ଆସିଲା ଆଉ ଏକ Big Breaking,କାଲିଠୁ ଏହି ଜିଲ୍ଲାରେ ଆରମ୍ଭ ହେବ ଲଘୁଚାପ ର ତାଣ୍ଡବ ରୂପ,ବଙ୍ଗୋପସାଗର ରେ ଆରମ୍ଭ ହେଲା ବର୍ଷା,ଏହି ଜିଲ୍ଲାରେ ହେବ ପ୍ରବଳ ବର୍ଷା…ଦେଖନ୍ତୁ Video

Spread the love

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନେବାକୁ ଯାଉଛି ବାତ୍ୟାର ରୂପ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାଏହି ଲଘୁଚାପର ପ୍ରଭାବରେ ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଂଚଳର ଉପରି ଭାଗରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ- ପୂର୍ଵ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏଥିନେଇ ଟ୍ୱିଟ କରି ଜଣାଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ

କେନ୍ଦ୍ରର ପାଣିପାଗ ଵିଜ୍ଞାନୀ ଡକ୍ଟର ଉମାଶଙ୍କର ଦାସ। ତେବେ ଏହା ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗର।ଲଘୁଚାପର ସୂଚନା ମିଳିବା ପରେ ବାତ୍ୟା ନେଇ ବର୍ତ୍ତମାନ ପୁଣି ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା। କାରଣ ଏପ୍ରିଲ ମାସରେ ଯେଉଁ ସବୁ ଲଘୁଚାପ ସୃଷ୍ଟି ହୋଇଥାଏ, ତାହା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ।

ଆମେରିକା ଜି.ଏଫ.କ୍ସର ଆକଳନ ଅନୁସାରେ ଏହି ଲଘୁଚାପ ବାତ୍ୟାର ରୂପ ନେଇପାରେ। କିନ୍ତୁ ଜର୍ମାନ ମଡେଲ ଅନୁସାରେ ଏହା ଦୁର୍ବଳ ହୋଇଯିବ। ଆସନ୍ତା ୬ ତାରିଖରେ ଏହା ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏହା ସୃଷ୍ଟି ହୋଇ ଲଘୁଚାପର ରୂପ ନେବ। ପରବର୍ତ୍ତୀ ସମୟରେ ଏହା ଅବପାତ ଏବଂ ତାପରେ ବାତ୍ୟାର ରୂପ ନେବ ବୋଲି ଆମେରିକୀୟ ମଡେଲ କହୁଛି।

ଏହାପରେ ଏହା ବାଂଲାଦେଶ ଏବଂ ମିଆଁମାର ଆଡକୁ ଗତି କରିବ। ଅନ୍ୟ କିଛି ମଡେଲ ଅନୁସାରେ ଏହା ତାମିଲନାଡୁ ଆଡ଼କୁ ଗତି କରିପାରେ ବୋଲି କୁହାଯାଉଛି। ବର୍ତ୍ତମାନ ଉପକୂଳଳ ବର୍ତୀ ଅଞ୍ଚଳରେ ପ୍ରବଳ ବର୍ଶା ହେବାର ସମ୍ଭାବନା ରହିଛ। ତାମିଲନାଡୁ ଏବଂ ସାଉଥ ଆଣ୍ଡାମାନ ନିକୋବରରେ ଏହା ସ୍ଥଳ ଭାଗ ଛୁଇଁବ।

ଏହାର ପ୍ରକୋପରେ ଘୁର୍ଣ୍ଣି ବଳୟ ସୃଷ୍ଟି ହେବ। ରାଜ୍ୟର ପ୍ରାୟତଃ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆଗାମୀ କିଛି ଦିନ ମଧ୍ୟରେ ସାଇକ୍ଲୋନିକ ବର୍ଷା ସୃଷ୍ଟି ହୋଇପାରେ। ତେବେ ଏହି ସମୟରେ ତାହା ଅଵପାତର ରୂପ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ମାତ୍ରରେ ବଢିବ।

ଜଳୀୟ ବାଷ୍ପର ଘନୀଭୂତ ପାଇଁ ଏହି ଲଘୁଚାପ ଜନିତ ସମସ୍ୟା ସୃଷ୍ଟି ହେଉଛି।ପୂର୍ଵ ବର୍ଷ ଭଳି ଏହି ମାସରେ ମଧ୍ୟ ବାତ୍ୟା ସୃଷ୍ଟି ହୋଇଥିଲା। ସେଥିପାଇଁ ଏହାକୁ ନେଇ ଅନେକ ଆଶଙ୍କା ଉପୁଜିଛି। ତେଣୁ ବାତ୍ୟାର ଆଶଙ୍କା କରାଯାଉଛି। ଏହା ପୂର୍ବରୁ ‘ଚାରଲୋଟ’ ମହାବାତ୍ୟା ଅଷ୍ଟ୍ରେଲିଆ ଉପକୂଳରେ ନିଜର ତାଣ୍ଡବ ରଚିଥିଲା ଯାହାକି ଅଣ୍ଡାମାନରୁ ହିଁ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *