କୁମ୍ଭ ରାଶି ଲୋକଙ୍କ ପାଇଁ ଶନି ସାଢେ଼ ସାତିର ୨ୟ Charan ଆରମ୍ଭ ୨୦୨୩ ରୁ ୨୦୨୫ ଯାଏ ବଡ ଖବର ଆସୁଛି,ଏବେ ଅଢେଇ ବର୍ଷ ଯାଏ ରୁହନ୍ତୁ ସାବଧାନ…

Spread the love

କୁମ୍ଭ ରାଶିର ଲୋକଙ୍କ ଜୀବନରେ କିଛି ବିଶେଷ ଘଟଣା ହୋଇ ପାରେ। ଆପଣ ଯଦି ଅନେକ ଦିନ ଧରି ଚିକିତ୍ସାଳୟର ଚକ୍କର ଲଗାଉ ଥିଲେ ତେବେ ଏହା ଶେଷ ହୋଇଯିବ। କୌଣସି ନା କୌଣସି ମାନସିକ ଚିନ୍ତାରେ ଯଦି ଥିଲେ ତେବେ ସ୍ବାସ୍ଥ୍ୟ ସମ୍ପର୍କିତ ଚିନ୍ତା କମ ହେବାକୁ ଲାଗିବ। ଆପଣଙ୍କୁ ନିଜର ମାତାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ।

ଆପଣ ମାତାଙ୍କ ସେବା କରନ୍ତୁ। ତାଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ ଓ ତାଙ୍କର ଧ୍ୟାନ ରଖନ୍ତୁ। ଆପଣଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଦେଖିବାକୁ ମିଳିବ। କେବଳ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଆପଣଙ୍କ ପ୍ରେମ ଜୀବନ ଉପରେ ଆପଣଙ୍କ ବୈବାହିକ ଜୀବନରେ ମଧ୍ୟ ଧ୍ୟାନ ରଖିବାକୁ ହେବ।ଆପଣଙ୍କ ନିଜର ଓ

କିଏ ଆପଣଙ୍କର ପର ଏହା ଧିରେ ଧିରେ ଜଣା ପଡି ଯିବ। ଭଗବାନଙ୍କ ନାମ ଜପ କରନ୍ତୁ, ସତ ପଥରେ ରୁହନ୍ତୁ, ଆପଣଙ୍କ ଜୀବନରେ କିଛି ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ।ଆପଣ ଆପଣଙ୍କ କାର୍ଯ୍ୟକୁ ପୂର୍ଣ୍ଣ ଭାବରେ ଏକ ନୂଆ ରୂପରେ ଶେଷ କରିବେ। ଆପଣଙ୍କୁ ସମ୍ମାନ ମିଳିବ ଗୁରୁଜନ ମାନଙ୍କ

ସହିତ ଯୁକ୍ତି କରନ୍ତୁ ନାହିଁ। ଭଗବାନଙ୍କ ନାମ ଜପ କରନ୍ତୁ, ବିବାହର ସମ୍ଭାବନା ବହୁତ ଭଲ ରହିବ। ଯିଏ ମଧ୍ୟ ବିବାହ କରିବାକୁ ଚାହୁଁଛନ୍ତି ଆପଣଙ୍କ ବିବାହ ଫାଇନାଲ ହୋଇପାରେ। ଆପଣ ଛୋଟ ଛୋଟ ଯାତ୍ରା କରି ପାରନ୍ତି। ଆପଣ ନିଜର କାର୍ଯ୍ୟକୁ ନେଇ ଯାତ୍ରା କରି ପାରନ୍ତି।ଭଗବାନଙ୍କ ନାମ ଜପ କରନ୍ତୁ

ସତ ପଥରେ ରୁହନ୍ତୁ, ଯେଉଁ ବ୍ୟକ୍ତି ବିଦ୍ୟୁତ ସମ୍ପର୍କିତ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ବହୁତ ଭଲ ଫଳ ପ୍ରଦାନ ହେବ। ଏହି ସବୁ କ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ସଫଳତା ପ୍ରାପ୍ତ ହେବ ଏହା ସହିତ କାହା ସହିତ ମଧ୍ୟ ଯୁକ୍ତି କରନ୍ତୁ ନାହିଁ।ନଚେତ ଆପଣଙ୍କୁ ଏହା କାହା ଠାରୁ ମଧ୍ୟ ବିଚ୍ଛେଦ କରିପାରେ।ଆପଣଙ୍କ ପରିବାର

ଠାରୁ ଆପଣଙ୍କୁ ବିଚ୍ଛେଦ କରିପାରେ ଆପଣଙ୍କ କ୍ରୋଧ। ଆପଣ ଚିଡି ଚିଡା ହୋଇ ଯାଇ ପାରନ୍ତି। ଆପଣଙ୍କ ଜୀବନରେ ଥିବା ସମସ୍ୟାର ସମାଧାନ କରିବା ପାଇଁ ଆପଣ ଭଗବାନ ଶନିଙ୍କ ବୀଜ ମନ୍ତ୍ର ଜପ କରନ୍ତୁ। ଆପଣ ସୂର୍ଯ୍ୟଦେଵଙ୍କ ଅସ୍ତ ପରେ ୧୦୮ ଥର ଜପ କରନ୍ତୁ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ।

Leave a Reply

Your email address will not be published. Required fields are marked *