ାର କଲିଜା ଖାଆନ୍ତୁ ଏଥିରେ ବହୁତ ପରିମାଣରେ ଆଇରନ ଅଛି। ଯେଉଁ ମହିଳା ମାନେ ଗର୍ଭବତୀ ଅଛନ୍ତି ତାଙ୍କୁ ଏହା ଖାଇବା ନିହାତି ଜରୁରୀ।ଆଜି ଆପଣ ମାନେ ଜାଣିଲେ ଏହା ଖାଇବା ଦ୍ଵାରା ଆପଣଙ୍କ କଣ ରହିଛି ଫାଇଦା।ଆଜି ମାର୍କେଟ ଯାଆନ୍ତୁ ଆଉ ଏହାକୁ କିଣି ଭଲ ଭାବରେ ରାନ୍ଧି ଖାଆନ୍ତୁ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ।

ଆଉ ଗୋଟିଏ କଥା ହେଉଛି କୁକୁଡ଼ା କଲିଜା ଖାଇବା ଦ୍ବାରା ଆପଣଙ୍କ ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବେ ହେବ।ଆପଣଙ୍କ ରକ୍ତ ହୀନତା କେବେବି ଦେଖା ଦେବ ନାହିଁ।ଏହାକୁ ଖାଇବା ଦ୍ଵାରା ଆପଣଙ୍କ ହାଡ ମଧ୍ୟ ଶକ୍ତ ରହିବ।ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ମଧ୍ୟ କମିଯିବ।ଆପଣଙ୍କୁ ଏହା ବହୁତ ମାତ୍ରାରେ ପ୍ରୋଟିନ ଯୋଗାଇବ।

ଆପଣ ନିୟମିତ ବ୍ୟବଧାନରେ କୁକୁଡ଼ା କଲିଜା ଖାଇଲେ ଏହା ଆପଣଙ୍କ ଓଜନ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିବ।ଏହା ଆପଣଙ୍କ ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିବ। ଏହା ଆପଣଙ୍କ କେଶକୁ ମଧ୍ୟ ସୁଦୃଢ଼ କରିବ।ଏହାଛଡା ଏହା ଆପଣଙ୍କ ହୃଦୟ ଜନିତ ସମସ୍ୟା ମାନଙ୍କୁ ମଧ୍ୟ କମ କରିବ।ଏହାକୁ ନିୟମିତ ଖାଇବା ଦ୍ବାରା ଆପଣଙ୍କ ହାର୍ଟ ସମସ୍ୟା ଦୂର ହେବ।

Leave a Reply

Your email address will not be published. Required fields are marked *